Mihir Das ଙ୍କ ଏକାଦଶାହରେ ବାପାଙ୍କୁ ମନେ ପକେଇ Amlan ଯାହା କହିଲେ ନା, ଶୁଣିଲେ ଆଖିରେ ଲୁହ ରହିବନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସ୍ଵର୍ଗତ ମିହିର ଦାସ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ତେବେ ମିହିର ଯିବା ପରେ ସାରା ଓଡିଶା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ ଓ ତାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ । ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ତେବେ ସେ ଦୀର୍ଘ ଦିନ ଧରି ମିହିର କିଡ୍ନି ରୋଗରେ ପୀଡିତ ଥିଲେ ତେବେ ତାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ଓ ତାଙ୍କର ଚିକିତ୍ସା ଚଳୁଥିଲା ।  ହେଲେ ଶେଷରେ ମିହିର ଦାସ ଆମ ମାନଙ୍କୁ ଛାଡି ଚାଲିଗଲେ । ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ବଡ କ୍ଷତି ହୋଇଛି କାରଣ ତାଙ୍କ ଭଳି ଅଭିନେତା ଆଗାମୀ ସମୟରେ ମିଳିବା ବହୁତ କଷ୍ଟ କର ଅଟେ ।

ତେବେ ମିହିର ଯିବା ପରେ ତାଙ୍କ ପରିବାର ଉପରେ ମଧ୍ୟ ଦୁଃଖର ପାହାଡ ଭାଙ୍ଗି ପଡିଛି । ପୁଅ ଓ ବୋହୁ ବର୍ତ୍ତମାନ ବହୁତ ଦୁଃଖରେ ଅଛନ୍ତି । ତେବେ ଏହା ଭିତରେ ତାଙ୍କର ଦଶ କ୍ରିୟା ମଧ୍ୟ ଶେଷ ହୋଇ ଯାଇଛି । ତେବେ ଏହି ସମୟରେ ମିହିର ଦାସଙ୍କ ପୁଅ ଅମ୍ଳାନ ନିଜ ବାପାଙ୍କୁ ମନ ପକାଇ କିଛି କଥା କହିଥିଲେ ।

ତେବେ ସେ କହିଥିଲେ କି ସେ ତାଙ୍କ ବାପା ଙ୍କୁ ହରାଇଛନ୍ତି ନିଶ୍ଚିତ କିନ୍ତୁ ସବୁଠାରୁ ବଡ଼ କଥା ସେ ତାଙ୍କର ଜଣେ ଅତି ଘନିଷ୍ଠ ବନ୍ଧୁ ଏବଂ ଜଣେ ଶିକ୍ଷକ ଙ୍କୁ ସେ ହରେଇଛନ୍ତି ଏବଂ ଏହା ତାଙ୍କ ଜୀବନରେ ଏକ ଅପୁରଣୀୟ କ୍ଷତି ଯାହାକୁ କେହି ଭରି ପାରିବେ ନାହିଁ । ତେବେ ଏହା ଛଡା ସେ କହିଛନ୍ତି କି ସେ ତାଙ୍କ ବାପାଙ୍କ ଶିକ୍ଷା କୁ ତାଙ୍କ ଆଦର୍ଶ କୁ ସେ ନିଶ୍ଚୟ ନିଜ ଜୀବନରେ ପ୍ରୟୋଗ କରିବି ଏବଂ ସେ ଦେଖେଇଥିବା ରାସ୍ତାରେ ହିଁ ଯିବାକୁ ଚେଷ୍ଟା କରିବି ।

ତେବେ ନିଶ୍ଚିତ ଭାବରେ ଏହା ବହୁତ ବଡ଼ ଦୁଃଖ ର କଥା କେବଳ ଇଣ୍ଡଷ୍ଟ୍ରି ପାଇଁ ନୁହେଁ ବରଂ ଓଡ଼ିଆ ଲୋକଙ୍କ ପାଇଁ ଏହା ଏକ ଦୁଃଖ ର ବିଷୟ ତେବେ ଆମେ ସେହି ଦିଗଜ କଳାକାର ଙ୍କ ଆତ୍ମା ର ଶାନ୍ତି ପାଇଁ ପାର୍ଥନା କରୁଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *