ମହଙ୍ଗା ପଡିବ ଫୁଲ ଚାର୍ଜ ! କଣ ଆପଣ ବି ନିଜ ମୋବାଇଲ କୁ ଫୁଲ ଚାର୍ଜ କରୁଛନ୍ତି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହଙ୍ଗା ପଡିବ ମୋବାଇଲ ଚାର୍ଜ ! ଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ତେବେ ବର୍ତ୍ତମାନର ସମୟରେ ସମସ୍ତଙ୍କର ପାଖରେ ଫୋନ ନିହାତି ଭାବେ ରହୁଛି । କାରଣ ଆଜିକାଲିର ଲୋକେ ବିନା ଫୋନରେ କୌଣସି ସ୍ଥାନକୁ ମଧ୍ୟ ଯାଉନାହାନ୍ତି । କାରଣ ଫୋନ  ମଧ୍ୟ ସେହିଭଳି ଏତେ ମାତ୍ରାରେ ଦରକାରୀ ହୋଇଯାଇଛି । ଯେ ଏହା ସମସ୍ତଙ୍କର ନିତ୍ୟଦିନିଆ ବ୍ୟବହାର କରିବା ସାମଗ୍ରୀ ହୋଇଯାଇଛି ।

ତେବେ ମୋବାଇଲ ଫୋନ ବ୍ୟବହାର କରିବା ପାଇଁ ହେଲେ ଫୋନରେ ଚାର୍ଜ ଥିବା ମଧ୍ୟ ନିହାତି ଭାବରେ ଆବଶ୍ୟକ ହୋଇଥାଏ । କାରଣ ବିନା ଚାର୍ଜରେ ତ ଫୋନ ଚଳାଇ ହେବ ନାହିଁ । ତେବେ ଫୋନ ସମ୍ପର୍କିତ କିଛି ସୂଚନା ମଧ୍ୟ ଜାଣି ରଖନ୍ତୁ । ଫୋନକୁ ଫୁଲ୍ ଚାର୍ଜ କରୁଥିଲେ । ହୋଇଯାଆନ୍ତୁ ସାବଧାନ । ନଚେତ ନଷ୍ଟ ହୋଇପାରେ ମୋବାଇଲ ବ୍ଯାଟେରୀ । ମୋବାଇଲ ବ୍ଯାଟେରୀ ଲିଥିୟମ ଆଇରନ ଦ୍ଵାରା ନିର୍ମାଣ କରାଯାଇଥାଏ ।

ଯେତେବେଳେ ଏହାର ଚାର୍ଜିଙ୍ଗ ୩୦ ରୁ ୪୦ ପ୍ରତିଶତ ଥାଏ । ସେତେବେଳେ ମୋବାଇଲ ବ୍ଯାଟେରୀ ଭଲ କାମ କରିଥାଏ । ଲିଥିୟମ ଆଇରନରେ ତିଆରି ବ୍ଯାଟେରୀର ଜୀବନ କାଳ ୨ ରୁ ୩ ବର୍ଷ ହୋଇଥାଏ । ତେବେ ମୋବାଇଲ ଚାର୍ଜ କରିବା ସମୟରେ ଏହାକୁ ମଧ୍ୟମ ଚାର୍ଜ କରିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ମୋବାଇଲ ବ୍ଯାଟେରୀକୁ ସବୁବେଳେ ୧୦୦ ପ୍ରତିଶତ ଚାର୍ଜ କରୁଥାନ୍ତି ।

ତେବେ ଏହା ବହୁତ ହିଁ ଶୀଘ୍ର ଆପଣଙ୍କର ମୋବାଇଲ ବ୍ଯାଟେରୀକୁ ନଷ୍ଟ କରିଦେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ତେଣୁ ମୋବାଇଲ ଚାର୍ଜ କରିବା ସମୟରେ ମୋବାଇଲ ଚାର୍ଜିଙ୍ଗ ଯେପରି ୧୦୦ ପ୍ରତିଶତ ନହୁଏ । ସେଥିପ୍ରତି ସବୁବେଳେ ସତର୍କ ରହିବା ଉଚିତ । ତେବେ ମୋବାଇଲ ଚାର୍ଜକୁ ଶୂନ ପ୍ରତିଶତ ସବୁବେଳେ କରି ପୁଣି ଥରେ ଚାର୍ଜ କରିବା ମଧ୍ୟ ଜମାରୁ ଭଲ ହୋଇନଥାଏ ।

ତେଣୁ ମୋବାଇଲରେ କିଛି ଚାର୍ଜ ଥିବା ସମୟରେ ହିଁ ଯଦି ଦରକାର ପଡିଥାଏ । ତାହାକୁ ଆଉ କିଛି ସମୟ ଚାର୍ଜ କରି ମଧ୍ୟମ ଧରଣର ଚାର୍ଜିଙ୍ଗରେ ହିଁ ରଖିବା ଉଚିତ । ତେବେ ଯଦି ବିସ୍ତାର ଭାବେ କହିବା । ତେବେ ୦ କିମ୍ବା ୧୦୦ ପ୍ରତିଶତ ଚାର୍ଜରେ ଫୋନକୁ ରଖିବା ଅନୁଚିତ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *