ଓଡିଶାର ନବମ ଶ୍ରେଣୀ ଛାତ୍ର Ayusman Panigrahi, ମାତ୍ର 9 ମାସରେ ବନିଗଲେ କୋଟିପତି, ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ, ଆପଣଙ୍କ କାମରେ ବି ଆସିପାରେ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ଚର୍ଚାରେ ଅଛି ଓ ଏହି ଖବରଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ବି ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

କରୋନା ସମୟରେ ଲୋକମାନେ ନିଜ ଘର ଲୋକଙ୍କ ସହ ସମୟ ଅତିବାହିତ କରୁଥିବା ବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ନିଜ ବୁଦ୍ଧିର ସଦୁପଯୋଗ କରିଛନ୍ତି । ବାଲେଶ୍ଵର ଛାତ୍ର ଆୟୁଷ୍ମାନ ପାଣିଗ୍ରାହୀ ୯ ମାସ ମଧ୍ୟରେ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଆୟୁଷ୍ମାନ ଅନଲାଇନ ଟ୍ରେଡିଙ୍ଗ କରି ଏତେ ବଡ ସଫଳତା ପାଇଛନ୍ତି ।

ଅନଲାଇନ ଟ୍ରେଡିଙ୍ଗରେ ପ୍ରଥମ ଥର ପାଦ ଥାପି ଥିବା ଆୟୁଷ୍ମାନ କଠିନ ପରିଶ୍ରମ ଓ ବୁଦ୍ଧି ଯୋଗୁ ଏତେ ଟଙ୍କା ଅର୍ଜନ କରିଛନ୍ତି । ବାଲେଶ୍ଵର କୁଡିପଦା ଅଞ୍ଚଳର ଜୟନ୍ତୀ ପାଣିଗ୍ରାହୀଙ୍କ ପୁଅ ହେଉଛନ୍ତି ଆୟୁଷ୍ମାନ । ଅନଲାଇନ ଟ୍ରେଡିଙ୍ଗରେ ରୋଜଗାର କରିହେବ ବୋଲି ଜାଣି ତାଙ୍କର ଇଛା ଶକ୍ତି ବଢିଥିଲା । ଏ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଦୁବାଇ ସ୍ଥିତ ସ୍ଵାଡେର୍ନ ଇ କମର୍ଷ କମ୍ପାନୀର କ୍ରାଉଡ ୧ ମାଧ୍ୟମରେ ସେ ଟ୍ରେଡିଙ୍ଗ ଆରମ୍ଭ କରିଥିଲେ ।

ଗତ ବର୍ଷ ଡିସେମ୍ବର ମାସରେ ସେ ବ୍ୟବସାୟରେ ପାଦ ଥାପି ଥିଲେ । ତାଙ୍କ ମାଧ୍ୟମରେ ଓଡିଶା ସମେତ ବାହାର ରାଜ୍ୟର ୪୫୦୦ ଯୁବଗୋଷ୍ଟି ନେଟ ବ୍ୟବସାୟରେ ଯୋଡି ହୋଇଛନ୍ତି । ଆୟୁଷ୍ମାନ ନିଜ ରୋଜଗାର ଅର୍ଥରୁ ଦୁଇଟି ଦାମୀ କାର ନିଜ ବାପା ମା’ଙ୍କୁ ଗିଫ୍ଟ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *