ନଈ ମଝିରେ କାନ୍ଦୁଛି ବାପା ! ନଦୀରେ ଭାସି ଯାଉଥିଲେ ୩ ପୁଅ, ପାଣିକୁ ଡେଇଁ ୨ ପୁଅର ଜୀବନ ବଞ୍ଚାଇଲା ହେଲେ ସାନ ପୁଅ..ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବେଶ ଖୁସି ରେ ବାପା ଙ୍କ ସହ ତିନି ଜଣ ନଦୀ କୂଅ କୁ ଗାଧେଇବା କୁ ଯାଇଥଲେ । ଆଉ ଭାଇ ଭଉଣୀ ତିନି ଜଣ ବେଶ ହସି ହସି ନଦୀ ରେ ଗାଧେଇବା ର ମଜା ନେଉଥିଲେ କିନ୍ତୁ କିଏ ଜାଣିଥିଲା କି ସେହି ହସ ଖୁସିରେ ମଧ୍ୟରେ ଆସିଜିବ ଏଡ଼େ ବଡ଼ ଦୁର୍ଭାଗ୍ୟ ବୋଲି । ତେବେ ସେହିପରି ମସ୍ତି କରୁ କରୁ ହଠାତ ନଦୀ ସ୍ରୋତ ରେ ଭାସିଗଲେ ବାପ ଆଗରେ ତିନି ଜଣ ପିଲା । ନିଜ ଜୀବନ କୁ ଖାତିର ନକରି ନଦୀକୁ ଡେଇଁ ପଡିଲେ ବାପା ।


ଜୀବନ ସହ ଖେଳି ଦୁଇ ପିଲା ଙ୍କୁ ତ ଉଦ୍ଧାର କରି ଦେଲେ ,ମାତ୍ର ତୃତୀୟ ପିଲା ଆସନ୍ତୁ ଜାଣିବା ଏହି ହୃଦୟ ବିଦାରକ ଘଟଣା ଟି ବିଷୟରେ । ତେବେ ଏହି ଘଟଣା ଟି ଘଟିଯାଇଛି ନୟାଗଡ଼ ର ନାଗାବଳୀ ନଦୀ ବେଳାଭୂମି ରେ , ଯେଉଁ ଠାରେ ନଦୀ ର ଲହରୀ ରେ ମଜା କରୁଥିବା ଓ ଖେଳୁ ଥିବା ବେଳେ ଜଳ ସ୍ରୋତ ରେ ବାପା ଆଗରେ ଭାସି ଯାଇଥିଲେ ତିନି ଜଣ ପିଲା ।

ତେବେ ବାପା ଜଣଙ୍କ ଟିକିଏ ଅନ୍ୟ ମନସ୍କ ହେବା ର କିଛି କ୍ଷଣ ମଧ୍ୟରେ ମୃତ ତିନି ପିଲା ଙ୍କୁ ଟାଣି ନେଇ ଥିଲା ଜଳର ସ୍ରୋତ ରେ । କିନ୍ତୁ ବାପା ଏହାକୁ ଦେଖି ସଂଗେ ସଂଗେ ନଦୀ କୁ ଡେଇଁ ପଡ଼ିଥିଲେ, ସେ ନିଜ ଜୀବନ କୁ ବାଜିରେ ଲଗାଇ ଦୁଇ ପିଲା ଙ୍କୁ ନଦୀ ରୁ ଉଦ୍ଧାର କରିଥିଲେ । ତେବେ କିନ୍ତୁ ନିଜ ସାନ ନାବାଳକ ପିଲା କୁ ଖୋଜି ପାଇନଥିଲେ । ନଦୀ ଭିତରେ ସେହିପରି ନିଜ ପିଲା କୁ ଖୋଜୁଥିଲେ ବାପା ଜଣଙ୍କ କିନ୍ତୁ ତାକୁ ଆଉ ପାଇଲେ ନାହିଁ ।

ଏହି ଘଟଣା ବିଷୟରେ ଜାଣିବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଁଚି ସାନ ପିଲା କୁ ଖୋଜାଖୋଜି ଆରମ୍ଭ କରିଥିଲା ମାତ୍ର ଦୁଇ ଘଣ୍ଟା ର ତଦନ୍ତ ପରେ ମଧ୍ୟ ସାନ ନାବାଳକ ପିଲା ର କୌଣସି ଖୋଜ ଖବର ନାହିଁ । ତେବେ ଏହି ଘଟଣା ଟିକୁ ନେଇ ଚାରିଆଡେ ବର୍ତ୍ତମାନ ଦୁଃଖର କାୟା ଖେଳି ଯାଇଛି । ଆଉ ହତାସିଆ ବାପା ଜଣଙ୍କ ନିଜ ଭାଗ୍ୟ କୁ ଆଦରି କାନ୍ଦୁଛନ୍ତି । ଯାହାର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ।


ତେବେ ଆପଣ ଜାଣିଥିବେ କି ଏହି କିଛି ସମୟ ହେବ ଗୋଟିଏ ପରେ ଗୋଟିଏ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତୟଆ । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *