ବିବାହର ମାତ୍ର 12 ଘଣ୍ଟା ପରେ ନୂଆବୋହୂ ଜନ୍ମ ଦେଲା ଗୋଟିଏ ଛୁଆ, ପିଲାର ବାପା ନା ଶୁଣି ଶାଶୁଘର ଲୋକଙ୍କର ଉଡିଗଲା ହୋସ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ନିଶ୍ଚୟ ରହୁଥିବେ । ସୋସିଆଲ ମିଡିଆରେ ଆପଣ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବାକୁ ପାଉଥିବେ । ହେଲେ ଦେଶରେ ଏପରି କିଛି ଘଟଣା ଘଟୁଛି ଯାହା ବିଷୟରେ ଆପଣ ମାନେ କେବେ କଳ୍ପନା ବି କରିପାରି ନଥିବେ । ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଖବର ମୁତାବକ ଏକ ମହିଳା ବିବାହ କରିବାର ୧୨ ଘଣ୍ଟା ପରେ ଏକ ଶିଶୁକୁ ଜନ୍ମ ଦେଇଛି । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ମୁତବକ ଇଂଲଣ୍ଡରେ ଏହି ଘଟଣାଟି ହୋଇଛି ।

ବନ୍ଧୁଗଣ ଗତ କିଛି ଦିନ ତଳେ ଇଂଲଣ୍ଡରେ ରହୁଥିବା କାର୍ଲି ନାମକ ଏକ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିବାହ କରିଥିଲେ । କାର୍ଲିଙ୍କୁ ୨୬ ବର୍ଷ ଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ବୟସ ଥିଲା ୧୯ ବର୍ଷ । ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ଡେନି । ଏହି ଦୁଇଜଣ ବହୁତ ବର୍ଷ ପର୍ଯ୍ୟନ୍ତ ଲଭ ରିଲେସନରେ ରହିବା ପରେ ପରସ୍ପର ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ବନ୍ଧୁଗଣ ଏହି ବିବାହରେ କାର୍ଲି ଏକ ଡ୍ୟାନ୍ସ ସୋ ରଖିଥିଲେ ସେହି ଡ୍ୟାନ୍ସ ସୋରେ ଡେନି ନାଚୁଥିବା ବେଳେ ହଠାତ ବେହୋସ ହୋଇ ପଡିଯାଇଥିଲେ । ସେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ଏହାପରେ ଡେନି ଏକ ଶିଶୁକୁ ଜନ୍ମ ଦେଇଥିଲେ । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିବାହର ମାତ୍ର ୧୨ ଘଣ୍ଟା ପରେ ଡେନି ଏକ ଛୁଆକୁ ଜନ୍ମ ଦେଇଥିଲେ । ସେହି ଛୁଆଟି ଥିଲା କାର୍ଲି ଓ ଡେନିଙ୍କର ।

ବିବାହ ପୂର୍ବରୁ ଦୁଇଜଣ ଶାରୀରିକ ସମ୍ପର୍କରେ ରହିଥିଲେ ଯାହାଦ୍ୱାରା ତାଙ୍କର ସନ୍ତାନ ଜନ୍ମ ହୋଇଥିଲା । ବିବାହ ଦିନ ନିଜ ସନ୍ତାନକୁ ପାଇ ଦୁଇ ଜଣ ବହୁତ ଅଧିକ ଖୁସି ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *