Vastu Shastra – ନବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 4 ଟି କାମ, ନହେଲେ ଭୋଗିବାକୁ ପଡିବ ଭୟଙ୍କର ପରିଣାମ

ବନ୍ଧୁଗଣ ହିନ୍ଦୁ ଧର୍ମରେ ନବରାତ୍ରିକୁ ଏକ ବହୁତ ବଡ ପର୍ବ ଭାବରେ ପାଳନ କରା ଯାଇଥାଏ । ନବରାତ୍ରି ସମୟରେ ସମସ୍ତ ଲୋକ ମା ଦୂର୍ଗାଙ୍କର ପୂଜା ଅର୍ଚନା କରି ମା ଦୂର୍ଗାଙ୍କର ଆଶୀର୍ବାଦ ପାଇବା ପାଇଁ ଚାହିଁଥାନ୍ତି । ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କାମ ବିଷୟରେ କହିବୁ ଯାହାକୁ ଆପଣ ଏହି ନବରାତ୍ରି ସମୟରେ ଭୁଲ୍ ସେ ମଧ୍ୟ କରିବେ ନାହିଁ । ଯଦି ଆପଣ ଏହି ନବରାତ୍ରି ସମୟରେ ଏହି କାମ କରିବେ ତା ହେଲେ ଆପଣଙ୍କ ଘରେ ଭୟଙ୍କର ଦରିଦ୍ରତା ଆସିଯିବ ଓ ଏହା ସହିତ ମା ଦୂର୍ଗା ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ।

ଲୋକମାନଙ୍କର ଛୋଟ ଛୋଟ ପ୍ରୟାସରେ ମା ଦୂର୍ଗା ପ୍ରସନ୍ନ ହୋଇଯାଇଥାନ୍ତି ହେଲେ ଏମିତି ମଧ୍ୟ କିଛି ଭୁଲ କାମ ଅଛି ଯାହାକୁ କରିବା ଦ୍ଵାରା ମା ଦୂର୍ଗା ରୁଷ୍ଟ ହୋଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଭୁଲ କାମ ବିଷୟରେ ଯାହାକୁ କରିବା ଦ୍ଵାରା ଆପଣ ଦରିଦ୍ରତା ଭୋଗ କରିବେ ।

୧. ବନ୍ଧୁଗଣ ଏହି ନବରାତ୍ରି ସମୟରେ ଆପଣ ଚମଡା ବସ୍ତୁ ବା ଜିନିଷର ବ୍ୟବହାର ଭୁଲ ସେ ମଧ୍ୟ କରିବେ ନାହିଁ । ଏହି ସବୁ ବସ୍ତୁ ବା ଜିନିଷର ବ୍ୟବହାର କରିବା ଦ୍ଵାରା ମା ଦୂର୍ଗା ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ ଓ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ, ତେଣୁ ଭୁଲ ସେ ମଧ୍ୟ ଆପଣ ଏହି ନବରାତ୍ରି ସମୟରେ ଚମଡା ବସ୍ତୁର ବ୍ୟବହାର କରିବେ ନାହିଁ ।

୨. ଏହି ନବରାତ୍ରି ସମୟରେ ଆପଣ ଯଦି ମା ଦୂର୍ଗାଙ୍କର ଆରାଧନା କରୁଛନ୍ତି ତା ହେଲେ ଭୁଲ ସେ ମଧ୍ୟ ନିଜ ମନ ମଧ୍ୟରେ କୌଣସି ଶଙ୍କା ଓ ଭୁଲ ଚିନ୍ତାଧାରା ରଖିବେ ନାହିଁ । ଆପଣଙ୍କର ଏହି ଭୁଲ ପାଇଁ ମା ଦୂର୍ଗା ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଯଦି ଆପଣ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଭଲ ମନରେ ପୂଜା କରନ୍ତୁ ।

୩. ବନ୍ଧୁଗଣ ଏହି ନବରାତ୍ରି ସମୟରେ ଆପଣ ନିଜ ଘରେ କୌଣସି ପ୍ରକାରର ବିଶୃଙ୍ଖଳା କରିବେ ନାହିଁ । ଏହି ନବରାତ୍ରିର ସମସ୍ତ ଦିନ ବହୁତ ପବିତ୍ର ଦିନ ହୋଇଥାଏ, ଯଦି ଆପଣ ଏହି ଦିନରେ ଘରେ କୌଣସି ପ୍ରକାରର ବିଶୃଙ୍ଖଳା କରୁଛନ୍ତି ତାହେଲେ ମା ଦୂର୍ଗା ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଆପଣଙ୍କର ଏହି ଭୁଲ ପାଇଁ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ପ୍ରକାରର କୌଣସି ଭୁଲ କରନ୍ତୁ ନାହିଁ ।

୪. ଏହି ନବରାତ୍ରି ସମୟରେ ଭୁଲ ସେ ମଧ୍ୟ ଆପଣ ନିଜ ଶରୀରର କୌଣସି ଚୁଟି ବା ନଖକୁ କାଟିବେ ନାହିଁ । ଏହି ନବରାତ୍ରି ସମୟରେ ଏହି ପ୍ରକାରର ଭୁଲ କରିଲେ ଆପଣ ପାପର ଭାଗୀଦାର ହେବେ । ତେଣୁ ବନ୍ଧୁଗଣ ନବରାତ୍ରି ସମୟରେ ଏହି ୪ଟି ବଡ ଭୁଲ କରିବାରୁ ବଞ୍ଚନ୍ତୁ ଓ ମା ଦୂର୍ଗାଙ୍କର ଆଶୀର୍ବାଦ ପାଆନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *