କେବଳ ଏହାକୁ 1 ଚାମଚ ଖାଇ ନିଅନ୍ତୁ, ଦୁର୍ବଳତା ହେବ ଦୂର, ଶରୀରରେ ଭରିଦେବ ଭରପୁର ଶକ୍ତି, ବେଡରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି । ଯଦି ଆପଣ ମାନଙ୍କୁ ଦୁର୍ବଳ ଲାଗେ ତା ହେଲେ ଆପଣଙ୍କୁ ଦିନ ସାରା କୌଣସି କାମ କରିବାକୁ ଇଛା ହୁଏ ନାହିଁ । ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଦିନ ସାରା ଦୁର୍ବଳତା ବା ଥକାପଣ ଆଦି ସମସ୍ୟା ଲାଗିରହିଥାଏ । ଆଜିର ସମୟରେ କୌଣସି ନା କୌଣସି କାରଣ ହେତୁ ଆପଣ ମାନଙ୍କୁ ଦୁର୍ବଳତାର ସମ୍ମୁଖୀନ ହେବାକୁ ପଡିଥାଏ ।

ଯଦି ଆପଣ ମାନେ ବି ଦୁର୍ବଳତାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ନିଜର ଏହି ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବେ । ଏହା ହେଉଛି ଏକ ଘରୋଇ ଉପାୟ ତେଣୁ ଆପଣ ମାନେ ଏହି ଉପାୟକୁ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମକୁ ଏହି ଉପଚାର ବନେଇବା ପାଇଁ ପାଞ୍ଚଟି ଜିନିଷର ଆବଶ୍ୟକତା ପଡିବ । ଏଥିପାଇଁ ଆମକୁ ଗୋଲମରୀଚ, ପାନ ମହୁରି, ମିଶ୍ରି, କାଜୁ ଓ ବାଦାମର ଆବଶ୍ୟକତା ରହିଛି । ଆପଣ ମାନେ ପ୍ରଥମେ ଏକ ଚାମଚ ଗୋଲମରୀଚ ନିଅନ୍ତୁ, ଦ୍ଵିତୀୟରେ ଆପଣ ମାନେ ଦୁଇ ଚାମଚ ନିଅନ୍ତୁ, ତୃତୀୟରେ ଆପଣ ମାନେ ଚାରି ଚାମଚ ମିଶ୍ରି ନିଅନ୍ତୁ, ଚତୁର୍ଥରେ ଆପଣ ମାନେ ଚାରି ଚାମଚ ନିଅନ୍ତୁ ଓ ଶେଷରେ ଆପଣ ମାନେ ଚାରି ଚାମଚ ନିଅନ୍ତୁ ।

ଏହି ସମସ୍ତ ସାମଗ୍ରୀକୁ ଆପଣ ମାନେ ଅଲଗା ଅଲଗା ଗୁଣ୍ଡ କରି ପାଉଡର କରିଦିଅନ୍ତୁ । ଏହାପରେ ଆପଣ ଏହି ସମସ୍ତ ସାମଗ୍ରୀକୁ ଏକ ପାତ୍ରକୁ ନେଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏକ ଗ୍ଳାସ ଉଷୁମ କ୍ଷୀରରେ ଏକ ଚାମଚ ଏହି ପାଉଡର ମିଶାଇ ସେବନ କରନ୍ତୁ । ଦେଖିବେ ଏହାର ପ୍ରଥମ ଥର ସେବନରେ ଆପଣଙ୍କ ଦୁର୍ବଳତା ସଂପୂର୍ଣ୍ଣ ଦୂର ହୋଇଯିବ ।

ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏହାର ସେବନ କରିପାରିବେ । ଯଦି ଆପଣଙ୍କର ଆଖି ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତା ହେଲେ ତାହା ମଧ୍ୟ ଦୂର ହୋଇଯିବ । ଏହା ଆପଣଙ୍କ ଦୁର୍ବଳତା ଆଦି ସମସ୍ୟାକୁ ଦୂର କରିବା ସହ ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିଥାଏ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *