‘ମୁଁ ଖରାପ ଝିଅ ନୁହେଁ, ମୁଁ ବାପାଙ୍କର ଗୋଟେ ଦୁଷ୍ଟ ଝିଅ, କାରଣ ମତେ ବାପା ସବୁ ବେଳେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ମଡେଲ ଜଣକ ନିଜ ମନର କିଛି କଥା ସେୟାର କରିଛନ୍ତି । ସେ କହିଛନ୍ତି ସେ ମଡେଲିଙ୍ଗ କରନ୍ତି ସତ କିନ୍ତୁ ତାଙ୍କୁ ଆଗକୁ ଏକ ଭଲ ବିଜନେସ କରିବାର ଅଛି । ତାଙ୍କ ବାପା ଙ୍କ ସହିତ ମିଶି ସେ ତାଙ୍କ ବାପା ଙ୍କ ବିଜନେସ କୁ ଆଗକୁ ନେବେ ବୋଲି ଇଚ୍ଛା । ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ଚଳଚିତ୍ର ଆସୁଛି । ଏହାପରେ ସେ କହିଛନ୍ତି ଯେ ସେ ମିସ ଇଣ୍ଡିଆ ମଧ୍ୟ ହେବାକୁ ଚାହୁଁଛନ୍ତି ।

ତେବେ ଏହି ନବାଗତା ଅଭିନେତ୍ରୀ ଙ୍କ ନାମ ସ୍ଵାତୀ ଅଟେ ଏବଂ ସେ କହିଛନ୍ତି ଯେ ବର୍ତ୍ତମାନ ଓଡିଶା ରେ ବହୁ ଚର୍ଚ୍ଚିତ ନାମ ହେଉଛି ଅର୍ଚ୍ଚନା ନାଗ ଙ୍କର । ଏହାକୁ ନେଇ ତାଙ୍କ ମା କହିଥିଲେ ଯେ ଗୋଟିଏ ଝିଅ କି ମୁହଁ ଲଗାଇ ନେଇ ଆସିଛି ଯେ ତାକୁ ଦେଖି ସମସ୍ତେ ବାୟାପାଗଳ ହୋଇଗଲେଣି । ମାତ୍ର ସ୍ଵାତୀ କହିଲେ ଯେ କୋଊ ଝିଅ କଥା କହୁଛ ?

ତାଙ୍କ ମା’ ବାରମ୍ବାର କହିବାରୁ ସେ ନିଜେ ଅର୍ଚ୍ଚନା ଙ୍କ ବିଷୟରେ ସର୍ଚ କରିବାକୁ ବସିଲେ । ଅର୍ଚ୍ଚନା ଙ୍କ ନାମ ସେତେବେଳେ ଜାଣିନଥିଲେ ସ୍ଵାତୀ । ମାତ୍ର ସେ ସର୍ଚ ମାରିଲେ ଯେ ରିସେଣ୍ଟଲି ଭା-ଇ-ରା-ଲ ଭୁବନେଶ୍ଵର ନ୍ୟୁଜ । ଏହା ଦେଖି ସେ ଜାଣିପାରୁ ନଥିଲେ ଯେ ସେ ଅର୍ଚ୍ଚନା ନାଗ ବୋଲି । ତାଙ୍କୁ ଦେଖି ସ୍ଵାତୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ଚିନ୍ତା କରିଲେ ଯେ ସେ ଅର୍ଚ୍ଚନା କୁ ଏତେ କ୍ଳୋଜ ରେ ଦେଖିଛନ୍ତି, ଏବଂ ସେ ମାନିଥିଲେ ଯେ ଅର୍ଚ୍ଚନା ଦେଖିବାକୁ ବହୁତ ସୁନ୍ଦର ।

ଏହା ପରେ ସେ ଏହା କହିଥିଲେ ଅର୍ଚ୍ଚନା ସୁନ୍ଦର ହେଲେ କ’ଣ ହେଲା ? ମୁଁ ମଧ୍ୟ ବହୁତ ସୁନ୍ଦର, ଆଉ ନଚେତ କ’ଣ ଦେଖିବାକୁ ଏତେ ଖରାପ କି ? ଏବଂ ସେ ଅର୍ଚ୍ଚନା ଙ୍କ ଘର ଭିତରକୁ ଯାଇଥିଲେ, ଘରେ ସମୁଦାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏବଂ ଘର ସଂପୂର୍ଣ୍ଣ ଭାବରେ ସାନଦାର ଭାବରେ ଗଢା ହୋଇଛି ।

ତେବେ ଅର୍ଚ୍ଚନା ନାଗ ଭା-ଇ-ରା-ଲ ହେବା ପରେ ଏହା ଦେଖି ତାଙ୍କୁ ବହୁତ ସକ ଲାଗିଥିଲା ବୋଲି ସେ କହିଛନ୍ତି । ସ୍ଵାତୀ ନିଜ ଘରେ ବହୁତ ଚୁଲବୁଲି ତଥା ଦୁଷ୍ଟ ଅଟନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *