ମିନତୀ ବହିଦାର କହିଲେ ‘ଗୋପାଳ ଦାସ ନବ ଦାସକୁ ମାରିନି ତା’କି ଆଉ କିଏ ମାରିଛି, କାରଣ ଗୋପାଳ ଯେତେବେଳେ ପଛପଟୁ ଆସିଲା ସେତେବେଳକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସ କୁ ଗୋପାଳ ମା-ରିନି ତାକୁ ଆଉ କିଏ ମା-ରିଛି । ତେବେ ଏପରି କିଛି ବିଜେଡି ନେତ୍ରୀ ମିନତୀ ବହିଦାରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ମିନତୀ ବହିଦାରଙ୍କ କହିବା  ଆଧାରରେ ଗୋପାଳ ପଛ ପଟୁ ଆସୁ ଆସୁ ନବ ଦାସକୁ ଅଲରେଡି ହିଁ gulimada କରାଯାଇ ସାରିଥିଲା । ତେବେ ଯେଉଁ ଲୋକଟି କହୁଥିବା ମୁଁ ନବ ଦାସଙ୍କ ପାଦ ଧୁଳି ନେଉଆ ନେଇ ତାଙ୍କୁ କିଏ ଗୋଟେ guli mada ମା-ରିଥିଲା ।

ତେବେ ନବ ଦାସ ତ ପୁଣି ଗାଡିରୁ ବାହାରିକି କିଛି ସମୟ ଛିଡା ହେବା ପରେ ହିଁ  ପିଲାଟି ତାଙ୍କ ପାଦକୁ ମୁଣ୍ଡିଆ ମା-ରୁଥିଲା । ତେବେ ଗୋପାଳ ଦାସ ଏଠାରେ କିପରି guli ମା-ରିଥିବ ବୋଲି କାଇଁ ଭାବି ଦେଉଛ । ହୁଏତ ଗୋପାଳ ଦାସକୁ ମୋହରା ବନାଯାଇଛି । ହେଲେ ନବ ଦାସ ଗାଡିରୁ ବାହାରିବା ସମୟରେ ଆଉ କିଏ ତାଙ୍କୁ guli ମା-ରିଦେଇଛି । ହେଲେ ସେଠାରେ ଗୋପାଳ guli mada କରିଛି ବୋଲି ତା ନାମରେ ଦୋଷ ସବୁ ଦିଆ ହୋଇଗଲା ।

ତେବେ ମିନତୀ ବହିଦାରଙ୍କ କହିବା ଅନୁସାରେ ଗୋପାଳ ଯେଉଁ ପେପରରେ ମନ୍ତ୍ରୀ ନବ ଦାସ ହତୟଆ ନ୍ଯୁଜ ଦେଖି ହସୁଥିଲା ବୋଲି ଖବର ଆସିଛି । ତେବେ ଗୋପାଳ ମଧ୍ୟ ଭାବୁଥିବ । ଏହି ସବୁ ଲୋକମାନେ କଣ ଏସବୁ କରୁଛନ୍ତି । କାରଣ ସେ ମଧ୍ୟ ପୋଲିସ କର୍ମଚାରୀ ଭାବରେ କାମ କରୁଥିଲା । ତେବେ ତା’ ର ମଧ୍ୟ ନିହାତି ବୁଦ୍ଧି ଥିବ । ଏପରି ସବୁ କାମ କରିଲେ କଣ ସବୁ ପରିଣାମ ମିଳିଥାଏ ।

ତେବେ ଏହି ସବୁ ମନ୍ତ୍ରୀ ନବ ଦାସ ହତୟଆ ମାମଲାକୁ ଯେଉଁ ସବୁ ଗୋପାଳ ଉପରେ ତଦନ୍ତ ଚାଲିଛି । ଏସବୁ ଗୋଟେଗୋଟେ ପ୍ରହସନ ଚାଲିଛି । ହେଲେ ସଠିକ ଭାବରେ ତଦନ୍ତ କରିଲେ ହିଁ ଗୋପାଳ ଦାସ ମାରିଛି ନା ଆଉ କିଏ ମାରିଛି ବୋଲି ଜଣା ପଡିବ । ତେବେ ମିନତୀ ବହିଦାରଙ୍କ କହିବା ଅନୁସାରେ ନବ ଦାସର ଯିବା ପରେ ରାଜନୀତିରେ ଯେଉଁ କ୍ଷତି ସୃଷ୍ଟି ହୋଇଛି ।

ସେଥିରେ ନବ ଦାସର ଝିଅ ମାତିବାର କଣ ଦରକାର ପଡୁଛି । ନବ ଦାସ ନିଜ ପରିବାର ପାଇଁ ଯେତିକି ଛାଡିକି ଯାଇଛି । ସେହି ଟଙ୍କା ନବ ଦାସର ଘର ଲୋକେ ଆରାମରେ ଚଳିପାରିବେ । ଏହା ସହିତ ସେହି କୋଟି କୋଟି ଟଙ୍କା ମଧ୍ୟ କିଛି କିଛି ଯଦି ପଶ୍ଚିମ ଓଡିଶାର ଉନ୍ନତି ପାଇଁ ଲଗାଇବେ । ତେବେ ବହୁତ ହିଁ ଭଲ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *