ମାତ୍ର 3 ଦିନ ଦହିରେ ମିଶାଇ ଖାଇ ନିଅନ୍ତୁ, ବାତ ରୋଗ, Joint Pain, ନର୍ଭ ବ୍ଲକେଜ, ହାଡ କମଜୋରି, Calcium ର ଅଭାବ ସବୁ ଗାୟବ ହେଇଯିବ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ନିଜ ଶରୀରର ଧ୍ୟାନ ରଖିପାରୁ ନାହାନ୍ତି । ସେମାନେ ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟରେ ଅଭାବ ହେତୁ କେତେକ ରୋଗର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଲୋକମାନଙ୍କୁ ବହୁତ କମ ବୟସରେ ଆଣ୍ଠୁ ଗଣ୍ଠି ସମସ୍ୟା, ଅଣ୍ଟା ବିନ୍ଧା, ଦୁର୍ବଳତା, ଅନିଦ୍ରା, ଡାଇବେଟିସ ଓ ଉଚ୍ଚ ରକ୍ତଚାପ ଆଦି ସମସ୍ୟା ହୋଇଯାଉଛି  । ଯାହାଫଳରେ ସେମାନେ ଆଜୀବନ ମିଡ଼ିସିନର ସେବନ କରୁଛନ୍ତି ଓ ବହୁତ ଚିନ୍ତାରେ ରହୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କର ଏହି ସବୁ ସମସ୍ୟା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ମାନେ କୋଲେଷ୍ଟ୍ରୋଲର ଶିକାର ହେଉଛନ୍ତି ତା ହେଲେ ଆପଣ ଦିନକୁ ଥରେ ଏକ କପ ଦହିରେ ପେଶୀ (flax seeds) ଭଲ ଭାବରେ ଗୁଣ୍ଡ କରି ଏକ ଚାମଚ ନେଇ ତାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ତାହାର ସେବନ କରନ୍ତୁ । ପେଶୀ ରେ ଫାଇବର ଓ ଲିଗନେଣ୍ଟ ଥାଏ ଯାହା ଆପଣଙ୍କ କୋଲେଷ୍ଟ୍ରୋଲକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାର କାମ କରିଥାଏ ଓ ଆପଣଙ୍କ ରକ୍ତ କୁ ବି ସଫା କରିବାର କାମ କରିଥାଏ । 

୨. ଯଦି ବନ୍ଧୁଗଣ ଆପଣ ମାନଙ୍କର ଉଚ୍ଚ ରକ୍ତଚାପ ଆଦି ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ପ୍ରତ୍ୟକ ଦିନ ସକାଳ ସମୟରେ ଖାଲି ପେଟରେ ଏକ କପ ଦହିରେ ଏକ କପ ଏକ ଚାମଚ ପେଶୀ ପାଉଡର ନେଇ ତାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ତାହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ସଂପୂର୍ଣ୍ଣ ନିୟନ୍ତ୍ରଣ ହୋଇଯିବ ।

୩. ଯଦି ବନ୍ଧୁଗଣ ଆପଣ ମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା, ଅଣ୍ଟା ବିନ୍ଧା ଓ ଦୁର୍ବଳତା ଆଦି ସମସ୍ୟା ରହିଛି ତା ହେଲେ ଆପଣ ପ୍ରତ୍ୟକ ଦିନ ଏକ କପ ଦହିରେ ଏକ ଚାମଚ ପେଶୀ ପାଉଡର ନେଇ ତାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ତାହାର ସେବନ ନିଶ୍ଚୟ କରନ୍ତୁ । ବନ୍ଧୁଗଣ ସାଧାରଣତଃ ଏହି ସମସ୍ୟା ଯେଉଁ ମାନଙ୍କର ପାଚନ ଶକ୍ତି କମ ଥାଏ ସେହି ଲୋକ ମାନଙ୍କର ହୋଇଥାଏ । କାରଣ ଖାଦ୍ୟ ହଜମ ନହେବା ଦ୍ଵାରା ବିଷାକ୍ତ ପଦାର୍ଥ ଯାଇ ଗଣ୍ଠି କାର୍ଟିଲେଜ କୁ ଡ୍ୟାମେଜ କରିଥାଏ ।

ଯାହାଫଳରେ ଶରୀରର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ହେଲେ ବନ୍ଧୁଗଣ ପେଶୀ ଆମ ପାଚନ ପ୍ରକ୍ରିୟାକୁ ମଝବୁତ କରିଥାଏ ଓ ପେଟ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ଯାହା ଦ୍ଵାରା ଆମ ଶରୀରର ଜୟେନ୍ଟ ଗୁଡିକର କାର୍ଟିଲେଜ ନଷ୍ଟ ହେବାରୁ ବଞ୍ଚିଥାଏ । ଏହା ଦ୍ବାରା ଆମର କୌଣସି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ହୋଇନଥାଏ ।

୪. ଯଦି ବନ୍ଧୁଗଣ ଆପଣ ମାନଙ୍କର ଚେହେରା ଜନିତ କୌଣସି ସମସ୍ୟା ଅଛି ତା ହେଲେ ଆପଣ ଏକ କପ ଦହିରେ ଏକ କପ ଏକ ଚାମଚ ପେଶୀ ନେଇ ତାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ତାହାର ସେବନ କରନ୍ତୁ । କାରଣ ଏହି ସମସ୍ୟା ଶରୀରରେ ରକ୍ତ ଅପରିଷ୍କାର ହେବା କାରଣରୁ ହୋଇଥାଏ । ହେଲେ ପେଶୀ ଆମ ଶରୀରର ରକ୍ତକୁ ସଫା କରିଥାଏ ଓ ଆମ ଚେହେରାକୁ ସତେଜ କରାଇଥାଏ ଯାହାଫଳରେ ଏହି ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *