Rayagada ନାଗାବଳୀ ରେ ସେଲଫି ନେଉ ନେଉ ହଠାତ ନିଖୋଜ ହେଇଗଲେ ଯୁବକ, ପତ୍ତା ମିଳୁନି, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ସେଲଫି ନେବା ପାଇଁ ପସନ୍ଦ କରୁଛନ୍ତି । ହେଲେ ଜଣେ ଯୁବକଙ୍କ ପାଇଁ ସେଲଫି କା-ଳ ହୋଇଯାଇଛି । ରାୟଗଡାରେ ନା-ଗା-ବ-ଳୀ ନଦୀ ଝୁଲା ପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନି-ଖୋ-ଜ ହୋଇଯାଇଛନ୍ତି । ନି-ଖୋ-ଜ ଯୁବକଙ୍କ ନାମ ହେଉଛି ବିଲାଲ ଅଂଶାରି । ସେ ଉତ୍ତର ପ୍ରଦେଶ ସାମିଳି ଜିଲ୍ଲାର ଝିଞ୍ଜାନା ଗାଁର ବାସିନ୍ଧା ଅଟନ୍ତି ।

ସେ ରାୟଗଡାରେ ରହି ଫେରି ବାଲା ଭଳି ଜିନିଷ ପତ୍ର ବିକ୍ରି କରୁଥିଲେ । ଗତ ରବିବାର ବିଲାଲ ନିଜ ସାଙ୍ଗ ମାନଙ୍କ ସହ ନାଗାପାଳି ଝୁଲା ପୋଲ ନିକଟକୁ ବୁଲିବା ପାଇଁ ଯାଇଥିଲେ । ପାଣି ଭିତରକୁ ଯାଇ ସେଲଫି ନେବା ବେଳେ ବିଲାଲ କୌଣସି କାରଣରୁ ପାଣି ଭିତରକୁ ଖସି ପଡିଥିଲେ ଏବଂ ନି-ଖୋ-ଜ ହୋଇଯାଇଥିଲେ । ଏନେଇ ତାଙ୍କ ସହଯୋଗୀ ମାନେ ରା-ୟଗଡା ଥାନାରେ ଏ-ତ-ଲା ଦେବା ପରେ ଆଜି ଅ-ଗ୍ନି ସମ ବାହିନୀ ଖୋଜା ଖୋଜି କରୁଛନ୍ତି ।

ତେବେ ନି-ଖୋ-ଜ ଯୁବକଙ୍କ ସ-ନ୍ଧା-ନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ବନ୍ଧୁଗଣ ସୂଚନା ମୁତାବକ ନା-ଗା-ବ-ଳୀ ଝୁଲା ପୋଲ ଗତ କିଛି ବର୍ଷ ହେବ ଏକ ଡେ-ଥ- ପ-ଏ-ଣ୍ଟ ପା-ଲ-ଟି ଯାଇଛି । କାରଣ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବା ପାଇଁ ଆସନ୍ତି । ନଦୀ ଭିତରେ ଗାଧୋଇବା ବେଳେ ବା ସେଲଫି ନେବା ବେଳେ ସେମାନଙ୍କ ସହ ଦୁ-ର୍ଘ-ଟ-ଣା ହୋଇଯାଏ । ବାଗବଳୀର ପ୍ରଖର ଜ-ଳ ସ୍ରୋ-ତ-ରେ ବିଲାଲ ଭା-ସି ଯାଇଥିବାର ସ-ନ୍ଦେ-ହ କରାଯାଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ସ-ନ୍ଧା-ନ ମିଳି ନାହିଁ ।

ନାଗାବଳୀ ଅଞ୍ଚଳରେ ଯେଉଁ ଝୁଲା ପୋଲ ଅଛି ତାହା ବି-ପ-ଦ ଜ-ନ-କ ଅବସ୍ତାରେ ଅଛି । ସେହି ସ୍ଥାନକୁ ପର୍ଯ୍ୟଟକ ମାନେ ବୁଲିବାକୁ ଯାଉଛନ୍ତି । ଯଦି କିଛି ଅ-ଘ–ଟ-ଣ ସେହି ସ୍ଥାନରେ ଘ-ଟୁ-ଛି ତା ହେଲେ ତାକୁ ମଧ୍ୟ ରୋ-କି-ବା ପାଇଁ ସେହି ସ୍ଥାନରେ କୌଣସି ଅଧିକାରୀ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *