ବଡବହାଳି ଦୁର୍ଘଟଣା: ମୁହଁ ଖୋଲିଲେ ସୁନା ମାଡ଼ାମଙ୍କ ଡ୍ରାଇଭର ଅଜୟ ଜେଠୀ, ସୁନା ମ୍ୟାଡମଙ୍କ ସ୍ବାମୀଙ୍କଙ୍କୁ ନେଇ ଯାହା ସବୁ କହିଲେ ଶୁଣିଲେ ଚମକି ପଡିବେ ଆପଣ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ବାଣପୁର ଜିଲ୍ଲାର ବଡବାହାଳିର ଦୁର୍ଘଟଣା ପରେ ଦୁଇଟି ନାମ ସାମ୍ନାକୁ ଆସିଥିଲା । ଗୋଟିଏ ଥିଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ତାଙ୍କ ସହିତ ଯିଏ କାର ଡ୍ରାଇଭିଙ୍ଗ କରୁଥିଲେ ସେ ହେଉଛନ୍ତି ଅଜୟ ଜେଠି । ଅଜୟ ଜେଠି ଙ୍କୁ ନେଇ ଆଜି କିଛି ନୂଆ ଅଭିଯୋଗ ସାମ୍ନାକୁ ଆସିଅଛି । ସ୍ନିଗ୍ଧାରାଣୀଙ୍କ ସ୍ଵାମୀ ସୁରେଶ ବାଗ ରାଉରକେଲାରେ କିଛି ଅଭିଯୋଗ ଆଣିଛନ୍ତି । ତାହା ହେଉଛି ଅଜୟ ଜେଠି ସ୍ନିଗ୍ଧା ରାଣୀଙ୍କ ପ୍ରେମିକ ଏବଂ ତାଙ୍କ ସାଙ୍ଗରେ ସେ ସୁନ୍ଦରଗଡରେ ରହୁଛନ୍ତି ।

ମାତ୍ର ଅଜୟ ଜେଠି ନିଜେ ସାମ୍ନାକୁ ଆସି କହିଛନ୍ତି ଯେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମିଡିଆ ସାମ୍ନାକୁ ଆସିନଥିଲି । କାରଣ ସେ ଆକ୍ସିଡେଣ୍ଟ ଘଟଣା ମତେ ବହୁତ କିଛି ଶିଖାଇ ଦେଇଛି । ତେବେ ଏଭଳି ଏକ ଆକ୍ସିଡେଣ୍ଟ ହୋଇଯିବ ବୋଲି ମୁଁ ଜାଣିନଥିଲି ଏବଂ କିଛି ଲୋକଙ୍କ ଜୀବନ ଚାଲିଗଲା, ଏଥି ନିମନ୍ତେ ସେ ବହୁତ ଦୁଃଖିତ ବୋଲି କହିବା ସହିତ କହିଛନ୍ତି ଯେ ମୁଁ ପ୍ରାଣପ୍ରଣେ ଚେଷ୍ଟା କରିବି ସେମାନଙ୍କ ପରିବାର ଲୋକଙ୍କୁ କିଭଳି ସାହାର୍ଯ୍ୟ କରିବାପାଇଁ ।

ଏହାପରେ ଅଜୟ କହିଛନ୍ତି ଯେ ସୁରେଶ ବାଗଙ୍କର ବୋଧ ହୁଏ ମତିଭ୍ରମ ହୋଇଗଲାଣି । ଏହା ହେଉଛି ଏକ ନଷ୍ଟ ଚରିତ୍ର । ଜେଭଳି କି ଏକ ଭୟସ କରିଛନ୍ତି ଯେ ସେ ମତେ ମୁଁ ଗୋଟିଏ କ୍ରିମିନାଲ ଏବଂ ତାଙ୍କ ସ୍ତ୍ରୀ ମୋ ପାଖରେ ରହୁଛନ୍ତି । ତେବେ ଏହା କିଭଳି ସମ୍ଭବ ? ସୁରେଶ ନିଜଆଡୁ ସ୍ନିଗ୍ଧାଙ୍କ ଠାରୁ ଛାଡପତ୍ରର କେସ କରିଥିଲେ । ଏହାପରେ ସ୍ନିଗ୍ଧାରାଣୀ ସୁନା କେସ କରିଥିଲେ ବୋଲି କହିଛନ୍ତି ଅଜୟ ।

ଏହା ସହିତ ଅଜୟ କହିଛନ୍ତି ଏହା ବିରୁଦ୍ଧରେ ମୁଁ ନିଶ୍ଚିତ ଆଇନଗତ ଲଢେଇ ଲଢିବି । କାଲି ଯଦି ପୁନ୍ନାରାବୃତ୍ତି ଏହି ନ୍ୟୁଜକୁ କରାଯାଏ । ଏବଂ ଏହି ନିୟୁଜର ଯଦି ଭୁଲ ମଗାନଯାଏ, ଏହାକୁ ଯେ କୌଣସି ଗଣମାଧ୍ୟମ କରିଛନ୍ତି ସେ ସେମାନଙ୍କ ନାମରେ ମଧ୍ୟ ଅଭିଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ।

ସ୍ନିଗ୍ଧାରାଣୀ ଗୋଟେ ଭଲ ବନ୍ଧୁ ଅଜୟଙ୍କର ବୋଲି ସେ କହିଛନ୍ତି ।ଏହା ସହିତ ଅଜୟ କହିଛନ୍ତି ଯେ ମୋର କେଉଁଠାରେ କ୍ରୀମିନାଲ କେସ ଅଛି ବାହାର କରି ଦେଖାଇବେ ଗଣମାଧ୍ୟାମ ଏବଂ ସୁରେଶ ବାଗ ନଚେତ ମୁଁ କେସ କରିବି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *