‘ମୁଁ ଦୋ ଅକ୍ଷରୀ ନ କହିଲେ ମୋ କର୍ମୀଙ୍କ ମନ ଦୁଃଖ, କହିବେ….’ ନିଜର ଦୋ-ଅକ୍ଷରି ଭାଷା କହିବା ଶୈଳୀକୁ Sura ଭାଇ ଯାହା କହିଲେ ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଙ୍କୁ ସାହାଯ୍ୟ କରିବାରେ ତତ୍ପର ଥାଆନ୍ତି ଏବଂ ସମସ୍ତଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ପ୍ରାୟତଃ ସମୟ ରେ ଚର୍ଚ୍ଚା ରେ ଆସିଥାନ୍ତି ।

ତାଙ୍କର ଇଣ୍ଟରଭ୍ୟୁ କୁ ମଧ୍ୟ ଦର୍ଶକ ମାନେ ଦେଖିବା ନିମନ୍ତେ ଅପେକ୍ଷା କରି ରୁହନ୍ତି । ତେବେ ଆପଣ ମାନେ ତ ଜାଣିଥିବେ ଯେ, କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ବେଳେବେଳେ ଦୋ ଅକ୍ଷରୀ ଭାଷା ମଧ୍ୟ କହିଥାନ୍ତି । ତେବେ ଏହି ସମ୍ବନ୍ଧରେ ସେ ନିଜର କିଛି ମନ୍ତବ୍ୟ ମିଡିଆ ସାମ୍ନା ରେ ପ୍ରକାଶ କରୁଛନ୍ତି । ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କଂଗ୍ରେସ ନେତା ସୁର ରାଉତରାୟ ଖୁବ ମଜାଦାର କଥା କହିଥାନ୍ତି ଏବଂ ତାଙ୍କ କଥା ରେ ସେ ଦୋ ଅକ୍ଷରୀ ଭାଷା ମଧ୍ୟ କହି ଦିଅନ୍ତି । ତେବେ ଏହି ସମ୍ବନ୍ଧରେ ଯେତେବେଳେ ମିଡିଆ ତାଙ୍କୁ ପ୍ରଶ୍ନ ପଚାରିଥିଲା ଯେ, ସେ ନିଜ କର୍ମୀ ଙ୍କୁ ଏଭଳି କାହିଁକି କୁହନ୍ତି, ଏହାର ଉତ୍ତର ରେ ସୁର ରାଉତରାୟ କହିଛନ୍ତି ଯେ, ତାଙ୍କର କର୍ମୀ ଙ୍କ ସହିତ ଯଦି ସେ ଭଦ୍ରାମି ରେ କଥାବାର୍ତ୍ତା କରନ୍ତି ତେବେ ତାଙ୍କର ମନ ଦୁଃଖ ହୁଏ ଏବଂ ସେମାନେ ଭାବନ୍ତି ଯେ, ସୁର ବାବୁ ସେମାନଙ୍କ ଉପରେ ରାଗିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ସର୍ଭାଣ୍ଟ କୁ ସେ ଭଲ ରେ କହିଲେ ସେ ଧୀରେଧୀରେ କାମ କରିଥାଏ ଏବଂ ଯଦି ତାକୁ ଦୋ ଅକ୍ଷରୀ କୁହନ୍ତି ତେବେ ସେ ସବୁ କାମ କରିଦିଏ । ତାଙ୍କ କହିବାନୁଯାୟୀ ସେ ଯାହା ସହିତ ଅଧିକ ଘନିଷ୍ଠ ଅଟନ୍ତି ତାଙ୍କ ସହିତ ହିଁ ଏଭଳି କଥାବାର୍ତ୍ତା କରନ୍ତି ।

କିନ୍ତୁ ତାଙ୍କ ମନରେ କୌଣସି ବି କଥା ନଥାଏ । ତାଙ୍କର କିଛି କର୍ମୀ ଙ୍କୁ ମଧ୍ୟ ସୁର ରାଉତରାୟ ଙ୍କ ଏଭଳି ଅନ୍ଦାଜ ହି ପସନ୍ଦ ହୋଇଥାଏ । ତେଣୁ ସେ ସେମାନଙ୍କୁ ହିଁ ଏଭଳି କହିଥାନ୍ତି । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *