BIG BREAKING ! ସମୁଦ୍ରରେ ବାତ୍ୟା ‘ଅସାନି’ର ତାଣ୍ଡବ ମଝିରେ ଗଭୀର ସମୁଦ୍ରରେ ଫସି ରହିଛନ୍ତି ମତ୍ସ୍ୟଜୀବୀ, ଦେଖନ୍ତୁ ଏୟାରଲିଫ୍ଟର Live ଭିଡିଓ  

ସମୁଦ୍ରରେ ଦେଖିବାକୁ ମିଳିଛି ବାତ୍ୟା ଅସାନିର ପ୍ରଭାବ । ସମୁଦ୍ର ଏବେ ଅଶାନ୍ତ ହେବା ସହ ପବନ ବହୁଛି । ସମୁଦ୍ରର ଶାନ୍ତ ଲହରୀ କୁଳ ଆଡକୁ ମାଡି ଆସୁଥିବାର ଦେଖିବାକୁ ମିଳିଛି । ସମୁଦ୍ର କୁଳ ଠାରୁ ପ୍ରାୟ ଏକ କିଲୋମିଟର ଭିତରେ ଢେଉ ସୃଷ୍ଟି ହୋଇ କୁଳ ଆଡକୁ ମାଡି ଆସୁଛି । ଏହା ଦ୍ଵାରା ସମୁଦ୍ର ପାଣିରେ ଫେଣ ସୃଷ୍ଟି ହେଉଛି ।   ବାତ୍ୟାର ପୂର୍ବ ଅବସ୍ଥାରେ ବନ୍ଧୁଗଣ ଏହି ଭଳି ସ୍ଥିତି ଦେଖିବାକୁ ମିଳିଥାଏ ।

ଆଜି ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଗଭୀର ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଏୟାର ଲିଫ୍ଟ କରାଯିବ । କିଛି ମାଛ ଧରା ଡଙ୍ଗାଳୁ ସମୁଦ୍ର ଭିତରେ ଫସିଯାଇଛନ୍ତି । ତେବେ ଏହି ମତ୍ସ୍ୟଜୀବୀ ମାନଙ୍କୁ ଏୟାର ଲିଫ୍ଟ କରାଯିବ ।

ଗଞ୍ଜାମ ଜିଲ୍ଲା ସୋନପୁର ଅଞ୍ଚଳର ଗଭୀର ସମୁଦ୍ରରେ ଫସିଛନ୍ତି ମତ୍ସ୍ୟଜୀବୀ । ଏଥିରେ 11 ଜଣ ମତ୍ସ୍ୟଜୀବୀ ଥିବା ଜଣା ପଡିଛି । ମାଛ ଧରି ଡଙ୍ଗା ନେଇ ଫେରୁଥିବା ବେଳେ ଡଙ୍ଗାରେ ଯାତ୍ରୀଙ୍କ ତ୍ରୁଟି ଦେଖା ଦେଇଥିଲା । ଗଭୀର ସମୁଦ୍ରରେ ସେମାନେ ଫସିରହିଛନ୍ତି । ମତ୍ସ୍ୟଜୀବୀଙ୍କୁ ଏୟାର ଲିଫ୍ଟ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲା ପାଳ । ଜିଲ୍ଲା ପ୍ରଶାସନିକ ଟିମ ସହ ପୋଲିସ ଅଧିକାରୀ ସୁନାପୁରରେ ପହଞ୍ଚି ଛନ୍ତି ।

 

ମତ୍ସ୍ୟଜୀବୀଙ୍କୁ କେମିତି ଉଦ୍ଧାର କରାଯିବ ସେନେଇ ଯୋଜନା ଚାଲିଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଆଗରୁ ମଧ୍ୟ ପ୍ରଶାସନ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତକୁ ଯିବା ପାଇଁ ବାରଣ କରିଥିଲେ ହେଲେ କିଛି ଅମାନିଆ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଚାଲିଗଲେ ହେଲେ ଫସିଯାଇଛନ୍ତି । ଏବେ ସେମାନଙ୍କୁ ଏୟାର ଲିଫ୍ଟ କରି ଉଦ୍ଧାର କରାଯିବ ।

ତେବେ ବନ୍ଧୁଗଣ ଆସନ୍ତା 10 ତାରିଖରେ ବାତ୍ୟା ଅସାନି ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ହେଲେ ଓଡିଶାରେ ମାଡ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ଓଡିଶା ଉପରେ ଏହାର କିଛି ପ୍ରଭାବ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *