‘deha ଦେଖିଲୁ ,ମଜା ବି ନେଲୁ ..ଏବେ ଭଲରେ ଭଲରେ ଟଙ୍କା ଦେ, ନହେଲେ ମୁଁ ତତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ସମୟ ପ୍ରାୟ ରାତି ୧୦.୩୦ ରେ ଏକ ନୂଆ ନମ୍ବର ମେସେଜ ଆସିଥିଲା ଏକ ଯୁବକଙ୍କ ପାଖକୁ । ଏହାପରେ ଯୁବକ ଜଣକ କହିଥିଲେ ଯେ ମୁଁ ଜାଣିପାରୁନି ଆପଣ କିଏ ? ପରିଚୟ ଦିଅନ୍ତୁ । ଏହାପରେ ସିଧାସଳଖ ଆସିଥିଲା ଭି-ଡି-ଓ କଲ । କିନ୍ତୁ ନୂଆ ନାମବାରରୁ କଲ ଆସୁଥିବା ଦେଖି ଯୁବକ ଜଣକ ଙ୍କୁ ସଙ୍କୋଚ ଆସିଥିଲା ଏବଂ ସେ ଫୋନ କଲ କୁ ଉଠାଇ ନଥିଲେ ।

ଏହାପରେ ସେହି ନମ୍ବରରେ ଡ଼ିପି ଦେଖିଲା ବେଳକୁ ଏକ ଅଜଣା ଯୁବତୀର ଥିଲା । ଯୁବକ ଜଣଙ୍କ ଅଡିଓ କଲ କରିଲେ ମାତ୍ରା ତାହା ରିସିଭ କରାଗଲା ନାହିଁ । କଲ କାଟିବା ପରେ ସିଧାସଳଖ କରନ୍ତି ଭିଡିଓ କଲ । ଆଉ ଏହି ଭି-ଡି-ଓ କଲ କରିଥିଲା ଜଣେ ସୁନ୍ଦରୀ ଯୁବତୀ ଆଉ ସେଥିରେ ଥିଲା ତାହାର ନଗ୍ନ ଭି-ଡି-ଓ । ତେବେ ଏହି ସଚେତନ ଯୁବକ ଠିକ ସେହି ସମୟରେ ଝିଅଟିର ଭିଡିଓ କଲରେ ଥିବା ଦୃଶ୍ୟର ସ୍କ୍ରିନ ସଟ ନେଇଯାଇଥିଲେ ।

ଏପରିକି ସେ ଜାଣିଥିଲେ ଯେ ସୁନ୍ଦରୀ ଯୁବତୀ ମାନେ ଭି-ଡି-ଓ କଲ କରି ସଙ୍ଗେ ସଙ୍ଗେ ସ୍କ୍ରିନ ସଟ ନେଇ ଫୋନ କାଟି ଦେଇଥାନ୍ତି । ଆଉ ଏହାପରେ ସେହି ସ୍କ୍ରିନସଟ କୁ ଦେଖାଇ ସେହି ଯୁବକ ଙ୍କୁ ବ୍ଲ-ଆକ୍‌ -ମେଲ କରନ୍ତି । ଏହା ସହିତ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥାନ୍ତି ।  ଆଉ ଯୁବକ ଜଣକ ନିଜ ସନ୍ନମାନ କୁ ଜଗି ଟଙ୍କା ଦେଇଥାଏ । ତେବେ ଟିକିଏ ସଚେତନତା ଯୋଗୁଁ ଆଜିଭଳି ଦିନରେ ଏହି ଯୁବକ ଜଣଙ୍କ ଯୁବତୀ ଜଣକ ର ଶିକାର ହେବାରୁ ବଞ୍ଚିଯାଇଛନ୍ତି ।

ଯୁବକ ଜଣକ ଭି-ଡି-ଓକଲ ଉଠାଇବା ପୂର୍ବ ରୁ ବ୍ୟାକ କ୍ୟାମେରା ଅନ କରିଥିଲେ । ଅର୍ଥାତ ତାଙ୍କ କ୍ୟାମେରାରେ ତାଙ୍କ ମୁହଁ ଆସିନଥିଲା । ବନ୍ଧୁଗଣ ଅନୁମାନ କରନ୍ତୁ ଯଦି ଏହି ଭି-ଡି-ଓ କଲରେ ଯଦି ଆପଣଙ୍କ କ୍ୟାମେରାରେ ଆପଣଙ୍କ ଚେହେରା ଆସିଥାନ୍ତା ତଥା ସେହି ଯୁବକଙ୍କ ଚେହେରା ଆସିଥାନ୍ତା ତେବେ ସେହି ୨/୩ ମିନିଟ ର ନ-ଗ୍ନ ଭି-ଡି-ଓ କଲରେ ଆପଣଙ୍କ ଫଟୋଚିତ୍ର ରହିଥାନ୍ତା ।

 

ସଙ୍ଗେ ସଙ୍ଗେ ସ୍କ୍ରିନସଟ ନେଇ ଆପଣଙ୍କ ମୋବାଇଲ କୁ ପଠାଇଥାନ୍ତେ ଏବଂ ଆପଣ ଯଦି ରାଜି ନ ହୋଇଥାନ୍ତେ ତେବେ ଆପଣଙ୍କୁ ଧମକ ଆସିଥାନ୍ତ ଯେ ଆପଣଙ୍କ ଫେସବୁକ ଆକାଉଣ୍ଟ ରେ ଏହି ଫଟୋଚିତ୍ର ନେଇ ଟ୍ୟାଗ କରିବୁ ଆଉ ଆପଣ ବାଧ୍ୟ ହୋଇ ସମସ୍ତ କଥା ମାନି ଟଙ୍କା ଦେଇଥାନ୍ତେ । ତେବେ ଏହିଭଳି ଯଦି ଆପଣଙ୍କ ପାଖକୁ କିଛି କଲ ଆସୁଛି ତେବେ ସେହି କଲ କୁ ରିସିଭ କରିବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *