9 ବର୍ଷ ର ଝିଅକୁ ନେଇ ବାପା 55 ବର୍ଷୀୟ ଲୋକଟିକୁ ବିକିଦେଲା, କହିଲା- ‘ଇଏ ଏବେ ତୋ ସ୍ତ୍ରୀ, ମାରିବୁନି, ୟାକୁ ନେଇ…ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆଫଗାନିସ୍ତାନ ଉପରେ ତାଲିବାନ ଆ-କ୍ର-ମ-ଣ ପରେ ଏ ପର୍ଯ୍ୟନ୍ତ ଅନେକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଓ ଖବର ସାମ୍ନାକୁ ଆସି ସାରିଛି । ଗତ କିଛି ସମୟ ହେବ ଏକ ହୋ-ସ ଉ-ଡେ-ଇ ଦେଲା ଭଳି ଘ-ଟ-ଣା ସାମ୍ନାକୁ ଆସିଛି ଓ ଏହି ଘ-ଟ-ଣାକୁ ନେଇ ସବୁ ଆଡେ ଚର୍ଚା ହେଉଛି । ଆଫଗାନିସ୍ତାନର ଜଣେ ବାପା ନିଜ ୯ ବର୍ଷର ଝିଅକୁ ଏକ ୫୫ ବର୍ଷୀୟ ଲୋକକୁ ଦେଇ ଦେଇଛି । ନିଜ ପରିବାରର ପେ-ଟ ଓ ନିଜକୁ ଜି-ଅ-ନ୍ତା ରଖିବା ପାଇଁ ତାକୁ ଏମିତି କରିବାକୁ ପଡିଛି ।

CNNର ଏକ ରିପୋର୍ଟ ଅନୁସାରେ ୯ ବର୍ଷର ଝିଅକୁ ବି-କି-ଥି-ବା ଲୋକର ନାମ ହେଉଛି ଅ-ବ-ଦୁଲ ମଲିକ । ସେ ନିଜର ଦ୍ଵିତୀୟ ଝିଅ ପରବାନା ମଲିକକୁ ଏକ ୫୫ ବର୍ଷୀୟ ଲୋକ ହାତରେ ବି-କି ଦେଇଛି । ଯେତେବେଳେ ତାକୁ ଏମିତି କାମ କରିବାର କାରଣ ପଚରା ଗଲା ସେତେବେଳେ ସେ କହିଲା, ତା ପରିବାର ପାଖରେ ଟଙ୍କା ନାହିଁ ଓ ଛୁଆକୁ ବି-କି-ବା ଛ-ଡା ତା ପାଖରେ ଆଉ କିଛି ରାସ୍ତା ନଥିଲା ।

ଝିଅକୁ ବି-କି-ବା ଦ୍ଵାରା ସେ ଆଗାମୀ ସମୟରେ ନିଜ ଜୀବିକା କରିପାରି ଥାନ୍ତା । ତେଣୁ ସେ ମଜବୁର ହୋଇ ନିଜ ଝିଅକୁ ବି-କି ଦେଇଛି । ଅବଦୁଲ ମଲିକଙ୍କ ପରିବାରରେ ୮ ଜଣ ସଦସ୍ୟ ଅଛନ୍ତି । ସମସ୍ତେ ରାହତ ଶିବିରରେ ରହି ଏଣେ ତେଣେ ଜୀବନ କା-ଟୁ-ଛ-ନ୍ତି । ୯ ବର୍ଷର ପରବାନାଙ୍କ ବ୍ୟତୀତ ପରିବାର ନିଜ ୧୨ ବର୍ଷର ଝିଅକୁ ମଧ୍ୟ ଏହିପରି ବି-କି ଦେଇଥିଲେ । ସେତେବେଳେ ବି ଝିଅକୁ ବି-କି-ବାର କାରଣ ପରିବାରର ପେ-ଟ ଥିଲା ।

ଯେତେବେଳେ ତାଙ୍କୁ ପୁଣି ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା ସେତେବେଳେ ସେ ନିଜ ଦ୍ଵିତୀୟ ଝିଅକୁ ବି-କି-ବା ପାଇଁ ବାଧ୍ୟ ହୋଇଗଲେ । ରିପୋର୍ଟ ମୁତାବକ ଅବଦୁଲଙ୍କୁ ତାଙ୍କ ୯ ବର୍ଷର ଝିଅକୁ ବି-କି-ବା ପାଇଁ ବାଧ୍ୟ କର ଯାଇଥିଲା । ସେ ଏକ ୫୫ ବର୍ଷୀୟ ଲୋକକୁ ତାଙ୍କ ଝିଅ ଦେଇଦେଲେ ଯାହା ବଦଳରେ ତାଙ୍କୁ କିଛି ଟଙ୍କା ଦିଆଯାଇଛି । ନିଜ ଝିଅକୁ ବି-କି-ବା ପରେ ସେ ବହୁତ କା-ନ୍ଦି ଥିଲେ ।

ଅବଦୁଲ ନିଜ ଝିଅକୁ ବିକି ସେ ୫୫ ବର୍ଷୀୟ ଲୋକକୁ କହିଥିଲେ- ‘ଏ ଏବେ ତମର ସ୍ତ୍ରୀ, ଦୟାକରି ତମେ ମୋ ଝିଅର ଧ୍ୟାନ ରଖିବ ଏବେ ମୋ ଝିଅ ତମର ଦାୟିତ୍ଵରେ, ମୋ ଝିଅକୁ ମା-ରି-ବ ନାହିଁ’ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଚର୍ଚା ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *