1982 ମସିହାରେ ଆସିଥିବା ଫିଲ୍ମ ନଦୀଆ କି ପାର ବହୁତ ପୁରୁଣା ହେଇଯାଇଛି ସତ କିନ୍ତୁ ଏହାର କଳାକାର ଆଜି ବି ଲୋକମାନଙ୍କ ମନରେ ବଞ୍ଚି କି ଅଛନ୍ତି । ନଦୀଆ କି ପାର ର ସବୁ କଳାକାରମାନେ ଏହି ଫିଲ୍ମ ରେ ଭଲ ଅଭିନୟ କରି ଲୋକଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଯେଉଁଥିପାଇଁ ଏହି ଫିଲ୍ମ ର ପ୍ରଶଂସକ ମାନେ ଆଜି ମଧ୍ୟ ସେମାନଙ୍କୁ ମନେ ରଖିଛନ୍ତି। ନଦୀଆ କି ପାର ର ଫିଲ୍ମ ବହୁତ ହିଟ ହୋଇଥିଲା। ଯାହା ଦ୍ୱାରା ବହୁ କଳାକାରଙ୍କ କ୍ୟାରିୟର ତିଆରି ହୋଇଯାଇଥିଲା ।
ଫିଲ୍ମ ନଦୀଆ କି ପାର ରେ ଗୁଞ୍ଜାର ରୋଲ କରିଥିବା ଅଭିନେତ୍ରୀ ସମସ୍ତଙ୍କର ମନେ ରହିଛନ୍ତି । ଗୁଞ୍ଜାର ଅଭିନୟ କରିଥିବା ଅଭିନେତ୍ରୀ ହେଲେ ସାଧନା ସିଂହ । ସାଧନା ସିଂହ ୟୁ ପି ର ବାସିନ୍ଦା ଅଟନ୍ତି ଯାହାକି ତାଙ୍କୁ ଅସଲି ପରିଚୟ ନଦୀଆ କି ପାର ଫିଲ୍ମ ର ଗୁଞ୍ଜାର ଅଭିନୟ ପରେ ମିଳିଥିଲା । ଗୁଞ୍ଜାର ଅଭିନୟ ପରେ ସାଧନା ସିଂହ ଲାଇମ ଲାଇଟ୍ ଦୁନିଆ ରୁ ଦୁରେଇ ଯାଇଥିଲେ ।
କୁହଯାଏ ଯେ ଫିଲ୍ମ ନଦୀଆ କି ପାର ର ସୁଟିଂ ୟୁପି ର ଜୋନ ପୁର୍ ର ଏକ ଗାଁ ରେ ହୋଇଥିଲା । ଯାହାଦ୍ୱାରା ଲୋକମାନେ ଗୁଞ୍ଜାଙ୍କର ବହୁତ ନିକଟତ୍ତର ହୋଇଯାଇଥିଲେ ଓ ଯେତେବେଳ ସୁଟିଂ ଶେଷ ହୋଇଗଲା ଓ ସାଧନା ସିଂହ ଯିବାକୁ ଲାଗିଲେ ସେଠାରେ ଥିବା ସବୁ ଲୋକମାନେ କାନ୍ଦିବାକୁ ଲାଗିଥିଲେ। କୁହଯାଏ ଯେ ଗାଁ ଲୋକମାନେ ଓ ସାଧନା ସିଂହ ଙ୍କ ଭିତରେ ଗୋଟିଏ ଖାସ ସମ୍ପର୍କ ଗଢି ଉଠିଥିଲା ସେଥିପାଇଁ ସେମାନେ ଗୁଞ୍ଜାକୁ ଯିବାକୁ ଦେଉ ନ ଥିଲେ।
ବହୁତ ଶୀଘ୍ର ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ ଗୁଞ୍ଜା
ଫିଲ୍ମ ନଦୀଆ କି ପାର ର ଅଭିନୟ ରେ ଗୁଞ୍ଜା ସମସ୍ତଙ୍କ ମନ ଜିତି ପାରିଥିଲେ। ସେତିକି ନୁହେଁ ସେ ସମୟରେ ଗାଁ ର ଲୋକେ ତାଙ୍କ ଝିଅ ର ନାଁ ମଧ୍ୟ ଗୁଞ୍ଜା ରଖୁଥିଲେ। ଏହାର ମାନେ କି ଗୁଞ୍ଜାର ଅଭିନୟ କରି ସାଧନା ସିଂହ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ । 1982 ମସିହାରେ ଜନ୍ମ ନେଇଥିବା ଝିଅ ମାନଙ୍କ ନାଁ ଗୁଞ୍ଜା ରଖାଯାଇଛି । କାହିଁକି ନା ଗୁଞ୍ଜା ସମସ୍ତଙ୍କ ପାଇଁ ରୋଲ ମଡ଼େଲ ହେଇ କି ବାହାରି ଥିଲେ ।
ଗୁଞ୍ଜା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ସାଧନା ସିଂହ ଅନେକ ଫିଲ୍ମ କରି ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇଥିଲେ। ଶ୍ୱଶୁରାଲ 1984 ମସିହା, ପିୟା ମିଲନ 1985 ମସିହା, ପାପୀ ସଂସାର 1985 ମସିହା, ଫଳକ 1988 ମସିହା ରେ ରିଲିଜ ହୋଇଥିଲା ।
ଯାହା ଭିତରୁ ନଦୀଆ କି ପାର ରୁ ବହୁତ ପ୍ରସଂଶା ମିଳିଥିଲା । ଫିଲ୍ମ ଜଗତରୁ ଦୁରେଇ ଯିବା ପରେ ସାଧନା ସିଂହ କହିଥିଲେ କି ତାଙ୍କୁ ତାଙ୍କ ମନ ମୁତାବକ କାମ ମିଳି ନ ଥିଲା । ଯାହା ଫଳରେ ସେ ତାଙ୍କ ଘର ସଂସାର ରେ ସମୟ ଅତିବାହିତ କରିଥିଲେ।
ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ