‘କମ୍ପାନୀ ମୋ କୁଳ ବୁଡେଇ ଦେଲା’ ମୁଣ୍ଡ ବାଡେଇ କାନ୍ଦୁଛି ବୁଢ଼ୀ ମା’, କୁନି ଝିଅ ଆଖିରୁ ଶୁଖୁନି ଲୁହ, ମୋ ବାପାକୁ ଟିକେ ଦେଖିବି…Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବିଦେଶରେ ଓଡିଆ ଶ୍ରମିକଙ୍କ ମୃ-ତ୍ୟୁ ହୋଇଛି । ଗଞ୍ଜାମ ଖାଲିକୋଟରୁ ସାମ୍ନାକୁ ଆସିଛି ଦା-ଦ-ନ ଦୁଃଖର କରୁଣ ଚିତ୍ର । ଖାଲିକୋଟ ଥାନା ଅନ୍ତର୍ଗତ କମଳା ପଦର ଗ୍ରାମର ପ୍ରଦୀପ ପାହାନ କିଛି ବର୍ଷ ତଳେ ଏକ ଏଜେଣ୍ଟ ମାଧ୍ୟମରେ ସୁଦୂର ଉମାନ ଯାଇଥିଲେ । ସେଠାରେ ସେ ଡଲଫିନ ଟ୍ରେନିଙ୍ଗ ଆଣ୍ଡ ଇନଭେସ୍ଟମେଣ୍ଟ ଏଲଏଲସିରେ କାମ କରୁଥିଲେ । ଗତ ମଙ୍ଗଳବାର ଦିନ ସେଠାରେ ଥିବା କିଛି ଓଡିଆ ଶ୍ରମିକ ପରିବାର ଲୋକଙ୍କୁ ଖବର ଦେଲେ ଯେ ପ୍ରଦୀପଙ୍କ ମୃ-ତ୍ୟୁ ଘ-ଟି-ଛି ।

ତାଙ୍କ ମୃ-ତ ଶରୀର ସେଠାକାର ରୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃ-ତ୍ୟୁ ଖବର ଶୁଣି ପରିବାର କା-ନ୍ଦ ବୋ-ବା-ଳି-ରେ ଫା-ଟି ପ-ଡି-ଲେ । ପରିବାର ଲୋକ ପ୍ରଦୀପଙ୍କ ମୃ-ତ ଶରୀରଙ୍କୁ ତାଙ୍କ ଜନ୍ମ ଭୂମିକୁ ଫେ-ରା-ଇ ଆଣିବାକୁ ଅକୁଳ ନିବେଦନ କରୁଛନ୍ତି । ପ୍ରଦୀପଙ୍କ କୁନି ଝିଅ ଆଖିରୁ ଲୁହ ବନ୍ଧ ହେଉ ନାହିଁ । ଝିଅ କହୁଛି ‘ମୋ ବାପାକୁ ଫେରାଇ ଆଣ ମୋ ବାପାକୁ ଟିକେ ଦେଖିବି’ ।

ଅନ୍ୟ ପକ୍ଷରେ ବୁଢୀ ମାଟି ମୁଣ୍ଡ ବାଡେଇ କାନ୍ଦୁଛି । ବୁଢୀ ମା କହୁଛି ‘କମ୍ପାନୀ ମୋ କୁଳ ବୁ-ଡେ-ଇ ଦେଲା ମୋ ପୁଅର ମ-ଲା ମୁହଁ ଟିକେ ଦେଖିପାରୁ ନାହିଁ’ । ପ୍ରଦୀପଙ୍କ ସ୍ତ୍ରୀଙ୍କ ଅବସ୍ଥା ବହୁତ ସ୍ଵଚନୀୟ ଅଛି ସେ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଉଛନ୍ତି । ତାଙ୍କ ସ୍ତ୍ରୀର ମୁଣ୍ଡ ଉପରେ ଚ-ଡ-କ ପ-ଡି-ଯାଇଛି । ତାଙ୍କ ସ୍ତ୍ରୀ କସ୍ତୁରୀ ପାହାନଙ୍କ ମତରେ-‘କମ୍ପାନୀ ନେଇ ହ-ଇ-ରା-ଣ କରିଲା । କମ୍ପାନୀ ଗାଁଙ୍କୁ ଛାଡିଲା ନାହିଁ, ଟଙ୍କା ଦେଲା ନାହିଁ କି ଖାଇବା ପିଇବାକୁ ଦେଲା ନାହିଁ ।

କମ୍ପାନୀ ମୋ ସ୍ଵାମୀର ମ-ଲା ଶ-ବ-କୁ ଆଜି ଛାଡି ଦେବି କାଲି ଛାଡି ଦେବି କହି ଛାଡୁ ନାହିଁ । ମ-ରି-ବା-ର ଦୁଇ ଦିନ ପରେ ଆମକୁ ଏହାର ସୂଚନା ଦିଆ ଯାଇଛି । ଆମକୁ ବାହାର ଲୋକ ଜଣାଇଲେ କମ୍ପାନୀ ଆମକୁ କିଛି ଜଣାଉ ନାହିଁ । ସରକାରଙ୍କୁ ମୁ କେବଳ ଏତିକି ଅନୁରୋଧ କରୁଛି ଯେ, ମୋ ସ୍ଵାମୀର ଶ-ବ-କୁ ଏଠିକି ଆଣନ୍ତୁ ଓ ମୋ ପରିବାର କେମିତି ବଞ୍ଚିବେ ଟିକେ ବିଚାର କରନ୍ତୁ’ ।

ବନ୍ଧୁଗଣ ଏହି ପରିକା ଆଶ୍ଚର୍ଯ୍ୟ ଜନକ ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ବହୁତ ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *