ମୁଁ ଭାରତରେ ରହିବି, ମୋ ସ୍ଵାମୀ ପାକିସ୍ତାନରେ ତା ପ୍ରଥମ ସ୍ତ୍ରୀ ସହ ରୁହନ୍ତି ! ମୁଁ ହିନ୍ଦୁ ହେବି ବୋଲି କହିଛନ୍ତି ସୀମା …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୁଁ ଭାରତରେ ରହିବି ,ମୋ  ସ୍ଵାମୀ ପାକିସ୍ତାନ ରେ ତା ପ୍ରଥମ ସ୍ତ୍ରୀ ସହ ରହୁ ! ଆପଣମାନେ ପୂର୍ବରୁ ଜାଣିଛନ୍ତି ପାକିସ୍ଥାନରେ ରହୁଥିବା  ମହିଳା ସୀମା ଭାରତର ପୁଅକୁ ଭଲ ପାଇ ଥିଲେ ଓ ପ୍ରେମିକଙ୍କ ପାଇଁ ନିଜ ଦେଶ ଛାଡି ଭାରତ ଚାଲିଆସିଥିଲେ । କରୋନା ବେଳେ ଆରମ୍ଭ ହୋଇଥିଲା ଉଭୟଙ୍କ ପରିଚୟ pubg ଖେଳ ଦ୍ଵାରା ବନ୍ଧୁତା ହୋଇଥିଲା ।

ପରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ପାକିସ୍ତାନର ମହିଳା ସୀମା ଓ ଭାରତରେ ଥିବା ସଚିନ ପ୍ରେମରେ ଏତେ ଲୀନ ହୋଇଯାଇଥିଲେ କି ବୁଲିଗଲେ କି ଉଭୟଙ୍କ ଧର୍ମ ଓ ଜାତି ଭିନ୍ନ । ତେବେ ଦିନେ ସୀମା ନିଷ୍ପତି ନେଇଥିଲେ କି ଯେମିତି ହେଉ ପଛେ ଭାରତ ଯିବେ ଓ ସଚିନକୁ ବିବାହ କରିବେ । ତେଣୁ କରି  ସେ ନେପାଲ ବାଟେ ଭାରତ ପହଞ୍ଚିଥିଲେ ଉଭୟ ବିବାହ ପାଇଁ ଆଇନଜୀବୀଙ୍କ ନିକଟକୁ ଯାଇଥିଲେ କିନ୍ତୁ ସେଠାରେ ଜଣାପଡିଯାଇଥିଲା ପ୍ରକୃତ ସତ ।

ତେବେ ପୋଲସ ଉଭୟଙ୍କୁ ଗିରଫ କରିଥିଲା । ଆଜି ସକାଳେ ଉଭୟଙ୍କୁ ଛାଡିଥିବା ସୀମା କହୁଛନ୍ତି । ତାଙ୍କ କହିବା ଅନୁସାରେ ସେ ଭାରତରେ ରହିବେ ସେ ଆଉ  କେବେବି ପାକିସ୍ତାନ ଫେରିବେନି । ତାଙ୍କ ସ୍ଵାମୀ ପ୍ରଥମ ସ୍ତ୍ରୀଙ୍କ ସହ ରୁହନ୍ତି ମୋର  ସେଥିରେ କୋଣସି ଆପତ୍ତି ନାହିଁ । କାରଣ ମୁଁ ସଚିନଙ୍କୁ ଭଲ ପାଏ ଓ ମୁଁ ହିନ୍ଦୁ ଧର୍ମରେ ପରିବର୍ତ୍ତନ ହୋଇ ଦେଶର ନିୟମ ଅନୁଯାୟୀ ଭାରତରେ ରହିବି ।

ସରକାର ଯେଉଁ ସବୁ ନିୟମମାନ କହିବେ ମୁଁ ସବୁକୁ ପାଳନ କରିବି । ସଚିନ  ମଧ୍ୟ କହିଛନ୍ତି କି ସେ ସୀମାକୁ ଭାରତ ନୀତି ନିୟମ ଅନୁସାରେ ବିବାହ କରିବେ ଓ ପିଲାମାନଙ୍କୁ ବାପା ଓ ସ୍ଵାମୀର ସ୍ନେହ ପ୍ରଦାନ କରିବେ । କାରଣ ସୀମା ଯଦି ପାକିସ୍ତାନ ଫେରିବେ ତେବେ ତାଙ୍କ ସ୍ଵାମୀ ତାଙ୍କୁ ଓ ପିଲାଙ୍କୁ ମାରିଦେବେ ।

ତେଣୁ ସୀମା ଓ ସଚିନ ଉଭୟ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି କି ଉଭୟଙ୍କ ବିବାହକୁ ସହମତି ଦେବେ ଓ ପାକିସ୍ତାନରୁ ତାଙ୍କର ଓ ପିଲାଙ୍କର ପରିଚୟ ପତ୍ର ଆଣିବେ । ତେବେ ଆଗକୁ ଜାଣିବା ଏମାନଙ୍କର ବିବାହ ହେଉଛି କି ନାହିଁ ବୋଲି ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published.