ମୋ ପୁଅକୁ ମାରିଦେଲା ରାଣୀ ପଣ୍ଡା ,ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା ପରିବାର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର ଆକ୍ସିଡେଣ୍ଟ ରେ ଜଣେ ଯୁବକ ଯାହାଙ୍କ ନାମ ସୁକାନ୍ତ, ତାଙ୍କର ମୃ-ତ୍ୟୁ ଘଟିଛି । ଏହାକୁ ନେଇ ଯୁବକ ଙ୍କ ମା’ କଣ କହିଛନ୍ତି ଆସନ୍ତୁ ଜାଣିନେବା । ମୃ-ତ ଯୁବକଙ୍କ ମା’ ଏହା କହି କାନ୍ଦିଛନ୍ତି ଯେ ରାଣୀ ଗାଡିରେ ତାଙ୍କ ପୁଅ ଙ୍କ ଜୀବନ ଯାଇଛି ମଦ ପିଇ ଗାଡି ଚଳାଇ ରାଣୀ ତାଙ୍କ ପୁଅ ଙ୍କୁ ମାରି ଦେଇଛି । ବର୍ତ୍ତମାନ ସେମାନେ କେମିତି ଚଳିବେ ?

ଗାଡି ଚଢାଇ ତାଙ୍କ ଭେଣ୍ଡିଆ ପୁଅଙ୍କୁ ମାରିଦେଇଛନ୍ତି ଏଥି ନିମନ୍ତେ ଯଥାଶୀଘ୍ର ତାଙ୍କୁ ଗିରଫ କରି ନ୍ୟାୟ ନିମନ୍ତେ ଦାବୀ କରିଛନ୍ତି । ତେବେ କିଭଳି ଏହି ମନ ସମ୍ଭାଳିବ ? ଛୁଆ ପିଲା ସଂସାରକୁ ଛାଡି ଘରର ସୁନାପୁଅ ବର୍ତ୍ତମାନ ଚାଲି ଯାଇଛି । ମା’ କାନ୍ଦି କାନ୍ଦି ଏହା ମଧ୍ୟ କହିଛନ୍ତି ଯେ ପରିବାରରେ ପାଲା ହେଉଥିଲା ସମ୍ପର୍କୀୟଙ୍କର । ପାଲା ସାରିବା ପରେ ଖାଇକି ସେ ବାହାରି ପଡିଥିଲେ ପ୍ରାୟ ୯ ଟା ରେ ।

ଖବର ଆସିଲା ୧୦ ରେ ଯେ ଏହିଭଳି ଦୁର୍ଘଟଣା ଘଟିଛି । ତେବେ କାନ୍ଦି କାନ୍ଦି ଚେତାଶୁନ୍ୟ ହୋଇଯାଉଛନ୍ତି ଘରଲୋକ । ତଥାପି ରହିଛି ରାଣୀ ପଣ୍ଡା ଙ୍କ ଉପରେ କ୍ଷ୍ୟୁବ । କାରଣ ରାଣୀ ପଣ୍ଡା ତାଙ୍କ ଘରର ଭେଣ୍ଡିଆ ପୁଅଙ୍କୁ ଛଡାଇ ନେଇଛନ୍ତି । ମା’ ଠାରୁ ପୁଅ କୁ ସ୍ତ୍ରୀ ଠାରୁ ସ୍ଵାମୀ ଙ୍କୁ ଏବଂ ପିଲା ଙ୍କ ଠାରୁ ବାପା ଙ୍କୁ ଛଡାଇ ନେଇଛନ୍ତି ।

ଉଭୟ ଏହିଭଳି ଅଲଗା ହୋଇଯାଇଛନ୍ତି ଯେ ସେମାନେ ଆଉ କେବେ ମଧ୍ୟ ମିଶି ପାରିବେ ନାହିଁ । ଏହିଭଳି ମଦ୍ୟପାନ କରି ଗାଡି ଚଳାଇଲେ ଯେ ତାଙ୍କର ସବୁକିଛି ଛଡାଇ ନେଲେ ବୋଲି ଅଭିଯୋଗ କରିଛନ୍ତି ସୁକାନ୍ତ ବେହେରା ଙ୍କ ପରିବାର ଲୋକେ । ସେମାନେ ଅଭିଯୋଗ କରି କହିଛନ୍ତି ଯେ ରାଣୀ ପଣ୍ଡା ଙ୍କୁ ଗିରଫ କରାଯାଉ ।

ତାଙ୍କର ଅବହେଳା ପାଇଁ ଆଜି ଏହିଭଳି ଘଟିଯାଇଛି । ଡାଳଖାଇ ମନ୍ଦିର ସାମ୍ନାରେ ରାଣୀ ଙ୍କ କାର ସୁକାନ୍ତ ଙ୍କ ବାଇକ ଧକ୍କା ମାରିଥିଲା ଏହା ଫଳରେ ରାସ୍ତା କଡକୁ ଛିଟିକି ପଡିଥିଲେ ସୁକାନ୍ତ । ଗୁରୁତ୍ଵର ଅବସ୍ଥା ସମୟରେ ଡାକ୍ତର ଖାନାରେ ଚିକିତ୍ସ୍ୟା ସମୟରେ ସୁକାନ୍ତ ଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହା ସୁକାନ୍ତ ଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *