ନାଗ ଠାରୁ 4 ଗୁଣ ଅଧିକ ବିଷଧର ଚିତି ବୋଡା (Indian krait) ସାପ, ରୋଷେଇ ଘରେ ଛକି ବସିଥିଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ଅନେକ ସାପ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ରହିଥାଏ ସେଥି ମଧ୍ୟରୁ କେତେକ ଘା-ତ-କ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଚିତି ବୋ-ଡା ବିଷୟରେ କହିବାକୁ ଯାଉଛୁ । ଏହି ସାପଟି ମଣିଷ ଜୀବନ ପାଇଁ ଘା-ତ-କ ହୋଇଥାଏ । ଏହି ସାପରେ ସବୁଠାରୁ ଡେ-ଞ୍ଜ-ର ବି-ଶ ରହିଥାଏ । ଚିତି ସାପ କାରଣରୁ ଅନେକ ଲୋକ ନିଜ ପ୍ରା-ଣ ହରାଇଛନ୍ତି ।

ଏହି ସାପଟି ରାତ୍ରି ସମୟରେ ବାହାରିଥାଏ ଓ ଶି-କା-ର କରିଥାଏ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏହି ସାପର ଏକ ନୂଆ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ସାପଟିକୁ ଏକ ଘରୁ ଉଧାର କରାଯାଇଛି । ଶୋଭାଗ୍ୟ ବଶତଃ ଏହି ସାପଟି କାହାର କ୍ଷତି କରି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘ-ଟ-ଣା-ଟି ଭଦ୍ରକ ଜିଲ୍ଲାରେ ଘ-ଟି-ଛି । ଚିତି ସାପଟି ଏକ ରୋଷେଇ ଘର ଭିତରେ ଲୁଚି ରହିଥିବା ବେଳେ ଘରର କିଛି ସଦସ୍ୟ ତାକୁ ଦେଖିଥିଲେ ଓ ବନ ବିଭାଗକୁ ସାପର ସୂଚନା ଦେଇଥିଲେ । ଏହା ପରେ ଜଣେ ସାପ ଧରାଳି ସେହି ସ୍ଥାନକୁ ଆସି ଥିଲେ । ବହୁତ ସାବଧାନତାର ସହ ସାପ ଧରାଳି ଜଣକ ଏହି ଘା-ତ-କ ସାପଟିକୁ ସେହି ସ୍ଥାନରୁ ଉଧାର କରିଥିଲେ ।

ଏହି ସାପ ପାଇଁ ବହୁତ ଲୋକ ନିଜର ପ୍ରା-ଣ ହରାଇଛନ୍ତି । ଯଦି ଏହି ସାପଟି କୌଣସି ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷର ଦେ-ହା-ନ୍ତ ହେବ । ତେଣୁ ବନ୍ଧୁଗଣ ଆପଣ ମାନେ ବି ନିଜ ଘରକୁ ସଫା ସୁତୁରା ରଖନ୍ତୁ ଓ ଏହି ସବୁ ସାପ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *