ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଅଭିଯୁକ୍ତ Siba Sahu, କିନ୍ତୁ କାହିଁକି ? ଦେଖନ୍ତୁ…

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହଡଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ବନ୍ଧୁଗଣ କୁସୁପୁର ଗଣହତୟଆର ଫିଟୁଛି ଅନେକ ଗୁମର । ୬ ମାସରେ ୫ ଥର ଶାଣ ଦେଇଛି କଟୁରିକୁ । ରାତିରେ ମର୍ଡର କରିବ ବୋଲି ଆଗୁଆ କରିଥିଲା ଯୋଜନା । ପୋଲିସ ରିମାଣ୍ଡରେ ଥାଇ ଶିବ ସାହୁ ଅନେକ ରହସ୍ୟର ଖୁଲାସା କରିଛି । ନିଜ ବଡ ଭାଇ ଆଉ ତାର ପରିବାରକୁ ହତୟଆ କରିବା ପାଇଁ ଗତ ୬ ମାସ କାଳ ଶିବ କଟୁରିକୁ ୫ ଥର ଶାଣ ଦେଇଛି ।

 

ଏହି ଶାଣରେ କଟୁଉରିଇକୁ ଅତ୍ୟନ୍ତ ତୀକ୍ଷଣ ଓ ଧାରୁଆ କରିଥିଲା ଶିବ । ସେ ରାତିରେ ଏହି ହତୟଆ କରିବା ପାଇଁ ଯୋଜନା କରିଥିଲା ସେଥିପାଇଁ ସେ ରାତିରେ ଘରର ମେନ ସ୍ଵିଚ ଅଫ କରିଥିଲା । ମୋବାଇଲ ଟର୍ଚ ଲାଇଟ ପକାଇ ସମସ୍ତଙ୍କ ଆଖିକୁ ଜଳକା କରିଥିଲା । ଏହା ପରେ କଦଳୀ ଗଛକୁ ହାଣିବା ଭଳି ଅଲେଖଙ୍କ ପରିବାରକୁ ହାଆଣିଇ ପକାଇ ଥିଲା ଶିବ । ଆଉ ଏଥିପାଇଁ ମଧ୍ୟ ସେ ଅଭ୍ଯାସ କରିଥିଲା ।

ହତୟଆକାଣ୍ଡ ପୂର୍ବରୁ ଶିବ ଅନେକ ସମୟ କିଟ କିଟ ଅନ୍ଧାର ବାଡିକୁ ଯାଇଥାଏ ସେଠାରେ ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛ ସବୁକୁ ହାଆଣୁଉ ଥିଲା । ଏଥିରୁ ଜଣା ପଡୁଛି ଶିବର ହତୟଆକାଣ୍ଡ କେତେ ନୃଶଂସ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *