ମଦର୍ସ ଡେ ର ଶୁଭେଚ୍ଛା ଜଣାଇ Bollywood ଆକ୍ଟ୍ରେସ ମାନେ ନିଜ ମା’ଙ୍କୁ ଦେଲେ ଏହି ସବୁ ଦାମୀ ଗିଫ୍ଟ, Anushka ଙ୍କ ଗିଫ୍ଟ ର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ୯ ମେରେ Mothers Day ସାରା ଦୁନିଆରେ ପାଳନ କରାଯାଇଥାଏ । ଏହି ଦିନରେ ସମସ୍ତ ଲୋକ ନିଜ ମା ମାନଙ୍କୁ ଅନେକ ଗିଫ୍ଟ ଓ ଭଲ ପାଇବା ଦେଇଥାନ୍ତି ।

ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କଳାକାର ମାନେ ନିଜ ମା ମାନଙ୍କ ସହ ଏହି ଦିନକୁ ପାଳନ କରନ୍ତି ଓ ନିଜ ମା ମାନଙ୍କୁ କେତେକ ଏକ୍ସ ପେନସିବ ଗିଫ୍ଟ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ କଳାକାର ମାନଙ୍କର Mothers Day ଏକ୍ସ ପେନସିବ ଗିଫ୍ଟ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଗିଫ୍ଟ ଗୁଡିକ ବିଷୟରେ ।

ନେହା କକ୍କର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଗାୟିକା ନେହା କକ୍କର । ବନ୍ଧୁଗଣ ନେହା ନିଜ ମାଙ୍କୁ ବହୁତ ଅଧିକ ଭଲ ପାନ୍ତି । ଏହି Mothers Dayରେ ନେହା ନିଜ ମାଙ୍କୁ ମୁମ୍ବାଇରେ ଏକ ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୩୦ କୋଟି ଟଙ୍କା । ନେହା ନିଜ ଶାଶୁ ମାଙ୍କୁ ମଧ୍ୟ ସୋସିଆଲ ମିଡିଆ ଜରିଆରେ Mothers Dayର ଶୁବେଛା ଜଣାଇଥିଲେ ଓ ଏହା ସହିତ ଏକ ରୋଲେକ୍ସ ୱାଚ ମଧ୍ୟ ଗିଫ୍ଟ କରିଛନ୍ତି ଯାହାର ଦାମ ହେଉଛି ୧୨ ଲକ୍ଷ ଟଙ୍କା ।

କରିନା ଓ କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିନ ଓ କରିସ୍ମା କପୁର । ଏହି ଦୁଇ ଜଣ ଏହି Mothers Dayରେ ନିଜ ମାଙ୍କ ପାଇଁ ଏକ ପାର୍ଟି ରଖିଥିଲେ ଓ ଏହା ସହିତ ନିଜ ମାଙ୍କୁ ପ୍ୟାରିସର ଭେକେସନ ଟିକେଟ ଗିଫ୍ଟ କରିଥିଲେ । କରିନା ନିଜର ଶାଶୁ ମାଙ୍କୁ ମଧ୍ୟ Mothers Day ପାଇଁ ୱିସ କରିଥିଲେ ଓ ତାଙ୍କୁ ଏକ ଡାଇମଣ୍ଡ ସେଟ ଗିଫ୍ଟ କରିଥିଲେ ଯାହାର ଦାମ ହେଉଛି ୫୦ ଲକ୍ଷ ଟଙ୍କା ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଅନୁସ୍କା ଶର୍ମା । ଅନୁସ୍କା ବର୍ତ୍ତମାନ ନିଜେ ମା ହୋଇସାରିଛନ୍ତି । ଅନୁସ୍କା ମା ହେବା ପରେ ତାଙ୍କର ପ୍ରଥମ Mothers Day ନିଜ ଝିଅ ଓ ନିଜ ମାଙ୍କ ସହ ବିତାଇ ଥିଲେ । ଅନୁସ୍କା ନିଜ ମାଙ୍କୁ ଡାଇମଣ୍ଡ ରିଙ୍ଗ ଓ ସବ୍ୟଶଚି ଡିଜାଇନ ଶାଢୀ ଗିଫ୍ଟ କରିଥିଲେ । ଏହି ଦୁଇଟି ଜିନିଷର ଦାମ ୮ କୋଟି ଟଙ୍କା ଥିଲା ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ଅବଶ୍ୟ ପ୍ରିୟାଙ୍କା ନିଜ ସ୍ଵାମୀଙ୍କ ସହ ଆମେରିକାରେ ରହୁଛନ୍ତି ହେଲେ ସେ ସୋସିଆଲ ମିଡିଆ ଜରିଆରେ ନିଜ ମାଙ୍କୁ Mothers Day ୱିସ କରିଥିଲେ ଓ ଏକ ଫେଣ୍ଡି ପଫର ଜାକେଟ ଗିଫ୍ଟ କରିଥିଲେ ଯାହାର ଦାମ ଥିଲା ୪୦ ଲକ୍ଷ ଟଙ୍କା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *