ସାବଧାନ ବାଇକ ଚାଳକ ! ଗାଡି ଧରିଲେ ଗଣିବେ 25 ହଜାର ତଣ୍ଡ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୮ ବର୍ଷ  ବୟସରୁ କମ୍ ବୟସର ବାଇକ ଚାଳକ ଗାଡି ଚଳାଇବା ପଡିଲା ମହଙ୍ଗା ! ଧରା ପଡିଲେ ଗଣିବେ ୨୫ ହଜାର ଟଙ୍କା ! ତେବେ ତେବେ ଆଜି କଟକ, ଭୁବନେଶ୍ବର ସମେତ ବହୁ ଗୁଡିଏ ଏରିଆରେ କଡାକଡି ଭାବେ ପୋଲିସ ମାନେ ଗାଡି ଚେକିଙ୍ଗ କରୁଛନ୍ତି । ସହରର ପ୍ରତ୍ଯେକଟି ଗଳି କନ୍ଦି ରାସ୍ତାର ଛକ ଛକ ଜାଗା ମାନଙ୍କରେ କଡାକଡି ଭାବରେ ଟ୍ରାଫିକ ଚେକିଙ୍ଗ କରାଯାଉଛି । ତେବେ ଯେଉଁ ମାନଙ୍କୁ ୧୮ ବର୍ଷ ହୋଇନାହିଁ ।

ଅର୍ଥାତ ଯେଉଁ ନାବାଳକ କିମ୍ବା ନାବାଳିକା ମାନେ ୧୮ ବର୍ଷ ନହୋଇ ସୁଦ୍ଧା ଗାଡି ଚଳଉଛନ୍ତି । ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଇ ମଧ୍ୟ ବାପା, ମାଆଙ୍କ ଗାଡିକୁ ନିଜ ମନ ମୁତାବକ ରାସ୍ତାରେ ଚଳାଇ ଯାତାୟାତ କରୁଛନ୍ତି । ସେମାନଙ୍କ ଉପରେ ଆଜି ସ୍ଥାନେ ସ୍ଥାନେ ଆଜି ପୋଲିସ ନଜର ରଖି ଚେକିଙ୍ଗ କାର୍ଯ୍ୟ ଜାରୀ ରକ୍ଷାଯାଉଥିଲା । ତେବେ ସୂଚନା ମୁତାବିକ ଯେଉଁ ମାନେ ୧୮ ବର୍ଷ ବୟସରୁ କମ୍ ଅଛନ୍ତି ।

ଅର୍ଥାତ ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ନାହିଁ । ସେମାନେ ରାସ୍ତା ଉପରେ ଗାଡି ଚଳାଇବେ ନାହିଁ । ଯଦିଓ ସେମାନେ ଏହି ନିୟମର ଅବମାନନା କରି ଗାଡି ଚଳାଇଲେ । ତେବେ ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଫାଇନ ଗଣିବାକୁ ପଡିବ । ଏହା ସହ ସେମାନଙ୍କର ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ହୋଇପାରିବ ନାହିଁ ।

ତେବେ ପରିବହନ ସରକାରଙ୍କ ତରଫରୁ ଏପରି କିଛି କଡା ନିୟମ ନାବାଳକ, ନାବାଳିକା ଅର୍ଥାତ ୧୮ ବର୍ଷ ବୟସରୁ କମ୍ ବୟସର ପିଲା ମାନଙ୍କ ପାଇଁ କରାଯାଇଛି । ଯେଉଁ ମାନେ ଏପରି ଭୁଲ କରି ରାସ୍ତାରେ ଗାଡି ଚଲାଉଥିବାର ରାସ୍ତାରେ ପୋଲିସର ନଜରରେ ପଡିଲା । ତେବେ ସେମାନଙ୍କର ସଂପୂର୍ଣ୍ଣ ବିବରଣୀ ସାରଥି ଡାଟା ବେସରେ ଅପଲୋଡ କରି ରଖାଜୀବ ।

ଯାହା ଦ୍ଵାରା ଦୀର୍ଘ ୨୫ ବର୍ଷ ସେମଣେ ଆଉ ଲାଇସେନ୍ସ ନିଜର କରିପାରିବେ ନାହିଁ । ଯଦି ମାନିବା ଟ୍ରାଫିକର ସମସ୍ତ ନିୟମ ! ତେବେ ସୁରକ୍ଷିତ ରହିବ ସମସ୍ତଙ୍କର ଧନ ଓ ଜୀବନ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଅଧିକରୁ ଅଧିକ ପୋଷ୍ଟ ପଢିବା ନିମନ୍ତେ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *