ନାବାଳିକା ଅବସ୍ଥାରେ ହିଁ ମା’ ହୋଇ ଯାଇଥିଲେ Bollywood ର ଏହି ଅଭିନେତ୍ରୀମାନେ, ନମ୍ବର 2 ଙ୍କ ବୟସ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ବଶତଃ ସବୁବେଳେ ଚର୍ଚାରେ ରହିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ କମ ବର୍ଷ ବୟସ ତଥା ନାବାଳିକ ଥିବା ସମୟରେ ମା ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଭାଗ୍ୟଶ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଭାଗ୍ୟଶ୍ରୀ । ଭାଗ୍ୟଶ୍ରୀ ୯୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ବଲିଉଡର ଦିଗଜ ଅଭିନେତା ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହିତ ଅଭିନୟ କରିଛନ୍ତି । ଭାଗ୍ୟଶ୍ରୀଙ୍କର ପ୍ରଥମ ଫିଲ୍ମ ଥିଲା ‘ମେନେ ପ୍ୟାର କିଆ’ ।

ସେହି ସମୟରେ ଭାଗ୍ୟଶ୍ରୀ କେବଳ ୧୭ ବର୍ଷ ବୟସର ଥିଲେ । ଭାଗ୍ୟଶ୍ରୀ ୧୯୯୦ ମସିହାରେ ହିମାଳୟ ଦଶାନୀଙ୍କ ସହ ବିବାହ କରିଥିଲେ । କେବଳ ୧୭ ବର୍ଷ ବୟସର ସେ ଏକ ପିଲା ଜନ୍ମ କରିଥିଲେ ବର୍ତ୍ତମାନ ସେ ଦୁଇଟି ପିଲା ର ମା ଅଟନ୍ତି । ତାଙ୍କ ପୁଅର ନାମ ହେଉଛି ଅଭିମନ୍ୟୁ ଓ ଝିଅର ନାମ ହେଉଛି ଅବନ୍ତିକା । ଭାଗ୍ୟଶ୍ରୀ ବିବାହ କରିବା ପୂର୍ବରୁ ପ୍ରେଗନେଣ୍ଟ ହୋଇଯାଇଥିଲେ ।


ଉର୍ବଶୀ ଢୋଲକିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ଢୋଲକିଆ । ଏହି ଅଭିନେତ୍ରୀ ଜଣକ ଟିଭି ସିରିଏଲ ‘କସୋଟୀ ଜିନ୍ଦେଗିକି’ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ଟିଭିରେ ସେ ଅଧିକାଂଶ ନେଗେଟିଭ ଭୂମିକା ପଦର୍ଶନ କରିଛନ୍ତି । କେବଳ ଏତିକି ନୁହେଁ ଉର୍ବଶୀ ‘ବିଗବସ ୬’ର ବିଜେତା ମଧ୍ୟ ହୋଇଛନ୍ତି ।

ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କେବଳ ୧୫ ବର୍ଷ ବୟସରେ ଉର୍ବଶୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ଓ ୧୬ ବର୍ଷ ବୟସରେ ସେ ଦୁଇଟି ଜୁଡୁବା ପିଲା ର ମା ହୋଇଥିଲେ । ତାଙ୍କର ଦୁଇଜଣ ପୁଅଙ୍କ ନାମ ହେଉଛି ସାଗର ଓ କ୍ଷିତିଜ । ହେଲେ ବନ୍ଧୁଗଣ ମା ହେବା ପରେ ଉର୍ବଶୀ ଓ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ତଲାକ ହୋଇଥିଲା । ହେଲେ ବହୁତ ସମସ୍ଯାର ସମ୍ମୁଖୀନ ହୋଇ ଉର୍ବଶୀ ନିଜ ପିଲା ମାନଙ୍କୁ ଲାଳନ ପାଳନ କରିଥିଲେ ।

ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆ । କେବଳ 16 ବର୍ଷ ବୟସରେ ଡିମ୍ପଲ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ଡିମ୍ପଲ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିଲେ । ଏହା ପରେ ସେ ୧୯୭୩ ମସିହାରେ ଅଭିନେତା ରାଜେସ ଖନ୍ନାଙ୍କ ସହ ବିବାହ କରିଥିଲେ ଓ ୧୯୭୩ ମସିହାରେ ଡିସେମ୍ବର ୨୯ରେ ଟ୍ଵିଙ୍କଲ ଖନ୍ନା ଜନ୍ମ ହୋଇଥିଲେ । ଅର୍ଥାତ ଡିମ୍ପଲ ବିବାହ କରିବା ପୂର୍ବରୁ ପ୍ରେଗନେଣ୍ଟ ହୋଇଯାଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *