“ଜନସାଧାରଣଙ୍କ ସାମ୍ନାରେ College ଆଗରେ କିସ ଦିଆ ଦି ହେଉଥିଲେ….ଗାଡିରୁ ଓହ୍ଲେଇକି ଢୋ କି ଦେଲି ତ ସେମାନେ…’ କଣ କହିଲେ Mitu Mithun

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ମିଟୁ କହିଛନ୍ତି ଯେ ୩ ବର୍ଷ ହେଲା ଓଡିଆ ସିନେମା ଆଦୌ ଚାଲୁ ନଥିଲା । ମାତ୍ର ବର୍ତ୍ତମାନ ଜଗନ୍ନାଥ ଙ୍କ କୃପା ହେଇଛି ପୁନ୍ନର୍ବାର ସେହି ଲୋକ ଅମିୟ ପଟ୍ଟନାୟକଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ କମାଲ କରି ଦେଖାଇଛନ୍ତି । “ଦମନ” ଫିଲ୍ମ ବର୍ତ୍ତମାନ ଏଭଳି ରେକର୍ଡ କରିଛି ତାହା ବର୍ତ୍ତମାନ ବିଶ୍ଵସ୍ତରରେ । ଏହା ସହିତ ପ୍ରତୀକ୍ଷା ର ଅନ୍ତ ଘଟିବାକୁ ଯାଉଛି ଡିସେମ୍ବର ୨ ତାରିଖରେ ।

ଅନୁପମ ପଟ୍ଟନାୟକ ଯେଉଁ ପଦକ୍ଷପ ନେଇଛନ୍ତି ବର୍ତ୍ତମାନ ଓଡିଆ ସିନେମା ଉପରକୁ ନିଶ୍ଚିତ ଭାବରେ ଉଠିବ । ମାତ୍ର ପୂର୍ବରୁ ଯେଉଁ ମେଲୋଡ୍ରାମା ହେଉଥିଲା ତାହା କରିଲେ ଆଦୌ ଫିଲ୍ମ ଚାଲିବ ନାହିଁ । ବର୍ତ୍ତମାନ ଆଉ ଏକ ଚଳଚିତ୍ର “ପ୍ରତୀକ୍ଷା” ମଧ୍ୟ ଲୋକପ୍ରିୟତା ହାସଲ କରିବ ବୋଲି ବିଶ୍ଵାସ ରହିଛି । ଅନୁଭବ ମହାନ୍ତି ମଧ୍ୟ ବର୍ତ୍ତମାନ ଲଣ୍ଡନ ରେ ସୁ-ଟି-ଙ୍ଗ କରୁଛନ୍ତି, ବର୍ତ୍ତମାନ ସମୟ ଆସିଗଲା ଏହିଭଳି ଚଳଚିତ୍ର ସବୁ ଗୋଟେ ପରେ ଗୋଟେ ନିର୍ମାଣ ହେବ ।

ଅଭିନେତା ମିଟୁ ଆଜିର ଯୁବପିଢୀ ମାନଙ୍କୁ ମଧ୍ୟ କିଛି ସନ୍ଦେଶ ଦେଇଛନ୍ତି ତେବେ ଆସନ୍ତୁ ଜାଣିନେବା ତାହା କ’ଣ ଅଟେ ? ମିଟୁ କହିଛନ୍ତି ଯେ ସେ ହଠାତ କିଟ କଲେଜ ପାଖରେ ଦେଇ ଯାଉଥିଲେ, ହଜାର ହଜାର ଜନସାଧାରଣ ମଧ୍ୟ ଯାତାୟାତ କରୁଥିଲେ । ମାତ୍ର ପୁଅ-ଝିଅ ଚାଲି ଯାଉ ଯାଉ କିସ ଦିଆ ନିଆ ହେଉଥିଲେ ।

ଏହାପରେ ମିଟୁ ଏହା ଦେଖି ଗାଡିରୁ ଓହ୍ଲାଇ ତାଙ୍କୁ ଢୋ କି ମାଡ ମାରିଲେ ଏବଂ ସେମାନେ କାନ୍ଦି କାନ୍ଦି ଘରକୁ ଚାଲିଗଲେ । ମିଟୁ କହିଛନ୍ତି ଯେ ସେମାନେ କନ୍ଦିବା ମଧ୍ୟ ଦରକାର । ମାତ୍ର ନର୍ମାଲ ଜାଗାରେ ଏହିଭଳି ହେବା ଆଦୌ ଉଚିତ ନୁହେଁ । ଆମ୍ଭର ଯେଉଁଭଳି ସଭ୍ୟତା, ସଙ୍କୃତି ସବୁ ଲୋପ ପାଇଯିବ । ମାତ୍ର ଏଭଳି ଆଦୌ ହୁଅନ୍ତୁ ନାହିଁ ।

ଯଦି ଏଭଳି ହେବେ ତେବେ ଆଗକୁ ତାଙ୍କର ଏକ ସଂଗଠନ ଶନିମହାସଂଘ ର ନିର୍ମାଣ କରୁଛନ୍ତି ସେ ଯେଉଁଥିରେ ପିଲା ଗୋଡାଇ ଗୋଡାଇ ବାଡେଇବେ । ଓଡିଶା ମାଟିରେ ଏହିଭଳି ହେବା ଉଚିତ ନୁହେଁ । ଓଡିଶାବାସୀ ଙ୍କୁ ଅନୁରୋଧ କରି କହିଛନ୍ତି ମିଟୁ ଦାସ ଯେ ଆପଣ ମାନେ ସମସ୍ତେ ଓଡିଆ ସିନେମା ନିଶ୍ଚିତ ଭାବରେ ଦେଖନ୍ତୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *