ଅଧାକପାଳି ବା ମାଇଗ୍ରେନ ସଙ୍ଗେ ସଙ୍ଗେ ଭଲ ହୋଇଯିବ, କେବଳ କରନ୍ତୁ ଏହି 1 ଦେଶୀ ଉପାୟ- Health Tips

ବନ୍ଧୁଗଣ ଅଧାକପାଳି ବା ମାଇଗ୍ରେନ ଏକ ପ୍ରକାରର ମୁଣ୍ଡ ବିନ୍ଧା ହୋଇଥାଏ । ଏହା ମସ୍ତିସ୍କରେ ସ୍ନାୟୁ ପ୍ରଣାଳୀର ବ୍ୟାଘାତ ଯୋଗୁ ହୋଇଥାଏ । ବନ୍ଧୁଗଣ ଏହି ସମସ୍ଯା ମୁଣ୍ଡ ବା ମସ୍ତିସ୍କର ଅଧା ଅଂସକୁ ପ୍ରଭାବିତ କରିଥାଏ । ଏହି ସମସ୍ଯା ହେବା ଦ୍ଵାରା ବାନ୍ତି, ଆଲୋକ ଏବଂ ଶବ୍ଦ ପ୍ରତି ସଂବେଦନ ଶୀଳତା ବଢିଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ମାଇଗ୍ରେନ ବା ଅଧାକପାଳି ସମସ୍ଯାକୁ ସବୁଦିନ ପାଇଁ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏଜକା ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଆମର ଏହି ଉପଚାର ପାଇଁ ଆପଣଙ୍କୁ ସର୍ବ ପ୍ରଥମ ଜିନିଷର ଆବଶ୍ୟକତା ରହିଛି ରସୁଣର । ଆପଣ ମାନଙ୍କୁ ରସୁଣ ନିଜ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ ।


ପ୍ରଥମେ ଆପଣ ଏକ ପାଖୁଡା ରସୁଣ ନିଅନ୍ତୁ ଓ ଏହାର ଚୋପାକୁ ଭଲ ଭାବରେ ଛଡାଇ ଦିଅନ୍ତୁ । ଛଡାଇବା ପରେ ଆପଣ ଏହି ସମସ୍ତ ରସୁଣକୁ ଛେଚି ପେଷ୍ଟରେ ପରିଣତ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ରସୁଣ ପେଷ୍ଟକୁ ଏକ ଛଣା ସାହାର୍ଯ୍ୟରେ ଛାଣି ଏହାର ରସ ବାହାର କରିଦିଅନ୍ତୁ ।

ଏହାପରେ ଅମାର ଦୁତୀୟ ସାମଗ୍ରୀ ହେଉଛି ହେଙ୍ଗୁ, ବନ୍ଧୁଗଣ ଆପଣ ମାନଙ୍କୁ ହେଙ୍ଗୁସହଜରେ ମିଳିଯିବ । ହେଙ୍ଗୁ ମଧ୍ୟ ମାଇଗ୍ରେନ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ରସୁଣ ରସରେ ଅଧା ଚାମଚ ହେଙ୍ଗୁକୁ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବର ମିକ୍ସ କରିଦିଅନ୍ତୁ । ଏହାପରେ ଆମ ଉପଚାର ପ୍ରସ୍ତୁତ ହୋଇଯିବ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ । ବନ୍ଧୁଗଣ ଆପଣଙ୍କ ଯେଉଁ ପଟ ମୁଣ୍ଡରେ ମୁଣ୍ଡ ବିନ୍ଧା ହେଉଥିବ ଆପଣ ସେହି ପଟ ନାକରେ ଏହି ମିଶ୍ରଣର ଦୁଇ ଠୋପା ରସକୁ ପକାଇ ନାକ ବାଟେ ଟାଣି ଦିଅନ୍ତୁ । ବନ୍ଧୁଗଣ ଏହା ବହୁପରିଖିତ ଉପଚାର ଅଟେ । ଆପଣ ଏହାକୁ ନିଜ ଘର ମଧ୍ୟରେ ବହୁତ ସହଜରେ ବନେଇ ପାରିବେ ।

ଆପଣ କେବଳ ଏହାକୁ ଗୋଟିଏ ଥର ପ୍ରୟୋଗ କରିଦେଖନ୍ତୁ, ଦେଖିବେ ଆପଣଙ୍କୁ ଏହି ମାଇଗ୍ରେନ ସମସ୍ଯାରୁ ନିଶ୍ଚୟ ଆରମ ମିଳିବ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଶୀଘ୍ର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଆପଣଙ୍କ ମତାମତ କମେନ୍ଟ କରିବେ ଓ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *