ମୋଦିଙ୍କ ଫୋନ କଲ୍‌ ବନ୍ଦ କରିଦେବ ଯୁଦ୍ଧ ? ଦେଖନ୍ତୁ Russia ର ରାଷ୍ଟ୍ରପତି Vladimir Putin ଙ୍କୁ ଫୋନ କରି ଏମିତି କଣ କହିଲେ PM Modi ?

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ଋଷିଆ ଏହି ଯୁଦ୍ଧରେ ଏକା ରହିଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ରହିଛନ୍ତି ସେମାନଙ୍କ ମଧ୍ୟରୁ ଆମେରିକା ମଧ୍ୟ ଅଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲ୍ ବଦଳାଇ ଦେବ କି ଯୁଦ୍ଧର ଗତି । ଯୁଦ୍ଧ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆହ୍ଵାନ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ଥରହର ସାରା ବିଶ୍ଵ । ଶକ୍ତିଶାଳୀ ଦେଶ ଋଷ ସୀମା ନିକଟରେ ଭାରି ଯୁଦ୍ଧାସ୍ତ୍ର ସହ ସେନାକୁ ଠୁଳ କରିଛି । ଆମେରିକାର ଚେତାବନୀ ସତ୍ବେ ଋଷ ଆରମ୍ଭ କରିଦେଇଥିଲା ବିଶ୍ଵ ସମର ।

ୟୁକ୍ରେନ ଉପରେ ଋଷର ମିଜାଇଲ ମାଡ ଏବଂ ୟୁକ୍ରେନକୁ ଉଗ୍ର ରୂପ ନେବାକୁ ବାଧ୍ୟ କରିଛି । ହେଲେ ଅନ୍ୟ ପଟରେ ୟୁକ୍ରେନ ଋଷ ଯୁଦ୍ଧ ପରିସ୍ଥିତି ଏବଂ ୟୁକ୍ରେନ ଉପରେ ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଡିମାର ପୁଟିନ । ପ୍ରାୟ ୨୫ ମିନିଟ ଆଲୋଚନାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଋଷ ଓ ୟୁକ୍ରେନ ମଧ୍ୟରେ ଥିବା ବିବାଦ କଥାବାର୍ତ୍ତା ମଧ୍ୟରେ ସମାଧାନ ହୋଇପାରିବ । ତୁରନ୍ତ ହିଂସା ଏବଂ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ଏହା ସହ କୂଟନୈତିକ କାଥା ବାର୍ତ୍ତା ଜରିଆରେ ସମାଧାନର ସୂତ୍ର ବାହାର କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ଏହା ସହ ୟୁକ୍ରେନରେ ଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଚିନ୍ତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଋଷ ରାଷ୍ଟ୍ରପତିଙ୍କୁ ଅବଗତ କ୍ରେଇଥିଲେ । ତ ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *