ନନ୍ଦିନୀ ସ୍ଵାମୀ ବଳରାମ ସାହୁ କଲେ ବଡ ଖୁଲାସା ! କହିଲେ ‘ନନ୍ଦିନୀ ସହିତ ମୁଁ ଥରେ ସମ୍ବନ୍ଧ ବନେଇଛି, କିନ୍ତୁ ସେ ମତେ ଧମକ ଦେଇ କହିଥିଲେ କି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବଳରାମ କହିଛନ୍ତି ସେଦିନ ରାତିରେ ଆମ ଭିତରେ ସେମିତି କିଛି ହୋଇନଥିଲା । ସେଦିନ ଆମର ଭୋଜି ସରିବା ପରେ ମୋତେ ନିଦ ଲାଗିଲା ମୁଁ ଶୋଇବା ପାଇଁ ଗଲି । ଆଉ ମୁଁ ଯେତେବେଳେ ଚଉଠି ପାଇଁ ଗଲି ସେତେବେଳେ ନନ୍ଦିନୀ କହିଲେ ମୁଁ ଶାରୀରିକ ସମ୍ପର୍କ ରଖିବିନି । ମୁଁ ଏକ ବର୍ଷ ଯାଏଁ ମାନସିକ କରିଛି ଶାରୀରିକ ସଂପର୍କ ରଖିବି ନାହିଁ । ଆଉ ମୁଁ ତାପରେ ଶୋଇପଡ଼ିଲି ଯେହେତୁ ସେ ମନା କରିଲେ ।

ଆଉ ମୋର ନିଦ ଯେତେବେଳେ ଭାଙ୍ଗିଲା ଗୋଟେ ଶବ୍ଦ ଶୁଣିକି ମୋ ନିଦ ଭାଙ୍ଗିଗଲା । ଆଉ ତାପରେ ମୁଁ ଭାବିଲି କଣ ଏମିତି ଆବାଜ ହେଉଛି । ତାପରେ ମୁଁ ଦେଖେ ତ ମୋ ସ୍ତ୍ରୀ ଯିଏ ତା ଦେହରୁ ସବୁ ପୋଷାକ କାଢ଼ି ଦେଇ ଭିଡିଓ କଲରେ କଥା ହେଉଛି । ଆଉ ମୁଁ ଦେଖିଲେ ଚିହ୍ନି ପାରିବି । ଆଉ ସେ ତା ଭେଣେଇ ସହ କଥା ହେଉଛି ବୋଲି ସେ କହିଲା ।

ଆଉ ତାପରେ ମୁଁ କହିଲି ନନ୍ଦିନୀ ଯାହା କରୁଛ କଣ ଠିକ୍ ସେ କହିଲା ମୋର ଭୁଲ ହେଇଛି ଆଉ ମୁଁ ଏମିତି ଭୁଲ କରିବିନି । ତାପରେ ମୁଁ ଭାବିଲି କାହାକୁ କହିଲେ ବଦନାମ୍ ହୋଇଯିବି ସେଥିପାଇଁ ମୁଁ କାହାକୁ କିଛି କହିଲି ନାହିଁ । ମୁଁ ତାଙ୍କୁ କହିଲି ନନ୍ଦିନୀ ତୁମେ ଏମିତି କରିଲେ ମୋ ଇଜ୍ଜତ ପଳେଇବ । ଆଉ ମୁଁ ବଦନାମ୍ ହୋଇଯିବି । ଆଉ ତମେ ଏମିତି କର ନାହିଁ ବୋଲି ମୁଁ କହିଥିଲି ।

ତେବେ ପରେ ସେ ମୋତେ ପ୍ରପୋଜ କରିଥିଲେ ଏବଂ ମୋତେ ଆକର୍ଷିତ ମଧ୍ୟ କରିଥିଲେ ଏବଂ ପରେ ତାଙ୍କ ଇଚ୍ଛା ରେ ଆମେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲୁ । ତେବେ ପରେ ମଧ୍ୟସ୍ଥ ମୋତେ ଫୋନ କରି କହିଲେ କି ଯଦି ନନ୍ଦିନୀ ବିଷୟରେ କିଛି କହିବ ତେବେ ଜୀବନରୁ ମାରିଦେବୁ । ତେବେ ଏହା ପରେ ମୁଁ ଡରି ଯାଇଥିଲି । ତେବେ ସକାଳ ହେବା ପରେ ଯୋଜନା କରି ନନ୍ଦିନୀ ଘରୁ ଚାଲିଯିବା ପାଇଁ ପ୍ରସ୍ତୁତ ହେଲେ ।

ମାନସିକ ରଖିଛନ୍ତି ଏବଂ ମନ୍ଦିର ଯିବେ ବୋଲି ସ୍ୱାମୀଙ୍କୁ କହି ଆସି ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚି ଥିଲେ । ଜ୍ୱାଇଁକୁ ମାଡ଼ ମାରି ଶଶୁର ଓ ଭିଣେଇ ବଳରାମଙ୍କ ଠାରୁ ତାଙ୍କ ସ୍ତ୍ରୀକୁ ନେଇ ଯାଇଥିଲେ । ବଳରାମଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଗଲା ବେଳେ ସେ ଦେଇଥିବା ସୁନାଗହଣା ସବୁ ନେଇ ଯାଇଛନ୍ତି । ଅନ୍ୟପଟେ ନନ୍ଦିନୀ ଆସିଲା ବେଳେ କିଛି ଆଣି ନାହିଁ ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନନ୍ଦିନୀଙ୍କ ପରିବାର ଲୋକେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *