ହାସ୍ୟ ଅଭିନେତା Jogesh (ଜୋଜା) ଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ହେଲେ ଭର୍ତ୍ତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେସ ଯୋଯୋ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ହାସ୍ୟ ଅଭିନେତା ଯୋଗେସ ଯୋଯୋଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ଯୋଗେସ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଯୋଗେସ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ପାଇଛନ୍ତି । ତେବେ ବନ୍ଧୁଗଣ ଆସିବା ଦିନରୁ ଯୋଗେସ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ।

ସେ ନିଜର ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଯୋଗେସ ଏକ ସମ୍ବଲପୁରୀ ଫିଲ୍ମ କରିବା ପାଇଁ ଅନେକ କଷ୍ଟ କରିଛନ୍ତି । ସେହି ଫିଲ୍ମ କରିବା ପରେ ବି ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏମିତି କି ଯୋଗେସ ଜୋଜୋଙ୍କୁ କିଛି ଲୋକ କିଡ୍ନାପ ମଧ୍ୟ କରି ଧମକ ଦେଇଥିଲେ ।

ଆଉ ଏବେ ଯୋଗେସ ଜୋଜୋଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଯୋଗେସ ଜୋଜୋ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସମ୍ବଲପୁର ଶାନ୍ତି ନଗର ସ୍ଥିତ ନିଜ ଷ୍ଟୁଡିଓରେ ଗତକାଲି ସଂଦ୍ଧ୍ୟାରେ ବିଶ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସହଯୋଗୀ ମାନେ ଯୋଯୋଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ ଚିକିତ୍ସାପାଇ ଭର୍ତ୍ତି କରିଛନ୍ତି। ଆତ୍ମହତ୍ୟା ଉଦ୍ୟମ କାରଣ ଅସ୍ପଷ୍ଟ ରହିଛି । ସେପଟେ କଣ ପାଇ ଜୋଜୋ ଥାନାରୁ ନିଜ କେଶ କୁ ଫେରାଇ ନେଲେ । ତାହା କେହି ଜାଣି ନାହାନ୍ତି । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ଟ୍ୱିଟର ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି ଜୋଜୋ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜୋଜୋ ଲେଖିଛନ୍ତି,ଏବେ ଦୁନିଆ ଛାଡି ଯିବା ପରେ ସତ ସମ୍ନାକୁ ଆସିବ ସେହି ସମୟରେ ଜୋଜୋ ନଥିବ । ସମସ୍ତେ ଭଲରେ ରୁହନ୍ତୁ ମାଁ ସମଲେଶ୍ଵରୀ ପାଖରେ ଏତିକି ପ୍ରାର୍ଥନ ।  ଏଭଲି ଆତ୍ମହତ୍ୟା ଉଦ୍ୟମ ପୁର୍ଵରୁ ନିଜ ୟୁଟୁବ ଆକାଉଣ୍ଟରେ ଲେଖି ପୋଷ୍ଟ କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଯୋଗେସ ମେଡିକାଲରେ ଅଛନ୍ତି ଆଉ ତାଙ୍କର ଚିକିତ୍ସା ଚାଲିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *