Jyotish Shastra- ଆପଣଙ୍କ ନାମ “S” ଅକ୍ଷରରୁ ଆରମ୍ଭ ହେଉଛି କି ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ଆମ ଜୀବନ ର ପ୍ରତ୍ୟକ ଘଟଣା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଆମ ଜୀବନ ରେ ଆମର ରାଶି ର ଯେପରି ମହତ୍ତ୍ୱ ଅଛି ସେହିପରି ଆମ ନାମ ର ମଧ୍ୟ ବହୁତ ମହତ୍ତ୍ୱ ଅଛି । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ । ସେତେବେଳେ ତାର ନୂଆ ନାମ ଦିଆ ଯାଇଥାଏ । ଏହି ନୂତନ ନାମ ଦ୍ୱାରା ସେ ଏହି ଦୁନିଆ ରେ ପରିଚିତ ହୋଇଥାନ୍ତି । କିନ୍ତୁ ଏହି ନାମ ଏହି ବ୍ୟକ୍ତି ର ରାଶି ରୁ ନିର୍ଧାରଣ କରାଯାଇଥାଏ । ମନୁଷ୍ୟ ର ଜନ୍ମ ସମୟ, ଜନ୍ମ ମାସ ,ଜନ୍ମ ତିଥି ଆଦିକୁ ବିଚାର କରି ମନୁଷ୍ୟ ର ନାମ ରଖା ଯାଇଥାଏ ।

ସେହି ନାମ ରେ ହିଁ ତାକୁ ସମସ୍ତେ ଡକାଇ ଥାଆନ୍ତି । ତେବେ ବନ୍ଧୁଗଣ ଆମେ ଆମ ନାମ ରୁ ମଧ୍ୟ ନିଜର ଆଗତ ଭବିଷ୍ୟତ ଓ ବିଗତ ଅତୀତ ବିଷୟ ରେ ସମସ୍ତ କଥା ଜାଣିପାରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ସମ୍ଭବ ବୋଲି କୁହାଯାଇଛି । ଏବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ S ନାମ ର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ତେବର ବନ୍ଧୁଗଣ Sନାମ ର ଲୋକଙ୍କ ଭାଗ୍ୟ ରେ କଣ ସବୁ ପରିବର୍ତ୍ତନ ହେବ ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା ।


ସିଂହ ଯେତେବେଳେ ଦୁଇ ପାଦ ପଛକୁ ଘୁଞ୍ଚି ଥାଏ ଶିକାର କରିବା ପାଇଁ ଚାରି ପାଦ ଆଗକୁ ଡେଇଁ ଥାଏ । ସେହିପରି ବିପଦ ସମୟ ରେ ଦୁର୍ବଳ ଲୋକ ମାନେ ବାହାନା ଖୋଜିଥାନ୍ତି । କିନ୍ତୁ ବୁଦ୍ଧିମାନ ଲୋକ ମାନେ ନିଜର ଆଉ ଏକ ରାସ୍ତା ବନେଇଥାନ୍ତି । ତେବେ ବନ୍ଧୁଗଣ S ନାମ ର ବ୍ୟକ୍ତି ବିଶେଷ ମଧ୍ୟ ନିଜ ବିପଦ ସମୟ ରେ କାହାକୁ ଭରସା କରି ନ ଥାନ୍ତି । ବିପଦ ସମୟ ରେ ସେ ନିଜର ରାସ୍ତା ନିଜେ ପ୍ରସ୍ତୁତ କରିଥାନ୍ତି । S ନାମ ର ବ୍ୟକ୍ତି ମାନେ ସିଂହ ଭଳି ହୋଇଥାନ୍ତି ।

ଏମାନେ ସିଂହ ଭଳି ପରାକ୍ରମୀ ହୋଇଥାନ୍ତି । ଯଦି କେହି ଏମାନଂକ ସହିତ ଖରାପ ବ୍ୟବହାର କରେ ସେତେବେଳେ ଏମାନେ ନିଜର ସିଂହ ରୂପ ପ୍ରଦର୍ଶନ କରିଥାନ୍ତି । S ନାମ ର ବ୍ୟକ୍ତି ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ନିଜର କଠିନ ପରିଶ୍ରମ ଦ୍ୱାରା ସମସ୍ତ କାର୍ଯ୍ୟ କୁ ସଫଳ କରି ପାରିଥାନ୍ତି । ଏମାନେ ଯେଉଁ ସ୍ଥାନ କୁ ବି ଯାଇଥାନ୍ତି ସେଠାରେ ନିଜର ଛାପ ଛାଡି ଥାଆନ୍ତି ।

 


ବନ୍ଧୁଗଣ ପ୍ରତ୍ୟେକ ଲୋକ ତ ଏହି ପରି ଦୁନିଆ କୁ ଆସିଥାନ୍ତି ଓ ପୁଣି ଚାଲିଯାଇଥାନ୍ତି । କିନ୍ତୁ S ନାମ ର ବ୍ୟକ୍ତି ମାନେ ଏକ ସ୍ୱତନ୍ତ୍ର ଚିନ୍ତାଧାରା ନେଇକରି ଏହି ଦୁନିଆ କୁ ଆସିଥାନ୍ତି । ଏମାନେ ଦୁନିଆ ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ବହୁତ ବଳଶାଳୀ ହୋଇଥାନ୍ତି । ଏମାନେ ବନ୍ଧୁତା କରିବାକୁ ବହୁତ ପସନ୍ଦ କରିଥାଆନ୍ତି । ଏମାନେ ପ୍ରଥମେ କାହା ସହିତ ଶତ୍ରୁତା କରି ନ ଥାନ୍ତି । କିନ୍ତି ଯଦି କିଏ ଏମାନଙ୍କ ସହିତ ଶତ୍ରୁତା କରେ ତେବେ ସେ ଶାନ୍ତି ରେ ରହି ପାରି ନ ଥାଏ । ଏମାନେ ଯଶ ଓ ଖ୍ୟାତି ର ଅଧିକାରି ହୋଇଥାନ୍ତି ।

ପ୍ରେମ ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କ ସହିତ ସାରା ଜୀବନ ରହିଥାନ୍ତି । ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି । ଏମାନେ କେବେ କାହାକୁ ଧୋକା ଦେଇ ନ ଥାନ୍ତି । ଏହି ନାମ ର ବ୍ୟକ୍ତି ବିଶେଷ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *