Raimohan ଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତା Mitu Mithun, କାନ୍ଦି କାନ୍ଦି କହିଲେ “ଠିକସେ ତଦନ୍ତ ନ ହେଲେ ନବୀନ ନିବାସ ଆଗରେ ମୁଁ ଆତ୍ମହୁତି ଦେବି” ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଇମୋହନ ପରିଡା ଆଉ ନାହାଁନ୍ତି । କେଉଁ ଏକ କାରଣ ବଶତ ଦିଗଜ୍ଜ ଅଭିନେତା ରାଇମୋହନ ପରିଡା ଆତ୍ମହତୟଆ କରିଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ସବୁବେଳେ ହସୁଥିବା ବ୍ୟକ୍ତି ଆଜି ହଠାତ କଣ ପାଇଁ ଏଭଳି ପଦକ୍ଷପା ନେଲେ ତାହା ମଧ୍ୟ କେହି ସଠିକ ଭାବରେ କହି ପାରୁ ନାହାଁନ୍ତି । ପରିବାର କହିଲେ ରାଇମୋହନ ଙ୍କ ଝିଅ ଏବଂ ତାଙ୍କ ସ୍ତ୍ରୀ । ଏବଂ କୌଣସିଥିରେ ତାଙ୍କର ଅଭାବ ନଥିଲା । ଏହା ବ୍ୟତୀତ କୌଣସି ମାନସିକ ଚିନ୍ତା ମଧ୍ୟ ନଥିଲା ।

ତେବେ କେଉଁ କାରଣ ବଶତ ଏଭଳି ପଦକ୍ଷପ ଗ୍ରହଣ କରିଲେ ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତମାନ ଅଭିନେତା ମିଟୁ ମିଥୁନ କହିଛନ୍ତି ଯେ ଏହି କଥା ଏକ ସାଧାରଣ କଥା ନୁହେଁ କାରଣ ଯେତେ ଥିଲେ ଫିଲ୍ମ ବାଲା ସବୁ ମରି ସାରିଲେଣି ଆଉ ନାହାଁନ୍ତି । ସେ କହିଛନ୍ତି ଯେ ଯାହାଠାରୁ ହାତ ଧରି ଶିଖିଥିଲୁ ଆମ୍ଭେ ଅଭିନୟ, ଆଉ ରାଇ ଭାଇ ପ୍ରେସ ମି-ଡି-ଆ କୁ ବେସୀ ଆସନ୍ତି ନାହିଁ ।

ରାଇମୋହନ ପରିଡା ଗୋଟିଏ ଲୋକ ଯେ ସମସ୍ତଙ୍କୁ ଶିଖାନ୍ତି ସେ ଲୋକ ଆଉ ନାହାଁନ୍ତି । ଏତିକି କହୁଛି ଯେ ଏଇ ମୃତ୍ୟୁ ବାବଦକୁ ସଠିକ ଭାବରେ ତଦାରଖ ହେଉ ଏତିକି ଅନୁରୋଧ । ତେବେ ଏହିଭଳି ମର୍ମାହତ ହୋଇ କହିଛନ୍ତି ଅଭିନେତା ମିଟୁ ମିଥୁନ । ଯାତ୍ରା ଜଗତରେ ସେ ବେସ ପରିଚିତ ଥିଲେ ।

ଚଳଚିତ୍ର ରେ ନିଜର ଅବିସ୍ମରଣୀୟ ଅଭିନୟ ଜରିଆରେ ସେ ଲୋକ ମାନଙ୍କ ହୃଦୟରେ ଦୀର୍ଘ ବର୍ଷ ଧରି ରାଜ କରିଆସିଥିଲେ । ରାଇମୋହନ ଙ୍କ ପରଲୋକ ନିଶ୍ଚିତ ଭାବରେ ଓଡିଶା ପାଇଁ ସବୁଠାରୁ ବଡ କ୍ଷତି । ସୁ-ଇ-ସା-ଇ-ଡ କୁ ସେ ବହୁତ ଘୃଣା କରନ୍ତି କିନ୍ତୁ ଆଜି ସେ ହଠାତ ଏହିଭଳି ପଦକ୍ଷପ କାହିଁକି ନେଲେ ?

ଓଡିଶା ରେ ବହୁତ କମ ଦେଖିବାକୁ ମିଳେ ରାଇମୋହନ ଙ୍କ ଭଳି ଅଭିନେତା ଙ୍କୁ । ସିନେ ଇଣ୍ଡଷ୍ଟ୍ରୀ ପାଇଁ ଏହା ବହୁତ ବଡ ଝଟକା । ସମସ୍ତ ପରିସ୍ଥିତି ର ସାମ୍ନା କରୁଥିବା ବ୍ୟକ୍ତି ଆଜି କଦାପି ସୁଇସାଇଡ କରିନପାରେ ବୋଲି ଅନ୍ୟ ଅଭିନେତା ମାନେ ମନ୍ତବ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *