‘ମି ପୁଚ୍ ପୁଚ୍ ଏବେ ଏକା ନୁହେଁ, ସେ ମୋର ସୁନା ବୋହୁ, ଆମେ ପୁଅ ଶ୍ଵଶୁର ଶାଶୁ ମିଶିକି ସମସ୍ତେ ଭିଡିଓ ବନେଇବୁ ଆଉ ଲୋକଙ୍କୁ…’:

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡି କରି ଦର୍ଶକ ଙ୍କୁ ହସାଉଥିବା ମି ପୁଚ୍ ପୁଚ୍ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହାକୁ ନେଇ ତାଙ୍କ ଶ୍ଵଶୁର କଣ କହିଛନ୍ତି ? ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ମି ପୁଚ୍ ପୁଚ୍ ଙ୍କ ଶ୍ଵଶୁର କହିଛନ୍ତି ଯେ ସମସ୍ତଙ୍କର ଜଣାଶୁଣା ହେଉଛନ୍ତି ମି ପୁଚ୍ ପୁଚ୍ । ମି ପୁଚ୍ ପୁଚ୍ ତାଙ୍କ ଘରକୁ ଗୋଟିଏ ଇଣ୍ଟରଭିୟୁ ନେବାକୁ ଆସିଥିଲେ ।

ଇଣ୍ଟରଭିୟୁ ନେବା ପରେ ତାଙ୍କ ସ୍ତ୍ରୀ ମି ପୁଚ୍ ପୁଚ୍ କୁ ଦେଖିଲେ । ଏହାପରେ ତାଙ୍କ ସ୍ତ୍ରୀ ଙ୍କୁ ମି ପୁଚ୍ ପୁଚ୍ ଙ୍କୁ କଥା, ବ୍ୟବହାର ସବୁ ଭଲ ଲାଗିଲା । ଏହାପରେ ଇଣ୍ଟରଭିୟୁ ସାରି ଯେତେ ବେଳେ ସେ ଚାଲିଗଲେ, ସ୍ତ୍ରୀ କହିଲେ ଯେ ପୁଅର ବିବାହ ମି ପୁଚ୍ ପୁଚ୍ ସହିତ କରିଲେ କିଭଳି ହେବ ? ପ୍ରଥମେ ଶ୍ଵଶୁର ବିରକ୍ତି ହୋଇଥିଲେ । ଏହା ପରେ ପରେ ବୁଝି ରାଜି ହେଲେ ବିବାହ କରାଇବା ନିମନ୍ତେ ।

ମି ପୁଚ୍ ପୁଚ୍ ଙ୍କ ଶ୍ଵଶୁର କହିଛନ୍ତି ଯେ ଭଗବାନ ଙ୍କ ଦୟାରୁ ତାଙ୍କ ବୋହୂ ସୁନା ବୋହୂଟିଏ ହେବ । ଶ୍ଵଶୁର ଏହା ମଧ୍ୟ କହିଛନ୍ତି ଯେ ମି ପୁଚ୍ ପୁଚ୍ ଗୋଟିଏ ସ୍କଲର ଷ୍ଟୁଡେଣ୍ଟ, ଗୋଟିଏ ଲେକ୍ଚର ମଧ୍ୟ ଅଛନ୍ତି ତଥା ସେ ଜଣେ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ ଅଟନ୍ତି । ବିବାହ ବର୍ତମାନ ହୋଇନାହିଁ ବ୍ୟବହାର ବହୁତ ଭଲ ତାଙ୍କର ବୋଲି କହିଛନ୍ତି । ପ୍ରତ୍ୟକ ଦିନ ନିଜ ଶାଶୁ ଶ୍ଵଶୁର ଙ୍କ ପାଖକୁ ମି ପୁଚ୍ ପୁଚ ଫୋନ କରି ସବୁ କଥା ବୁଝନ୍ତି ।

ବର୍ତ୍ତମାନ ରିଙ୍ଗ ସେରିମନି ସରିଯାଇଛି ତଥା ଯାଇ ରଗଡା ମଧ୍ୟ ସରି ଯାଇଛି । ଜଗନ୍ନାଥ ଙ୍କ ପାଖକୁ କାର୍ଡ ମଧ୍ୟ ଚାଲିଗଲାଣି, ଖାଲି ଅପେକ୍ଷା ରହିଛି ହାତଗଣ୍ଠି କୁ । ମି ପୁଚ୍ ପୁଚ୍ ଙ୍କ ଶ୍ଵଶୁର ଅରବିନ୍ଦ ଶଢଙ୍ଗୀ ଘରକୁ ଏହିଭଳି ଦକ୍ଷତା ରେ ପରିପୂର୍ଣ୍ଣ ଥିବା ବୋହୂ କୁ ଆଣିବେ ବୋଲି ବହୁତ ଖୁସି ଅଛନ୍ତି ।

ବିବାହ ପରେ ମି ପୁଚ୍ ପୁଚ୍ ଯେଉଁଥି ଲାଗି ଆଜି ଫେମସ ତାକୁ ତାଙ୍କ ଶ୍ଵଶୁର ବନ୍ଦ କରିବାକୁ ଦେବେନି ଅର୍ଥାତ ବିବାହ ପରେ ମଧ୍ୟ ସେ ଏହିଭଳି ଭାବରେ ଅଭିନୟ କରିବେ ବୋଲି ଶ୍ଵଶୁର ଅରବିନ୍ଦ ଶଢଙ୍ଗୀ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *