Bollywood ଅଭିନେତା Mithun Chakraborty ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ବଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମିଥୁନ ଚକ୍ରବର୍ତ୍ତୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ମିଥୁନ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ 90 ଦଶକରେ ମିଥୁନ ଅନେକ ସୁପର ହିଟ ଫିଲ୍ମ କରିଥିଲେ ।

ତାଙ୍କ ଦମଦାର ଅଭିନୟ ଓ ତାଙ୍କ ଡ୍ୟାନ୍ସକୁ ଲୋକମାନେ ଦେଖିବା ପାଇଁ ବେସ ପସନ୍ଦ କରନ୍ତି । ସବୁବେଳେ ନିଜ ଲାଇଫ ଷ୍ଟାଇଲ ଓ ନିଜ ଫିଲ୍ମ ପାଇଁ ମିଥୁନ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମିଥୁନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟାରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବଲିଉଡର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ଅସୁସ୍ଥ ଅଛନ୍ତି । ସେ ହସ୍ପିଟାଲରେ ଥିବା ସମୟ ଫଟୋ ଏବେ ସାମ୍ନାକୁ ଆସିଛି । ତାଙ୍କ କିଡ୍ନିରେ ଷ୍ଟୋନ ହେଇଥିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତର ଖାନାରେ ଭର୍ତ୍ତି କାରାଯାଇଥିଲା । ଏନେଇ ମିଥୁନଙ୍କ ପୁଅ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ମିଥୁନ ସୁସ୍ଥ ଅଛନ୍ତି ଓ ଡାକ୍ତର ଖାନାରୁ ମିଥୁନ ଡିଶ୍ଚାର୍ଜ ମଧ୍ୟ ହୋଇ ସାରିଛନ୍ତି । ସେପଟେ ମିଥୁନଙ୍କ ଅସୁସ୍ଥ ଫଟୋ ଆସିବା ପରେ ଅସ୍ଥିର ହୋଇଯାଇଥିଲେ ମିଥୁନଙ୍କ ଫ୍ୟାନ୍ସ । ହେଲେ ବନ୍ଧୁଗଣ ବର୍ତ୍ତମାନ ମିଥୁନ ସୁସ୍ଥ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *