ମୋ ପାଇଁ ଆସିଛି ଖୁସିର ମୂହୁର୍ତ୍ତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ମୋ ପାଇଁ ଆସିଛି ସେହି ଖୁସିର ମୂହୁର୍ତ୍ତ । ଗୋଟିଏ ଝିଅ ପାଇଁ ସବୁଠାରୁ ବଡ ବିବାହ ହୋଇଥାଏ । ତାହା ପୁଣି ନିଜ ମନପସନ୍ଦର ବ୍ୟକ୍ତି ଙ୍କ ସହିତ । ଥାନାରେ ଦିନେଶ ଙ୍କୁ ବିବାହ କରିବା ଖବର ଶୁଣି ଦୀପିକା ବହୁତ ଖୁସି ହୋଇଯାଇଥିଲେ । ଦିନେଶ ଙ୍କ ସହିତ ମିଶିବା ପରେ ତାଙ୍କୁ ସ୍ଵାମୀ ଭାବି ନେଇଥିଲେ । ଏଥି ନିମନ୍ତେ ସେ ଦିନେଶ ଙ୍କୁ ବିବାହ କଥା କହିଥିଲେ ବୋଲି କହିଛନ୍ତି ଦୀପିକା ।

ଏହାପ ରେ ସେ ମଧ୍ୟ ରାଜି ହୋଇ ପୋଲିସ ଷ୍ଟେସନ ରେ ବିବାହ କରିବେ ବୋଲି କହିଥିଲେ । କଥାବାର୍ତ୍ତା ଫାଇନାଲ ହୋଇସାରିଥିଲା । ସବୁ ଆରେଞ୍ଜ ମଧ୍ୟ ହୋଇସାରିଥିଲା । ମାତ୍ର ସଠିକ ସମୟରେ ଦିନେଶ ଙ୍କ ମା’ ଆସି ସବୁକିଛି ଓଲଟପାଲଟ କରିଦେଲେ । ସେ ଚାହୁଁଥିଲେ ତାଙ୍କ ପୁଅ ଜେଲ ଜିବ ପଛେ ଦୀପିକାଙ୍କୁ କିନ୍ତୁ ବିବାହ ନ କରନ୍ତୁ ।

ସେଥିପାଇଁ ଦିନେଶ ଜେଲ ଗଲେ । ଦିନେଶ ଙ୍କ ମା’ ଭାବିଲେ ପଇସା ଦେଇ ଦୁଇ ଦିନ ମଧ୍ୟରେ ଦିନେଶ ଙ୍କୁ ଥାନାରୁ ବାହାର କରିଦେବେ । ମାତ୍ର ଗର୍ବ ସବୁବେଳେ ରୁହେନାହିଁ । ପଇସା ଦେଇ ସବୁକିଛି କରିବା ସମ୍ଭବ ନୁହେଁ । ସେ ଦିନେଶ ଙ୍କୁ ମୁକୁଳେଇ ପାରିଲେ ନାହିଁ ଯେଉଁଥି ପାଇଁ ଦିନେଶ ୪ ମାସ ଥାନାରେ ରହିଲେ । ମାତ୍ର ଏଥିରେ ଦୀପିକା ଙ୍କ ର କିଛି ମଧ୍ୟ ଭୁଲ ନାହିଁ ବୋଲି ସେ କହିଛନ୍ତି ।

ଯଦି ଗୋଟିଏ ମା’ ନିଜ ପୁଅର ଭଲ ଚାହିଁଥାନ୍ତେ ତେବେ ଗୋଟିଏ ପୁଅକୁ କେବେ ହେଲେ ଜେଲ ପଠାଇ ନଥାନ୍ତେ । ପଇସା ବଳରେ ସେ ସବୁକିଛି କୁ ନିଜ ହାତ ମୁଠାରେ ଆଣିବାକୁ ଚାହୁଁଥିଲେ । ଆଇନ ଆଗରେ କାମ କରିଲା ନାହିଁ ତାଙ୍କ ଚାଲ । ତେବେ ଯଦି ପ୍ରକୃତରେ ସେ ଦିନେଶ ଙ୍କ ଭଲ ଚାହିଁଥାନ୍ତେ ତେବେ ସେ କେବେ ଦିନେଶ ଙ୍କୁ ଜେଲ ଦେବାକୁ ଦେଇନଥାନ୍ତେ ।

ନିଜ ପୁଅର ଭବିଷ୍ୟତ ବିଗାଡିବା ସହିତ ଗୋଟିଏ ଝିଅର ଜୀବନ କରିଲେ ସେ । ଦୀପିକା ଚିନ୍ତା କରିଛନ୍ତି ଯେ ଦିନେଶ ଙ୍କ ସହିତ ଯଦି ତାଙ୍କର ବିବାହ ହୋଇଯାଇଥାନ୍ତା ତେବେ ତାଙ୍କୁ ଏତେ କଷ୍ଟ ସହିବାକୁ ହୋଇ ନଥାନ୍ତା । ଦୀପିକା ଏହା ମଧ୍ୟ କହିଛନ୍ତି ଯେ ସେ ରାଗରେ ହୁଏତ ଦିନେଶ ଙ୍କୁ ବହୁତ କିଛି କହିଥିବେ ମାତ୍ର ତାଙ୍କ ମନରେ ଦିନେଶ ଙ୍କ ନିମନ୍ତେ କେବଳ ଭଲ ପାଇବା ଅଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *