Morning Walk ରେ ଯାଇ 11 ପ୍ରକାର ପଶୁ ପକ୍ଷୀଙ୍କ ଚାଲି ଦେଖାଇଲେ ଯୁବକ, ଥରେ ଦେଖନ୍ତୁ ଏହି Video ଆପଣକ ହୋସ ଉଡିଯିବ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ମର୍ନିଙ୍ଗ ୱାକରେ ଆସିଛନ୍ତି । କିନ୍ତୁ ଏହି ଭିଡିଓରେ ବ୍ୟକ୍ତି ଜଣକ ଯେଉଁ ଭଳି ଭାବରେ ଚାଲୁ ଛନ୍ତି ଆପଣଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ସେ ଏମିତି କାହିଁକି ଚାଲୁ ଛନ୍ତି । ବ୍ୟକ୍ତି ଜଣକ କିଛି ଦେଖେଇବାକୁ ଚାହୁଁଛନ୍ତି । କିଛି ପଶୁ ମାନଙ୍କର ଚାଲି ଚଳନ ଦେଖେଇବାକୁ ଚାହୁଁଛନ୍ତି ଆଉ ତାହା ଦେଖିଲେ ଆପଣ ସତରେ ବିଶ୍ଵାସ କରିପାରିବେ ନାହିଁ ।

ଏହି ଭିଡିଓରେ ବ୍ୟକ୍ତି 11 ଜଣ ପଶୁ ପକ୍ଷୀଙ୍କ ଚାଲି ସେ ଚାଲୁ ଛନ୍ତି । ତେବେ ଏହି ସବୁ ଚାଲି ଭିତରେ ରହିଛି ବତକର ଚାଲି ପେଙ୍ଗୁଇନ, ଘୋଡା, ଚିତାବାଘ, ସ୍ଳୋଥ, ହରିଣ, କୁକୁଡା, କଙ୍ଗାରୁ, ଗୁଣ୍ଡୁଚି ମୂଷା, ଘର ବିରାଡି ଓ କଙ୍କଡା । ଏସବୁ ଚାଲି ଏ ବ୍ୟକ୍ତି ଜଣକ ଚାଲୁ ଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଓ ଜାଣନ୍ତୁ କେଉଁ ଚାଲି କାହା ସହ ମିଶୁଛି ।

ଏ ଭିଡିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି କାରଣ ଏହି ବ୍ୟକ୍ତି ଜଣକ ପଶୁ ପକ୍ଷୀଙ୍କର ଅବିକଳ ନକଲ କରୁଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *