‘ମୋ ଜ୍ଵାଇଁ ପୁରା ସୁନା ମୁଣ୍ଡା, ହେଲେ Mee Puch Puch ବାହାରେ ପୁରା ଭଦ୍ର ଆଉ ସରଳ, କିନ୍ତୁ ଘରେ ଉଦଣ୍ଡୀ, ଥରେ ରାଗିଗଲେ ନା…’

ଦର୍ଶକ ବନ୍ଧୁ ଖୁବ ଶୀଘ୍ର ମାତ୍ର କିଛି ଦିନ ମଧ୍ୟରେ ଆପଣ ଓ ଆମର ସଭିଏଁ ଙ୍କର ପ୍ରିୟ ମି ପୁଚ ପୁଚ ଙ୍କର ବିବାହ ହେବାକୁ ଯାଉଛି । ଏପରି ରେ ମି ଙ୍କର ବାପା ତାଙ୍କ ଜ୍ଵାଇଁ ଙ୍କର ପ୍ରଶଂସା କରି କହିଛନ୍ତି, କି ତାଙ୍କର ଜ୍ଵାଇଁ ବାସ୍ତବ ରେ ଖୁବ ଭଲ । ତାହାଛଡା ତାଙ୍କର ନିଜ ଘର ମଧ୍ୟ ଅଛି । ସେ ମଧ୍ୟ ଏକ କଳାକାର ଙ୍କ ଘରୁ ଆସୁଛନ୍ତି ।  ସେ ଏକ ଭଲ ମଣିଷ ଟିଏ ହୋଇଥିବା କାରଣ ରୁ ମି ଙ୍କର ବାପା ମି ଙ୍କର ବିବାହ କୁ ନେଇ ଅଧିକ ଚିନ୍ତା ରେ ନାହାନ୍ତି । 

ତାହାଛଡା ମି ଙ୍କର ବାପା ଙ୍କ ପାଇଁ ‘ମି’ ହେଉଛନ୍ତି ଗର୍ବ । ସେ ମି ଙ୍କର ନାମ କୁ ନେଇ ମଧ୍ୟ କହିଛନ୍ତି କି ସେ ପିଲାଦିନେ ମି ର ନାମ ମି ରଖି ନଥିଲେ । କିନ୍ତୁ ଇତିକା ଯେତେବେଳେ ଛୋଟ ଥିଲେ, ସେହି ସମୟ ରେ ତାଙ୍କ ବାପା ମୁନୁ ସାର ନିଜର କମେଡିଆନ ଅନ୍ଦାଜ ରେ ଇତିକା ଙ୍କ ସହ କଥା ହେଉଥିଲେ । ଏପରି ରେ ଧୀରେ ଧୀରେ ସମୟ ର ସହ ସେହି କମେଡି କମେଡି ରୁ ହିଁ ଇତିକା ଙ୍କର ନାମ ମି ରହି ଯାଇଥିଲା ।

ଇତିକା ଙ୍କର ବାପା ଇଣ୍ଟରଭିଉ ସମୟ ରେ କହିଥିଲେ କି ଏହା ସତ କି ଇତିକା ବା ଆପଣ ଙ୍କର ପ୍ରିୟ ମି ବାହାରେ ଖୁବ ଭଦ୍ରତା ର ସହ କଥା କହିଥାନ୍ତି, କିନ୍ତୁ ଏହା ମଧ୍ୟ ସତ କି ସେ ଘରେ ଆଦୌ ସେପରି ନୁହନ୍ତି । ତାହା ବ୍ଯତୀତ ସେ ଏହା ମଧ୍ୟ କହିଥିଲେ କମେଡି ମଧ୍ୟରେ ଦୁଇ ପ୍ରକାର ର କମେଡି ରହିଛି ।

ଯେପରି କି ଏକ ଡବଲମିନିଙ୍ଗ ବାଲା କମେଡି ଯାହା ସାଧାରଣତଃ ସମସ୍ତେ ନିଜ ଘର ଲୋକ ଙ୍କ ମଧ୍ୟ ରେ ବସି ଉପଭୋଗ କରି ପାରୁ ନଥିବେ । ତେଣୁ ସେ ସବୁବେଳେ ନିଜେ ସାଧା ସିଧା କମେଡି କରି ଲୋକ ଙ୍କ ମନ କୁ ମୁଗ୍ଧ କରିବାକୁ ଚେଷ୍ଟା କରିଥାନ୍ତି । ତାହା ସହ ସେ ଇତିକା କୁ ମଧ୍ୟ ଏହା ପାଇଁ ପ୍ରେରିତ କରିଥାନ୍ତି । ମୁନୁ ସାର ନିଜର ଓ ଇତିକା ମଧ୍ୟ ରେ ଥିବା ସମ୍ପର୍କ କୁ ନେଇ କହିଛନ୍ତି କି ଯଦି ତାଙ୍କୁ ମି ଙ୍କର ଯଦି କିଛି କାର୍ଯ୍ୟ ଭଲ ଲାଗି ନତହେ ତେବେ ସେ ତତକ୍କ୍ଷଣାତ ହିଁ ତାହାକୁ କହି ଦେଇଥାନ୍ତି ।

ତାହାଛଡା ଇତିକା ଯେଉଁ ତୀବ୍ରତା ର ସହ ସ୍କ୍ରିପ୍ଟ ମାନ ଲେଖିଥାନ୍ତି, ତାହାକୁ ନେଇ ସେ ଖୁବ ଗର୍ଭାନୁଭବ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *