Breaking News: PM Narendra Modi ଙ୍କୁ ନେଇ ଚାଲିଛି ବଡ ଷଡଯନ୍ତ୍ର, ଆସିଲା ଏମିତି ଧମକ…

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିକୁ ଏକ ଧମକର ଇମେଲ ମିଳିଛି । ଏହି ଇମେଲରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତୟଆର ଯୋଜନା ହୋଇଛି । ଏହି ଇମେଲରେ ଲେଖା ହୋଇଛି ୨୦ କିଲୋ ଆରଡିଏକ୍ସ ବିଷୟରେ । ଏହା ସହିତ ୨୦ଟି ଆକ୍ରମଣ ବିଷୟରେ ଓ ୨ କୋଟି ଲୋକଙ୍କ ହତୟଆର ଯୋଜନା ବିଷୟରେ ଲେଖା ହୋଇଛି ।

ଏହି ଇମେଲରେ ୨୦ଟି ସ୍ଳିପର ସେଲ ବିଷୟରେ ହିନ୍ଟ ଦିଆଯାଇଛି । ଯାହା କୁହାଯାଉଛି ଏହି ୨୦ଟି ସ୍ଳିପର ସେଲ୍ସ ୨୦ ଫେବୃୟାରିରୁ ଆକ୍ଟିଭ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଫଟୋରେ ଏହି ଇମେଲଟିକୁ ପଢି ପାରୁଥିବେ ଯେଉଁଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତୟଆର ଯୋଜନା କରାଯାଇଛି । ଏହି ଇମେଲରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତୟଆ ଯୋଜନାର ଖୁଲାସା ହୋଇଛି ।

ବନ୍ଧୁଗଣ ଏବେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ପାଖରେ ଏହି ଇମେଲ ଅଛି । ଏବେ ଏହି ଇମେଲକୁ ନେଇ ଯାଞ୍ଚ ଆରମ୍ଭ ହୋଇ ସାରିଛି । ତେବେ ଏହି ଯୋଜନା ପଛରେ କିଏ ଅଛି ତଥା କିଏ ଏହି ଯୋଜନା କରିଛି ତାହା ବିଷୟରେ ଜାଣିବା ପାଇଁ ଅଧିକାରୀ ମାନେ ଯାଞ୍ଚ ଜାରି ରଖିଛନ୍ତି ।

କେଉଁ ଆତଙ୍କବାଦୀ ମାନଙ୍କ ସହ ଏହି ଇମେଲର ସମ୍ପର୍କ ରହିଛି ତାହା ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ଅଧିକାରୀ ମାନେ । ବନ୍ଧୁଗଣ ସୂଚନା ମୁତାବକ ଏହି ଇମେଲରେ ୨୦ କିଲୋ ଆରଡିଏକ୍ସ ବିଷୟରେ କୁହାଯାଇଛି । ୨୦ କିଲୋ ଆରଡିଏକ୍ସରେ ୨୦ଟି ସହରରେ ବ୍ଳାସ କରିବାର ଯୋଜନା ହୋଇଛି । ୨୦ଟି ବଡ ସହରରେ ବ୍ଳାଷ୍ଟ କରିବା ପାଇଁ ଏକ ପ୍ଲାନିଙ୍ଗ କରାଯାଇଛି ।

ଯିଏ ଏହି ପ୍ଳାନ କରିଛି ସେ ଆତଙ୍କବାଦୀ ମାନଙ୍କ ସହ ସମ୍ପର୍କରେ ଅଛି ଓ ସେହି ମାନଙ୍କ ସହ ମିଶି ଏହି ପ୍ଳାନ କରିଛି । ବନ୍ଧୁଗଣ ୨ କୋଟିରୁ ଅଧିକ ଲୋକଙ୍କୁ ହତୟଆ କରିବାର ପ୍ଲାନିଙ୍ଗ ହୋଇଛି ।  ଏହି ଇମେଲରେ ୨୦ଟି ସ୍ଳିପର ସେଲ୍ସଙ୍କ ବିଷୟରେ ବି କୁହାଯାଇଛି ଓ ସେମାନେ ଏବେ ଆକ୍ଟିଭ ଅଛନ୍ତି । ଏବେ ଏହି ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *