ପ୍ରତିଦିନ ମୟୂରଟି ଏହି ମହିଳାଙ୍କ ପାଖକୁ ଆସୁଥିଲା, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିଷୟରେ । ବନ୍ଧୁଗଣ ଆପଣ ମାନେ ସାଧାରଣତଃ ମୟୁର ଡ୍ୟାନ୍ସ କରୁଥିବାର ଅନେକ ଭିଡିଓ ଦେଖିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ମୟୂର ଖାଦ୍ୟ ଖାଉଥିବାର ଭିଡିଓ ଦେଖାଇ ବାକୁ ଯାଉଛୁ । ଏହି ଭାଇରାଲ ଭିଡିଓକୁ ଅନେକ ଲୋକ ବେସ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ଭାଇରାଲ ଭିଡିଓରେ ଜଣେ ମହିଳା ଏକ ଭୋକିଲା ମୟୂରକୁ ଖାଦ୍ୟ ଖୁଆଉ ଥିବାର ନଜର ଆସୁଛି । ଭିଡିଓରେ ଜଣେ ମହିଳା ରାସ୍ତା କଡରେ ପରିବା ଦୋକାନ କରିଛି ।

ଏତେ ପନିପରିବାକୁ ଦେଖି ମୟୂର ମହିଳାଙ୍କ ପାଖକୁ ଚାଲି ଯାଉଛି । ଏହା ପରେ ମହିଳା ନିଜ ହାତରେ ମୟୂରକୁ ଖାଦ୍ୟ ଖାଇବାକୁ ଦେଲା । ଏହା ପରେ ମୟୂର ମହିଳାଙ୍କ ହାତରୁ ଖାଦ୍ୟ ଖାଇଲା । ଏହି ଦୃଶ୍ୟ ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଓ ଭିଡିଓ ରେକର୍ଡ କରିଥିଲେ । ମୟୂର ଯେଉଁ ଭଳି ଭାବରେ ମହିଳାଙ୍କ ହାତରୁ ଖାଦ୍ୟ ଖାଉଥିଲା ତାହା ଅତ୍ୟନ୍ତ ମନମୋହକ ଅଟେ ।

ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହିଛି । ଭିଡିଓକୁ ଟିଙ୍କୁ ଭେଙ୍କଟେସ ନାମକ ୟୁଜର ସେୟାର କରିଛନ୍ତି । ବନ୍ଧୁଗଣ ଏଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହୋଇଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *