ଦେଖୁ ଦେଖୁ ନଦୀରେ ଭାସିଗଲା ଘର…ଦେଖନ୍ତୁ ଏହି ଭାଇରାଲ Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଦେଖୁ ଦେଖୁ ନଦୀରେ ମିଶି ଗଲା ଘର ।

କ୍ୟାମେରାରେ କଏଦ ହେଲା ଏହି ଘଟଣାର ଭିଡିଓ । ଉତ୍ତରାଖଣ୍ଡର ପୌଥରା ଗଡର ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଭୟଙ୍କର ପରିସ୍ଥିତି ହୋଇଛି । ତେବେ ସୂଚନା ମୁତାବକ ପ୍ରବଳ ବର୍ଷାର ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ମଧ୍ୟ ହୋଇଛି । ପ୍ରବଳ ବର୍ଷା ପରେ ନଦୀ ମାନଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ଧାରଚୂଲରେ ପ୍ରବଳ ବର୍ଷା ହେତୁ କାଳୀ ନଦୀର ପ୍ରଭାବ ପଡିଛି । ଏହି ବର୍ଷା ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ତେବେ ପ୍ରବଳ ବର୍ଷା ଯୋଗୁଁ 37 ଘର ଧ୍ଵଂସ ହୋଇଛି । ଏହାରି ମଧ୍ୟରେ କାଳୀ ନଦୀରେ ବନ୍ୟା ଆସିବା ପରେ ଏକ ଘର ଭାଙ୍ଗି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି । ଘର ଧ୍ଵଂସ ହେବାର ସଂପୂର୍ଣ୍ଣ ଚିତ୍ର କ୍ୟାମେରାରେ କଏଦ ହୋଇଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି । ଆଉ ନଦୀରେ ସୁଅ ଏତେ ଅଧିକ ଅଛି ଯେ ତାସ ଭଳି ଖସି ନଦୀ ପାଣି ରେ ମିଶି ଯାଇଛି ଘର ।

ତେବେ ଭଲ କରି ଦେଖି ନିଅନ୍ତୁ ଏହି ଭିଡିଓ ଟିକୁ । ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି ଆଉ ଅନେକ ଲୋକ ଏହି ଭିଡିଓକୁ ନେଇ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *