ଭିଡର ଫାଇଦା ଉଠାଇଲେ ଦୁଷ୍ଟ ମାଉସୀ..ଏଭଳି ସ୍ମାଟ ଆକାରରେ କରିଥିଲେ ଚୋରି, CCTV ରେ କଏଦ ହେଲା ମାଉସୀଙ୍କ କଳା କାରନାମା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକ ଲୋକମାନେ ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଲୋକମାନେ ଯେକୌଣସି ସ୍ଥାନରେ ରହି କେଉଁ ଦେଶରେ କଣ ଘଟୁଛି ଯାହା ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆପଣ ମାନେ ଚୋରୀର ଅନେକ ଦୃଶ୍ୟ ଫିଲ୍ମ ଓ ରିଅଲ ଲାଇଫରେ ଦେଖିଥିବେ । ଚୋର ମାନେ ସବୁବେଳେ ସାଧାରଣ ଲୋକଙ୍କ ଠାରୁ ଦୁଇ ଗୁଣ ଅଧିକ ଚାଲାକ ଥାନ୍ତି ।

ସେମାନେ ଲୋକଙ୍କୁ ଚଖମା ଦେଖାଇ ଅତି ସହଜରେ ଚୋରୀ କରିଥାନ୍ତି । ବନ୍ଧୁଗଣ ଆପଣ ମାନେ ଚୋରୀର ଅନେକ ଭିଡିଓ ଦେଖିଥିବେ ହେଲେ ଏହି ଭିଡିଓ ପ୍ରଥମ ଥର ପାଇଁ ଦେଖିଥିବେ । ଏହି ଭିଡିଓରେ ଜଣେ ମାଉସୀ ଦୋକାନକୁ ଜିନିଷ କିଣିବା ପାଇଁ ଆସନ୍ତି । ଦୋକାନୀକୁ କିଛି ମାଗନ୍ତି ଆଉ ଦୋକାନରେ ପୂର୍ବରୁ ଗହଳି ଲାଗି ରହିଥାଏ । ଭିଡର ଫାଇଦା ଉଠାଇ ଦୁଷ୍ଟ ମାଉସୀ ଜଣକ ଆଉ ଜଣେ ଗ୍ରାହକଙ୍କ ପର୍ସରେ ହାତ ପୁରାଇ ମୋବାଇଲ ଚୋରୀ କରୁଛନ୍ତି ।

 ଏତେ ଚତୁରତାର ସହ ମୋବାଇଲଟିକୁ ଅନ୍ୟ ଜଣଙ୍କ ବେଗରୁ କାଢି ନିଜ ପର୍ସରେ ରଖିଦିଅନ୍ତି ଯେ ଆପଣ ବି କହିବେ ନେଇ ଜାଣି ଥୋଇ ପାରିଲେ ଚୋରୀ ବିଦ୍ୟା ବି ଭଲ । ତେବେ ମାଉସୀ ଜଣକ ମୋବାଇଲ ଚୋରୀ କରି କିଛି ନ ଜାଣିବା ଭଳି ଦୋକାନୀକୁ ପଇସା ଦେଇ ଚାଲି ଯାନ୍ତି । ଏହି ଦୃଶ୍ୟ ଦେଖିଲେ ଆପଣ ବିସ୍ମିତ ହୋଇଯିବେ ।

ଏହି ଭିଡିଓଟି ଦୋକାନର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ମାଉସୀଙ୍କ ଚୋରୀ କୌଶଳକୁ ଦେଖି ଆଛା ଆଛା ଚୋର ମଧ୍ୟ ବିସ୍ମିତ ହୋଇଯାଇଥିବେ । ତେବେ ବନ୍ଧୁଗଣ ଏହି ଚୋରୀ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *