ଏମିତି ବି ଆସେ ମୃତ୍ୟୁ ! ନାଚୁ ନାଚୁ ଚାଲିଗଲା ଜୀବନ, ଦେଖନ୍ତୁ ଏହି ଭାଇରାଲ Video 

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଯେତେବେଳେ କୌଣସି ବି ମଣିଷ ଅଧିକ ଖୁସି ହୋଇଯାଏ ସେତେବେଳେ ସେ ଡ୍ୟାନ୍ସ କରେ ।

ହେଲେ ଡ୍ୟାନ୍ସ କରିବା ସମୟରେ ଯଦି କାହାର ପ୍ରାଣ ଚାଲିଯାଏ ତା ହେଲେ ଏହା ବିଷୟରେ ବୋଧେ କେହି ବିଶ୍ଵାସ ନ କରି ପାରନ୍ତି । ହେଲେ ବନ୍ଧୁଗଣ ବିଶ୍ଵାସ ନ ହେଲେ ବି ଏହା ସତ କାରଣ ଏଭଳି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଭାଇରାଲ ହେଉଥିବା ଭିଡିଓରେ ଏକ ବିବାହ ଫଙ୍କସନ ଚାଲିଛି ଆଉ ବିବାହ ଫଙ୍କସନରେ କିଛି ଲୋକ ଅତି ଆନନ୍ଦ ଉଲାସର ସହ ଡ୍ୟାନ୍ସ କରୁଛନ୍ତି ।

କିଛି ମହିଳା ଓ ଜଣେ ବୟସ୍କ ବ୍ୟକ୍ତି ଏହି ବିବାହରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବ୍ୟକ୍ତି ଜଣକ ମସ୍ତି ମୁଡରେ ରାଜେସ ଖାନାଙ୍କ ଗୀତ ‘ବଦନ ପେ ସିତାରେ ଲପେଟେ ହୁଏ’ ଗୀତରେ ନାଚୁ ଛନ୍ତି । କିଛି ସମୟ ନାଚିବା ପରେ ହଠାତ ବ୍ୟକ୍ତି ଜଣକ ହୃଦଘାତର ଶିକାର ହୋଇ ତଳେ ବସି ଯାଉଛନ୍ତି । କିଛି ସେକେଣ୍ଡ ପରେ ବ୍ୟକ୍ତି ଜଣକ ତଳେ ପଡି ପ୍ରାଣ ହାରି ଦେଉଛନ୍ତି ।

ସୂଚନା ମୁତାବକ ଏହି ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହୋଇଥିବାର ଜଣା ପଡିଛି । ବନ୍ଧୁଗଣ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଏହି ଭିଡିଓ ଦେଖି ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *