11 Interesting Gk Questions- ମୁଁ ସବୁଜ ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଆନ୍ତି, କୁହନ୍ତୁ ମୁଁ କିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଜୀବନରେ ଆପଣଙ୍କୁ ଅନେକ ସହାୟତା କରିବ ।

୧. ସରଗରୁ ଆସିଲା ଟୋକାଟିଏ, ତା ମୁଣ୍ଡରେ ଟୋପି ଟିଏ । ଏହାର ଉତ୍ତର କଣ ?

ଉତ୍ତର- ତାଳ ଉପରେ ଗୋଟେ ପରାଦ ରହିଛି ଯାହାକୁ ଆମେ ଟପି କହିଥାଉ ।

୨. ମୋ ସାମ୍ନାକୁ ଯିଏ ଆସେ, ସେ ମୁରୁକି ହସେ । ମୁଁ କିଏ ?

ଉତ୍ତର- କ୍ୟାମେରା ଆଗକୁ ଯିଏ ବି ଯାଇଥାନ୍ତି ସେମାନେ ନିଜ ସବୁ ଦୁଃଖକୁ ଲୁଚାଇ ହସି ଥାନ୍ତି ।

୩. କଞ୍ଚା ବେଳେ ଡାକନ୍ତି ଗୋଟିଏ ନାମ, ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାମ । ତାହା କଣ ?

ଉତ୍ତର- ପଇଡ ଓ ନଡିଆ କଞ୍ଚା ବେଳେ ପଇଡ ଡାକନ୍ତି ଏବଂ ଶୁଖିଲା ପରେ ନଡିଆ ଡାକିଥାନ୍ତି ।

୪. କେଉଁ ଦେଶରେ ସର୍ବାଧିକ ଧଳା ହାତୀ ଦେଖିବାକୁ ମିଳେ ?

ଉତ୍ତର- ବନ୍ଧୁଗଣ ଥାଇଲାଣ୍ଡ ଦେଶରେ ସର୍ବାଧିକ ଧଳା ହାତୀ ଦେଖିବାକୁ ମିଳେ ।

୫. ତୁ ଯେତେ ହଲାଉଛି ହଲା, ମୁଁ ତଳେ ନ ପଡିଲେ ଗଲା ?

ଉତ୍ତର- ବନ୍ଧୁଗଣ ଦୋଳିକୁ ଆପଣ ଯେତେ ହଲେଇଲେ ବି ତାହା ତଳେ ପଡେ ନାହିଁ ।

୬. ତାହା କଣ ଯାହାଦ୍ୱାରା ଆମେ କାନ୍ଥର ଆରପଟ ଦେଖି ପାରିଥାଉ ?

ଉତ୍ତର- ଝରକା ଦ୍ଵାରା ଆମେ କାନ୍ଥର ଆରପଟ ଦେଖିପାରି ଥାଉ ।

୮. ଗୋଟିଏ ଶବ୍ଦରେ ଉତ୍ତର ଦିଅ, ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ, ଗୋଟିଏ ରଙ୍ଗର ନାମ ?

ଉତ୍ତର- କମଳା ଗୋଟେ ଫଳର ନାମ, ଗୋଟେ ଝିଅର ନାମ ଓ ଗୋଟେ ରଙ୍ଗର ନାମ ।

୯. ପୃଥିବୀର କ୍ଷୁଦ୍ରତମ ମହାସାଗରର ନାମ କଣ ?

ଉତ୍ତର- ପୃଥିବୀର କ୍ଷୁଦ୍ରତମ ମହାସାଗରର ନାମ ହେଉଛି ଉତ୍ତର ମହାସାଗର ।

୧୦. ମୁଁ ସବୁଜ ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଉତ୍ତର- ଗୁଜୁରାତି


୧୧. ଯେତେ ବ୍ୟବହାର କରିବ ସେତେ ବଢିବ । ତାହା କଣ ?

ଉତ୍ତର- ବିଦ୍ୟାକୁ ଆପଣ ଯେତେ ବ୍ୟବହାର କରିବେ ତାହା ସେତେ ବଢିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଓଡିଆ ଢଗ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *