ନାଗରାଜ, ସଂସାରର ସବୁଠୁ ଲମ୍ବା ବିଷଧର ସାପ, ଏକା ଥରେ ନେଇପାରେ ଟି ହାତୀଙ୍କ ଜୀବନ, ପୁରା Video ଦେଖିଲେ ଆପଣଙ୍କ ନିଦ ହଜିଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଅର୍ଥାତ ଏହି ନୂତନ ଯୁଗ ରେ ଯେଉଁଠି ଲୋକମାନେ ଚାନ୍ଦ ରେ ପହଂଚି ଗଲେଣି ସେଠାରେ ଆଜି ମଧ୍ୟ ଲୋକ ମାନଙ୍କ ମନରେ ରେ ଅନ୍ଧ ବିଶ୍ୱାସ ଭରି ରହିଛି । ସେମାନେ ସାପ କା-ମୁ-ଡ଼ି-ଲେ ଡାକ୍ତର ପାଖକୁ ନ ଯାଇ ଝ-ଡ଼ ଫୁ-ଙ୍କା କରିବାକୁ ଯାଇ ଥାଆନ୍ତି । କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।


ଅ-ନ୍ଧ-ବିଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖତର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଯଦି ସାପ ଆପଣଙ୍କ ଘରେ ଦେଖା ଦିଏ ତେବେ ତା ଉପରେ କେବେବି ଫିନାଇଲ ପକେଇବେ ନାହିଁ ବରଂ କିଛି ରସୁଣ କୁ ବାଟି ତା ପାଖରେ ରଖିଦେଲେ ସେ ମ-ରି-ବ ନାହିଁ କିମ୍ବା ରା-ଗି-ବ ମଧ୍ୟ ନାହିଁ ଏବଂ ଚୁପଚାପ ପଳେଇବ ମଧ୍ୟ ।

ତେବେ ବର୍ତ୍ତମାନ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ଲୋକମାନେ ତେବେ ଏହା ଯୋଗୁଁ ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେ ବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ଏହି ଭଳି ଏକ ଘ-ଟ-ଣା ଘଟିଛି ଓଡିଶା ଭଦ୍ରକ ଜିଲ୍ଲା ର ଏକ ଗାଁ ରେ ଜଣଙ୍କ ଘର ପାଖରେ ଏକ ବି-ଷ-ଧ-ର ସାପ ଯାହାକୁ କିଙ୍ଗ କୋବ୍ରା କୁହାଯାଏ । ତେବେ ଏହା ପରେ ସେମାନେ ସାପ ଉଧାର କରୁଥିବା ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକି ଥିଲେ ।


ସେ ଘ-ଟ-ଣା ସ୍ଥଳରେ ପହଞ୍ଚି ସେହି କିଙ୍ଗ କୋବ୍ରା କୁ ଉଦ୍ଧାର କରିଥିଲେ । ତେବେ ତାଙ୍କ କହିବା କଥା କି ଏହି ସାପ ବହୁତ ବି-ଷ-ଧ-ର ଏବଂ ଯଦି ଏହା ମଣିଷ କୁ କା-ମୁ-ଡ଼ି ଦିଏ ତେବେ ତିନି ମିନିଟ ରେ ସେ ମନୁଷ୍ୟ ର ମୃ-ତ୍ୟୁ ହୋଇଯିବ ଏହା ସହ ଏହା ଭିତରେ ନି-କୋ-ଟି-କ୍ସ ବି-ଷ ଥାଏ ଏବଂ ଏ ଚାହିଁଲେ ଚାରି ଟି ହାତୀ କୁ ମଧ୍ୟ ମା-ରି-ଦେ-ଇ ପାରେ ।

ତେବେ ତାକୁ ସାବଧାନ ର ସହିତ ଉ-ଦ୍ଧା-ର କରି ଜଂଗଲ ରେ ଛାଡି ଦେଇଥିଲେ । ତେବେ ଆପଣଙ୍କ ଘରେ ଯଦି ଏଭଳି କିଛି ଘ-ଟ-ଣା ହୁଏ ତେବେ ଆପଣ କେବେବି ନିଜେ କିଛି ନ କରି ସାପ ଉଦ୍ଧା-ର କରୁଥିବା ବ୍ୟକ୍ତିଙ୍କୁ ଡାକନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ

Leave a Reply

Your email address will not be published. Required fields are marked *