ବାସ ରାତିରେ କେବଳ ଏହି ଗୋଟିଏ ଜିନିଷ ଲଗେଇ ଦିଅନ୍ତୁ, ମାତ୍ର 3 ଦିନରେ ନିଜର କଳା ଓଠକୁ ସବୁଦିନ ପାଇଁ ପ୍ରାକୃତିକ ଗୋଲାପୀ ବନାନ୍ତୁ- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଓଠ ପ୍ରାକୃତିକ ଉପାୟରେ ଗୋଲାପୀ ହୋଇଯିବ।
ବନ୍ଧୁଗଣ ପ୍ରତ୍ୟେକ ଝିଅ ଚାହିଁଥାଏ ଯେ, ତାଙ୍କ ଓଠ ନରମ କୋମଳ ଏବଂ ଗୋଲାପୀ ରହୁ ବୋଲି। କିନ୍ତୁ କିଛି କାରଣ ଯୋଗୁଁ ଆମ ଓଠ ଫାଟିଥାଏ ଏବଂ କଳା ମଧ୍ୟ ପଡ଼ି ଯାଇଥାଏ। ବନ୍ଧୁଗଣ ଶରୀରରେ ପାଣିର ଅଭାବ ଯୋଗୁଁ ଓଠ ଫାଟି ଥାଏ ଏବଂ କଳା ମଧ୍ୟ ପଡ଼ିଥାଏ ଏବଂ ଏହାସହିତ ଯଦି ପୂରା ଦିନ ଓଠ ରେ ଲିପ୍ସଟିକ ଲଗାଇ ରହିବା ତେବେ ମଧ୍ୟ ଓଠ ଫାଟିଥାଏ ଏବଂ କଳା ପଡିଯାଇଥାଏ।

ଏହିପରି ଅନେକ କାରଣ ରହିଛି ଯାହାଦ୍ୱାରା ଓଠ ଫାଟିବା ଏବଂ କଳା ପଡ଼ିବାର ସମ୍ଭାବନା ରହିଥାଏ। ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ ଗୋଲାପୀ ଓଠ ପାଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ୨ଟି ଉପାୟର ଅବଲମ୍ବନ କରିବାକୁ ପଡ଼ିବ। ପ୍ରଥମ ରେ ହେଉଛି ‘ଏକ୍ସଫୋଲିସନ’ ଏବଂ ଦ୍ଵିତୀୟ ରେ ହେଉଛି, ‘ମଏଶ୍ଚରାଇଜେସନ’। ତେବେ ପ୍ରଥମ ଉପାୟ ନିମନ୍ତେ ଆପଣ ପ୍ରଥମେ ଏକ ବ୍ରସ ନିଅନ୍ତୁ। ଧ୍ୟାନ ରଖିବେ ଯେ ଟୁଥବ୍ରସ ଯେପରି ସଫ୍ଟ ହୋଇଥିବ।ଏହାପରେ ଏଥିରେ ଅଳ୍ପ ମହୁ ପକାନ୍ତୁ ଏବଂ କିଛି ଚିନି ପକାନ୍ତୁ। ଏହାପରେ ଏହାକୁ ନିଜ ଓଠରେ ସ୍କ୍ରବ ପରି ବ୍ୟବହାର କରନ୍ତୁ। ଏହା ଦ୍ଵାରା ଭଲ ଭାବରେ ନିଜ ଓଠକୁ ସ୍କ୍ରବ କରନ୍ତୁ।

‘ମହୁ’ ଆମ ଓଠକୁ ଗୋଲାପୀ କରିବାରେ ସହାୟକ ହୋଇଥାଏ ଏବଂ ଚିନି ଆମ ଓଠରେ ସ୍କ୍ରବ ଭଳି କାର୍ଯ୍ୟ କରିଥାଏ। ବନ୍ଧୁଗଣ ଆପଣ ଏହି ଉପାୟ କୁ ପ୍ରତିଦିନ କରନ୍ତୁ। ଯଦି ଆପଣ ପ୍ରତିଦିନ କରି ପାରୁ ନାହାନ୍ତି ତେବେ ସପ୍ତାହ ରେ ଥରେ କରନ୍ତୁ। ସପ୍ତାହ ରେ ଯଦି ଆପଣ ଥରେ କରୁଛନ୍ତି ତେବେ ଆପଣ ଏହାକୁ ୭ରୁ ୮ ମିନିଟ ପର୍ଯ୍ୟନ୍ତ କରନ୍ତୁ ଏବଂ ଯଦି ପ୍ରତିଦିନ କରୁଛନ୍ତି ତେବେ ୨ ରୁ ୩ ମିନିଟ ପର୍ଯ୍ୟନ୍ତ କରନ୍ତୁ।ଏହାପରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହି ଉପାୟ କରିବା ପରେ ଆପଣ ଦେଖିବେ ଯେ ଆପଣଙ୍କ ଓଠ ନରମ ଏବଂ ଗୋଲାପୀ ଦେଖାଯିବ।ଏହା ସହିତ ଓଠରେ ଥିବା ସମସ୍ତ ଡେଡ଼ ସେଲ ମଧ୍ୟ ନଷ୍ଟ ହୋଇଯିବ .

୨. ବନ୍ଧୁଗଣ ଦ୍ଵିତୀୟ ଉପାୟ ନିମନ୍ତେ, ଆପଣ ଏକ ବିଟରୁଟ ନିଅନ୍ତୁ। ଏହି ବିଟରୁଟ ର ଜୁସ କୁ ବାହାର କରି ଏକ ପାତ୍ର ରେ ରଖି ଦିଅନ୍ତୁ। ଏହାପରେ ଏଥିରେ କିଛି ବେସନ ମିଶାନ୍ତୁ ଏବଂ ପରେ ଏଥିରେ ଆଲୋଭେରା ଜେଲ ମିଶାଇ ଦିଅନ୍ତୁ। ଶେଷରେ ଏଥିରେ ୬ ରୁ ୭ ଠୋପା ଗ୍ଲ୍ଇସେରିଲ ମିଶାଇ ଦିଅନ୍ତୁ।ବିଟରୁଟ ଆମ ଓଠ କୁ ପ୍ରାକୃତିକ ଉପାୟରେ ଗୋଲାପୀ କରିଥାଏ, ବେସନ ଓଠର କଳାପଣ କୁ ଦୁର କରିଥାଏ, ଆଲୋଭେରା ଡେଡ଼ ସେଲ କୁ ନଷ୍ଟ କରିଥାଏ ଏବଂ ଗ୍ଲଇସେରିଲ ଓଠକୁ ନରମ କରିଥାଏ।

ଏହି ସବୁ ସାମଗ୍ରୀ ର ମିଶ୍ରଣ କୁ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ଓଠରେ ଲଗାନ୍ତୁ ଏବଂ ୧୦ ମିନିଟ ଏହାକୁ ରଖନ୍ତୁ। ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ଆପଣ ନିକ ଓଠରେ ଲିପ ବାଲ୍ମ ବା ଭ୍ୟାସେଲିନ ଲଗାଇ ଦିଅନ୍ତୁ। ବନ୍ଧୁଗଣ ଏହି ୨ଟି ଉପାୟକୁ ଆପଣ ମାନେ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କ ଓଠ ପ୍ରାକୃତିକ ଉପାୟରେ ଗୋଲାପୀ ହୋଇଯିବ। ଏହା ସହିତ ଓଠ ନରମ ଏବଂ ଉଜ୍ଜ୍ୱଳ ଦେଖାଯିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *