ପ୍ରତିଦିନ ମାତ୍ର ଗୋଟିଏ ଚୁଟକି, ବଡ ପେଟ (Belly Fat), ମୋଟାପା, ଚଉଡା ଅଣ୍ଟା ଓ ଜଙ୍ଘ ର ସବୁ ଚର୍ବି ଏକା ଥରେ ତରଳିଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ । ସେହିପରି ମୋଟାପଣ ଏକ ବହୁତ ବଡ ସମସ୍ୟା ଅଟେ । ଏହି ସମସ୍ୟାରୁ ଦୂର କରିବା ପାଇଁ ମଣିଷ ବିଭିନ ପ୍ରକାର ଉପାୟ କରିଥାଏ । ଆଜି ଆମେ ଏହି ସମସ୍ୟାରୁ କିପରି ଦୂର ରେ ରହିବା ସେହି ବିଷୟରେ ଆପଣଙ୍କୁ ଜଣାଇବା । ଏହି ଉପାୟ ସବୁ କରିବା ଦ୍ଵାରା ଆପଣଙ୍କର ଓଜନ ନିଶ୍ଚିତ ଭାବେ କମିଯିବ । ବନ୍ଧୁଗଣ ଓଜନ ବଢିବାର ସବୁ ଠାରୁ ବଡ କାରଣ ହେଉଛି ପାଚନ କ୍ରିୟା ।

ପାଚନ କ୍ରିୟାର ଚଳନ ଉପରେ ନିର୍ଭର କରିଥାଏ ମଣିଷ ର ଶରୀର କିପରି ହେବ । ଏହି ପାଚନ କ୍ରିୟା ବହୁତ ଧୀରେ ହବା ଦ୍ଵାରା ମଣିଷର ମୋଟାପଣ ଶକ୍ତି ବଢିଯାଏ ଫଳରେ ମଣିଷ ମୋଟା ହୋଇଯାଏ । ପାଚନ କ୍ରିୟା ଠିକ ଭାବେ ଚାଳନ କରିବା ଦ୍ଵାରା ଶରୀରର ମାତ୍ରା ଠିକ ରହିଥାଏ । ମୋଟାପଣ କୁ ଦୁର କରିବାକୁ ହେଲେ ଖାଇବାରେ ଧ୍ୟାନ ଦେବା ଯେତିକି ଦରକାର ସେତିକି ପରିମାଣରେ ଯୋଗର ମଧ୍ୟ ବହୁତ ଆବଶ୍ୟକ ହୋଇଥାଏ ।

ଏହା କରିବା ଦ୍ଵାରା ଶରୀରର ହାଡ ମଜବୁତ ରହିଥାଏ । ବର୍ତ୍ତମାନ ସମୟରେ ମୋଟାପଣ ଭଳି ସମସ୍ୟା ସାଧାରଣ ହୋଇଯାଇଛି । ଏହା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଲି ୩ ଟି ଔଷଧି ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀରର ମୋଟାପଣ ତୁରନ୍ତ ଦୂର ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ୩ ଟି ଔଷଧି ଦ୍ଵାରା ଆପଣଙ୍କୁ ଏକ ଘରୋଇ ଉପଚାର ପ୍ରସ୍ତୁତ କରିବାକୁ ହେବ । ତେବେ ପ୍ରଥମ ଔଷଧି ଟି ହେଉଛି ପେଶୀ । ଏଥିରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହାକୁ ଖାଇବା ଦ୍ଵାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଯାହା ଫଳରେ ଆମେ ବହୁତ ଅଳ୍ପ ପରିମାଣ ରେ ଖାଇଥାଉ ଏବଂ ଏହାଦ୍ବାରା ଆମ ଶରୀର ରେ ମୋଟାପଣ ଭଳି ସମସ୍ୟା ଦେଖାଯାଇ ନଥାଏ ।

୨. ଦ୍ଵିତୀୟ ଔଷଧି ଟି ହେଉଛି କଳାଜିରା । ଏହାକୁ ସେବନ କରିବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ଯାହା ଫଳ ରେ ଆମେ ଯେଉଁ ଖାଦ୍ୟ ବି ଖାଇଥାଉ ତାହା ଅତି ସହଜରେ ହଜମ ହୋଇ ଯାଇଥାଏ । ଏହା ଶରୀର ରେ ଥିବା ମୋଟାପଣ କୁ ମଧ୍ୟ ଦୂର କରିଥାଏ ।

୩. ତୃତୀୟ ଔଷଧି ଟି ହେଉଛି ଜୁଆଣି । ଏଥିରେ ମଧ୍ୟ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ପେଟ ପାଇଁ ଲାଭଦାୟକ ହୋଇଥାଏ ଏବଂ ଏହାର ସେବନ ଦ୍ୱାରା । ମୋଟାପଣ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ।

୪. ତେବେ ବନ୍ଧୁଗଣ ଆପଣଙ୍କୁ ୩ ଚାମଚ ପେଶୀ, ୨ ଚାମଚ କଳାଜିରା ଏବଂ ୨ ଚାମଚ ଜୁଆଣି ନିଅନ୍ତୁ ଏବଂ ଏହାକୁ ତାୱା ରେ ଅଳ୍ପ ରୋଷ୍ଟ କରି ଦିଅନ୍ତୁ । ଏହାପରେ ଏହାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣ କୁ ଆପଣ ପ୍ରତିଦିନ ସକାଳେ ଖାଇବା ପୂର୍ବରୁ ଏବଂ ଖାଇବା ପରେ ଉଷୁମ ପାଣି ରେ ମିଶାଇ ସେବନ କରନ୍ତୁ ।

ଏହାକୁ ସେବନ କରିବାର ଅଧ ଘଣ୍ଟା ପୂର୍ବରୁ ଏବଂ ଅଧ ଘଣ୍ଟା ପର ପର୍ଯ୍ୟନ୍ତ କିଛି ବି ଖାଆନ୍ତୁ ନାହିଁ । ଏପରି ୧୦ ଦିନ ପର୍ଯ୍ୟନ୍ତ ଲଗାତାର କରନ୍ତୁ । ଆପଣ ଦେଖିବେ ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ଲାଭ ପ୍ରାପ୍ତ ହେବ ଏବଂ ଆପଣଙ୍କ ଶରୀରର ମୋଟାପଣ ମଧ୍ୟ ତୁରନ୍ତ ଦୂର ହୋଇଯିବ । ତେଣୁ ଏହି ଘରୋଇ ଉପଚର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *