ନାଗରାଜ (King Cobra)ର ଏମିତି ଭୟଙ୍କର ରୂପ ଦେଖି ଆପଣଙ୍କ ରାତିର ନିଦ ହଜିଯିବ, ଏମିତି ଭୟଙ୍କର ଗର୍ଜନ ବାପରେ…ବାପ ଆଗରୁ କେବେ ବି ଦେଖି ନଥିବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସାପ ନାମ ଶୁଣିଲେ ମାତ୍ର ହିଁ ଡର ଏବଂ ଭୟ ଅନୁଭବ କରୁଥିବେ । ତେବେ ସାପ ମାନଙ୍କର ବିଭିନ୍ନ ପ୍ରଜାତି ରହିଛି । ସେଥି ମଧ୍ୟରୁ ଗୋଟେ ସାପ ହେଉଛି କିଙ୍ଗ କୋବ୍ରା । କିଙ୍ଗ କୋବ୍ରାକୁ ନାଗ ରାଜ ବୋଲି ମଧ୍ୟ କୁହାଯାଏ । ଏହି ସାପଟି ବହୁତ ଲମ୍ବା ଓ ସବୁଠାରୁ ଅଧିକ ବି-ଷ-ଧର ହୋଇଥାଏ । ଏହି ସାପଟି ମଣିଷ ପାଇଁ ଘା-ତ-କ ହୋଇଥାଏ ।

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପର ଧାର୍ମିକ ମାନ୍ୟତା ରହିଛି । ସାପକୁ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସାପର ପୂଜା ଅର୍ଚ୍ଚନା ମଧ୍ୟ କରାଯାଇ ଥାଏ । ହେଲେ ବର୍ତ୍ତମାନର ସମୟରେ ଲୋକମାନେ ସାପ ଦେଖିଲେ ମା-ରି ଦେଉଛନ୍ତି । ଲୋକମାନେ ସାପକୁ ଭ-ୟ କରି ମା-ରି-ବା ପାଇଁ ବାଧ୍ୟ ହୋଇ ଯାଉଛନ୍ତି । କିନ୍ତୁ ବନ୍ଧୁଗଣ ସାପକୁ ମା-ରି-ବା ଉଚିତ ନୁହେଁ ।

ଯଦି ଆପଣ ନିଜ ଘରର ଆଖ ପାଖରେ ସାପ ଦେଖୁଛନ୍ତି ତା ହେଲେ ଆପଣଙ୍କୁ ବନ ବିଭାଗ ସହ ଯୋଗାଯୋଗ କରିବା ଉଚିତ । ଆପଣ ମାନେ ସମସ୍ତେ ଲୋକପ୍ରିୟ ସାପ ଧରାଳି ଏମ ଡି ଆରିଫ ମିର୍ଜାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏମ ଡି ଆରିଫ ସାପ ମାନଙ୍କୁ ଉଧାର କରି ବଣରେ ଛାଡି ଦିଅନ୍ତି । ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ସେହି ଭିଡିଓରେ ଏମ ଡି ବନ ବିଭାଗ ଅଧିକାରୀ ଙ୍କ ସହ ମିଶି ଏକ କିଙ୍ଗ କୋବ୍ରା ସାପକୁ ଉଧାର କରି ଜଙ୍ଗଲରେ ଛାଡିବା ପାଇଁ ଯାଉଛନ୍ତି ।

ବନ୍ଧୁଗଣ କିଙ୍ଗ କୋବ୍ରା ସାପଟି ବହୁତ ଲମ୍ବା ଓ ଭୟଙ୍କର ଦେଖା ଯାଉଛି । ଭିଡିଓରେ ଏମ ଡି କୋବ୍ରାକୁ ଜଙ୍ଗଲରେ ଛାଡିବା ପରେ କୋବ୍ରା ନିଜର କ୍ରୋ-ଧ ଦେଖାଇ ଥିଲା । କୋବ୍ରା ନିଜ ଫ-ଣା ଟେକି ବହୁତ ସମୟ ପର୍ଯ୍ୟନ୍ତ ଏମ ଡି ଙ୍କୁ ଚାହିଁ ରହିଥିଲା । ତେବେ ଯେତେବେଳେ ତାଙ୍କୁ ଧରିବା ପାଇଁ ଚେଷ୍ଟା କରା ଯାଉଥିଲା ସେତେବେଳେ ଓଲଟା ଆ-କ୍ର-ମଣ ମଧ୍ୟ କରୁଥିଲା । ଏଗ ସହ ସିଧା ପାଖକୁ ଆସି ଯାଉଥିଲା ଏବଂ ଗ-ର୍ଜ-ନ କରୁଥିଲା ।

ତେବେ କିଙ୍ଗ କୋବ୍ରା କା-ମୁ-ଡି-ବା ପରେ ଆପଣ କେବଳ ଦଶ ମିନିଟ ରେ ହିଁ ଉପରକୁ ପଳେଇବେ । ତେବେ ଶେଷ ରେ କୋବ୍ରା ଟି ନିଜ ଘରକୁ ଅର୍ଥାତ ଜଂଗଲ କୁ ଫେରି ଯାଇଥିଲା । ତେବେ ଶେଷ ରେ ଆରିଫ ଏହା କହିଥିଲେ କି ତାଙ୍କର ଏଭଳି ଭିଡିଓ ବନେଇବାର କୌଣସି ଇଚ୍ଛା କିମ୍ବା ସଉକ ନୁହେଁ ସେ କେବଳ ଲୋକ ମାନଙ୍କ ମନ ରୁ ଅନ୍ଧ ବିଶ୍ୱାସ ଦୁର କରିବା ପାଇଁ ସାପ କା-ମୁ-ଡ଼ି-ଲେ ଗୁ-ଣି ଗା-ରେ-ଡି ପାଖକୁ ନଯାଇ ଡାକ୍ତର ପାଖକୁ ଯିବା ଉଚିତ ଏହା ହିଁ ଲୋକ ମାନଂକୁ ସଚେତନ କରେଇବା ତାଙ୍କର ଲକ୍ଷ ।

ଏହା ସହ ସେ କହିଲେ କି ଯେତେବେଳେ ତାଙ୍କ ଭିଡିଓ ଦେଖି ଲୋକମାନେ ବି-ଷ-ଧ-ର ଏବଂ କେଉଁ ସାପ ବି-ଷ-ଧ-ର ନୁହେଁ ତାହା ଜାଣି ପାରିବେ ଏବଂ ଲୋକମାନେ ଭିଡିଓ ଦେଖି ଅନ୍ଧ ବିଶ୍ୱାସ ରେ ନ ଫ-ସି ସିଧାସଳଖ ଡାକ୍ତର ଙ୍କ ପାଖକୁ ଯାଉଛନ୍ତି ଏବଂ ଚିକିତ୍ସିତ ହୋଇ ଭଲ ହୋଇ ଯାଉଛନ୍ତି ଏହା ହିଁ ତାଙ୍କ ପାଇଁ ବହୁତ ବଡ଼ କଥା । ତେବେ ଆଶା କରୁଛି ଏହି ଖବର ଟି ଆପଣଙ୍କୁ ପସନ୍ଦ ଆସିଥିବ ତେବେ ଆମକୁ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *