ସୋସିଆଲ ମିଡିଆରେ ବିଜ୍ଞାପନ ଦେଲେ ମେଧାବୀ ଛାତ୍ର ବିଶ୍ଵନାଥ, ମାତ୍ର ଲକ୍ଷେ ଟଙ୍କା ଦେଲେ ବିକିଦେବି ମୋ OTET ସାର୍ଟିଫିକେଟ, ଏହା ପଛର କାରଣ ଆପଣଙ୍କୁ ହତବାକ କରିଦେବ…

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଲକ୍ଷେ ଟଙ୍କାରେ ବିକି ଦେବି ସାର୍ଟିଫିକେଟ ଚାକିରି ନାହିଁ ସାର୍ଟିଫିକେଟ ରଖି କି ଲାଭ । ସୋସିଆଲ ମିଡିଆରେ ଦେଲେ ସରତିଫିକେଟ ବିକ୍ରି ପାଇଁ ବିଜ୍ଞାପନ । ମୋର କାମରେ ଆସୁନି ଆଉ କାହାର କାମରେ ଆସୁ । ବନ୍ଧୁଗଣ ଏ ବିଜ୍ଞାପନ ଦେଖନ୍ତୁ । ମୁଁ ମୋ OTET ସାର୍ଟିଫିକେଟ ବିକ୍ରି କରିବା ପାଇଁ ଚାହୁଁଛି, କିଏ କିଣିବା ପାଇଁ ଚାହୁଁ ଥିଲେ ମୋତେ ଯୋଗାଯୋଗ କରନ୍ତୁ । ଖାଲି ସେତିକି ନୁହେଁ ଆହୁରି ଦେଖନ୍ତୁ ମୁ ମୋର ଡ଼ିଇଆଇଆଇଡ଼ି ସାର୍ଟିଫିକେଟ ବିକ୍ରି କରିବା ପାଇଁ ଚାହୁଁଛି ।

କିଏ କିଣିବା ପାଇଁ ଚାହୁଁ ଥିଲେ ଯୋଗାଯୋଗ କରନ୍ତୁ । ଯଦି ଏ ସାର୍ଟିଫିକେଟ ମୋର କୌଣସି କାମରେ ନ ଆସିବ ତା ହେଲେ ଆକୁ ପାଖରେ ରଖି ମୋର କି ଲାଭ ବରଂ ଆକୁ ବିକ୍ରି କରି ମୁଁ କିଛି ପଇସା ପାଇବି ଆଉ ତାକୁ ଆଉ କିଏ କାମରେ ଲଗାଇ ପାରିବ । ଏ ସବୁ ମୋ କାମରେ ଆସୁନି ତ ଆଉ କାହା କାମରେ ଆସୁ । ଚାକିରି ନପାଇ ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ମେଧାବୀ ଛାତ୍ର ବିଶ୍ଵନାଥ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଈଚ୍ଛାବତୀଗୁଡ଼ା ସାହିରେ । ଶିକ୍ଷକତା କରିବା ପାଇଁ ସେ ସମସ୍ତ ପ୍ରକାର ଯୋଗ୍ୟତା ହାସଲ ପରେ ମଧ୍ୟ ଚାକିରି ନ ପାଇ ଚିନ୍ତାରେ ବିଶ୍ଵନାଥ । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ କୌଣସି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବାହାରି ନାହିଁ ସେନେଇ ବହୁ ପ୍ରଶିକ୍ଷଣ ପ୍ରାପ୍ତ ଛାତ୍ର ଛାତ୍ରୀ ବାରମ୍ବାର ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।

ତେବେ ବିଶ୍ଵନାଥ ଅତିଷ୍ଟ ହୋଇ ଶିକ୍ଷକ ପ୍ରଶିକ୍ଷଣ ସାର୍ଟିଫିକେଟ ଓ OTET ସାର୍ଟିଫିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ । ଏବେ ବିଶ୍ଵନାଥଙ୍କ ସାର୍ଟିଫିକେଟ ବିକ୍ରି ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *