ମା’ର ମମତା ଆଗରେ ସବୁ ଫେଲ ! ମୁହଁ ନ ଦେଖି ବି ମାଆକୁ ଚିହ୍ନିଲା କୁନି ପିଲା, ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଏହି ହୃଦୟସ୍ପର୍ଶୀ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଦୁନିଆରେ ମା ଆଉ ସନ୍ତାନର ସମ୍ପର୍କ ହେଉଛି ସବୁଠାରୁ ନିଆରା । ଦୁନିଆରେ ଥିବା ସମସ୍ତ ମହିଳାଙ୍କ ପାଇଁ ହେବା ଜୀବନର ସବୁଠାରୁ ବଡ ଖୁସି ହୋଇଥାଏ ।

ଜଣେ ମା ନିଜ ଜୀବନରେ ସବୁଠାରୁ ଅଧିକ ନିଜ ସନ୍ତାନକୁ ଭଲ ପାଇଥାଏ । ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଜଣେ ମା ଆଉ ତାର ସନ୍ତାନର ଭଲ ପାଇବାକୁ ଦର୍ଶାଇଛି । ବନ୍ଧୁଗଣ ଏହି ଭାଇରାଲ ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଭିଡିଓରେ ୪ ଜଣ ମହିଳା ହଳଦିଆ ରଙ୍ଗର ଶାଢୀ ପିନ୍ଧି ବସିଛନ୍ତି । ସେହି ମହିଳା ମାନେ ନିଜ ମୁହଁକୁ ଲୁଚାଇ ଛନ୍ତି ।

ସେହି ସମୟରେ ଗୋଟେ ପିଲା ମହିଳା ମାନେ ବସି ଥିବା ଘରକୁ ଆସୁଛି । ଛୁଆଟି ୪ ଜଣଙ୍କୁ ଦେଖିବା ପରେ ନିଜ ମାଙ୍କୁ ଚିହ୍ନିବା ପାଇଁ ଏପଟ ସେପଟ ହେଉଛି । ୪ ଜଣ ମହିଳା ଶିଶୁଟିକୁ ହାତ ଠାରି ଡାକିବା ସହ ପାଖକୁ ଆସିବାକୁ କହୁଛନ୍ତି । ପ୍ରଥମେ ଶିଶୁଟି ଜଣେ ମହିଳାଙ୍କ ପାଖକୁ ଚାଲି ଯାଉଛି ହେଲେ ପରେ ସେ ଜାଣି ପାରୁଛି ଯେ, ସେ ତାର ମା ନୁହେଁ ।

ଏହା ପରେ ପିଲାଟି କିଛି ସମୟ ଛିଡା ହେଉଛି ଓ ନିଜ ମାକୁ ଚିହ୍ନି ଦେଉଛି । ଛୁଆଟି ନିଜ ମାକୁ ଚିହ୍ନିବା ପରେ ମାମା କରି ଡାକୁଛି । ଛୁଆଟି ନିଜ ପ୍ରକୃତ ମାକୁ ଚିହ୍ନି ପାରିଛି । ଏହା ଦେଖି ଛୁଆର ମା ମଧ୍ୟ ବହୁତ ଅଧିକ ଖୁସି ହୋଇଯାଉଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *