ପଳାଅ..ପଳାଅ.. ଭାଙ୍ଗିଲା ନଦୀ ବନ୍ଧ…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ବନ୍ୟା ପାଣିରେ ଭାସିଗଲା କାର ଆଉ କାରରେ ଥିଲେ ଚାରି ଜଣ ।

ତେବେ ଅଳ୍ପକେ ବର୍ତ୍ତୀ ଯାଇଛି ଏ ଚାରି ଜଣଙ୍କ ଜୀବନ । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାରି ମଧ୍ୟରେ ଯାଜପୁର କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଯାଜପୁର କାନ୍ଦି ନଦୀରେ ଥିବା ନଦୀ ବନ୍ଧ ଭାଙ୍ଗୁ ଥିବାର ନଜର ଆସୁଛି ।

ବନ୍ଧୁଗଣ ପାଣିର ପ୍ରଭାବ ଏତେ ବଢି ଯାଇଛି ଯେ, ନଦୀ ବନ୍ଧ ଧୀରେ ଧୀରେ ଭାଙ୍ଗୁଛି । ଘଟଣା ସ୍ଥଳରେ କିଛି ଲୋକ ନଦୀ ବନ୍ଧ ଭାଙ୍ଗିବା ନେଇ ଚିତ୍କାର କରୁଛନ୍ତି । ଏଭଳି ଭୟଙ୍କର ଘଟଣା ଦେଖିଲେ ଯିଏ ନାହିଁ ସିଏ ସ୍ତବ୍ଦ ହୋଇଯିବେ । ତେବେ ବନ୍ଧୁଗଣ ହୀରାକୁଦ ଗେଟ ଖୋଲିବା ପରେ କେବଳ ଯାଜପୁର ନୁହେଁ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ଛତିଶଗଡ ସରକାରଙ୍କର ଏବେ ନିଦ ଭାଙ୍ଗିଛି ।

ବନ୍ୟା ଜଳ ସଂରକ୍ଷଣ କରିବା ଲାଳସାରେ ସେ ନିଜେ ହଇରାଣ ହୋଇଛନ୍ତି ଆଉ ଓଡିଶାକୁ ବି ହଇରାଣ କରିଛନ୍ତି । ଛତିଶଗଡ ଯେଉଁ ପରିମାଣରେ ବନ୍ୟା ପାଣି ଓଡିଶାକୁ ଛାଡୁଛି ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଏବେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *